By: Prangyan Parimita
Last updated: 07 September 2021, 02:03 PM IST
କାହାକୁ ନାହିଁ ଖାତିର। ଭାଲୁ ହୁଅନ୍ତୁ କି ହାତୀ ପଲ। ବର୍ଷାଦିନେ ଯୋକ, ଆଉ ଖରାଦିନେ ଟିଙ୍କକୁ ବି ନାହିଁ ଡର। ଜଙ୍ଗଲ ଭିତରେ ଦିନ ରାତି ରହି ଅଭୟାରଣ୍ୟକୁ ଦେଉଛନ୍ତି ସୁରକ୍ଷା। ଶୁଣନ୍ତୁ, କୁଲଡିହା ବନ କର୍ମଚାରୀଙ୍କ ଦୁଃଖଭରା କାହାଣୀ