By: Rajalaxmi Sahoo
Last updated: 22 September 2022, 11:26 AM IST
କିଏ ଫଟୋ ଉଠାଉଥିଲା ତ କିଏ ସେଲଫି ନେଉଥିଲା। ମାଳଭୂମିର ଏହି ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି। ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ...