Special Story | Call Of Duty | How Odisha Jawan Is Grooming Village Boys In Jaleswar
Advertisment
ସେ ନିଜେ ଖୁବ୍ କଷ୍ଟ କରି ଆର୍ମିରେ ଚାକିରି ପାଇଥିଲେ। ଏହାକୁ ସେ ଭୁଲି ନାହାଁନ୍ତି। ସେଥିପାଇଁ ସେ ନିଜ ଅଂଚଳର ୪୦ ଜଣ ପିଲାଙ୍କୁ ମାଗଣାରେ ଦେଉଛନ୍ତି କଠୋର ଆର୍ମି ଟ୍ରେନିଂ। ଯେମିତିକି ଆର୍ମିରେ ଭର୍ତ୍ତି ହେବାକୁ ସେମାନଙ୍କୁ ତାଙ୍କ ପରି ଆଉ ଏତେ କଷ୍ଟ କରିବାକୁ ପଡ଼ିବନି। ଆଜିକାଲିର ଯୁବପୀଢ଼ି ଭିତରେ ଏଭଳି ମହାନତା ସତରେ ବିରଳ। ଦେଖନ୍ତୁ ତାଙ୍କ ଟ୍ରେନିଂ ବାରାକର ଦୃଶ୍ୟ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us