Kendrapada-student
Advertisment
କେନ୍ଦ୍ରାପଡା କାଠିଆପଡାରେ ଯୁକ୍ତ ୩ ଛାତ୍ରୀଙ୍କ ପୋଡା ମୃତଦେହକୁ ଦେଖି ଅନେକ ସନ୍ଦେହ ସୃଷ୍ଟି ହେଉଛି। ଯୁବତୀଙ୍କ ବାପାଙ୍କ ବୟାନ, ପୁରୁଷ ବନ୍ଧୁଙ୍କୁ ନେଇ ଖୋଲାଖୋଲି ବିବାଦୀୟ ଅଭିଯୋଗ ଏବଂ ଗଣମାଧ୍ୟମ ଆଗରେ ଝିଅର ମୃତ୍ୟୁକୁ ନେଇ ବାପା କହିଥିବା କଥା ଏବେ ଆଲୋଚନାର ବିଷୟ ପାଲଟିଲାଣି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us