ରାଜ୍ୟ ସରକାର ଜୋର ଦେଇ କହୁଛନ୍ତି, ରାଜ୍ୟରେ ଚାଲିଛି ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସରକାର। ବିରୋଧୀ କହୁଛନ୍ତି, ଓଡ଼ିଶାରେ ହେଉଛି ବିଶ୍ୱସ୍ତରୀୟ ଦୁର୍ନୀତି ।