ଅଦ୍ୟତନ ହୋଇଛି
Bus
Advertisment
ଲକଡାଉନ୍ କୋହଳ ହେବା ପରେ ସାରା ରାଜ୍ୟରେ ବସ ସେବା ସ୍ୱଭାବିକ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏଯାଏଁ ଅଧିକାଂଶ ରୁଟରେ ବସ ଚଳାଚଳ ହୋଇପାରୁନାହିଁ । ବସ୍ ମାଲିକ ସଂଘ ପକ୍ଷରୁ ଏକାଧିକ ଦାବି କରାଯାଇଛି। ସରକାରଙ୍କ ସହିତ ଆଲୋଚନା ନହେବା ପର୍ଯ୍ୟନ୍ତ ବସ୍ ଗଡିବ ନାହିଁ ବୋଲି ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us