Advertisment

ଦେବୀ ପ୍ରତିମୂର୍ତ୍ତିକୁ ଅଧା ବୁଡାଇ ଦେଇଛି ବର୍ଷା ପାଣି

ବର୍ଷାପାଣିରେ ଉବୁଟୁବୁ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଆ ପାଟଣେଶ୍ୱରୀ । ମନ୍ଦିର ଛାତରୁ ପାଣି ଗଳୁଥିବା ବେଳେ ମନ୍ଦିର ଭିତରେ ବି ପାଣି ପଶିଛି ।

ଅଦ୍ୟତନ ହୋଇଛି
Advertisment

ବର୍ଷାପାଣିରେ ଉବୁଟୁବୁ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଆ ପାଟଣେଶ୍ୱରୀ । ମନ୍ଦିର ଛାତରୁ ପାଣି ଗଳୁଥିବା ବେଳେ ମନ୍ଦିର ଭିତରେ ବି ପାଣି ପଶିଛି । ଏପରିକି ଦେବୀ ପ୍ରତିମୂର୍ତ୍ତିକୁ ଅଧା ବୁଡାଇଦେଇଛି ବର୍ଷା ପାଣି ।

Advertisment
Bolangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ