ଅଦ୍ୟତନ ହୋଇଛି
Special Story | Jajpur Widow Woman Sells Stationary Items On Bike To Maintain Family
Advertisment
ହଠାତ୍ ଏକ ସଡ଼କ ଦୁର୍ଘଟଣାରେ ହାତ ଛାଡ଼ି ଚାଲିଗଲେ ସ୍ୱାମୀ। ଏକା ହୋଇଗଲେ ଜାଏଦା ବିବି। ୪ ମାସ ଘରେ ବସି କାନ୍ଦିଲେ ଓ ନିଜକୁ ଶକ୍ତ କଲେ। ତା ପରେ ଗୋଡ଼ କାଢ଼ିଲେ ପଦାକୁ। ସାଇକେଲରେ ବୁଲିଲେ ଗାଁକୁ ଗାଁ। ଷ୍ଟେସନାରୀ ଜିନିଷପତ୍ର ବିକି ଆଜି ସେ ସ୍ୱାବଲମ୍ବୀ। ଜାଏଦା ବିବିଙ୍କ ଏ ସଂଘର୍ଷମୟ କାହାଣୀ ଏହି ଭିଡିଓରେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us