Advertisment

ଚୋରା ଗାଡ଼ିକୁ ଏଇଠି କାଟି ବାହାରକୁ ପଠାଉଛନ୍ତି, ପୋଲିସ୍‌ ରେଡ୍‌ କଲା ପରେ...

ସାରା ରାଜ୍ୟର ଚୋରା ଗାଡ଼ିକୁ ମେସିନ୍‌ରେ କାଟି ଖଣ୍ଡ ଖଣ୍ଡ କରି ବାହାରକୁ ବିକ୍ରି କରୁଛନ୍ତି କବାଡ଼ିଆ ବାଲା। ଗାଡ଼ି ଚୋରି ପରେ ଏଇଠି ପହଞ୍ଚାଇ ଦେଉଥିଲା ଚୋର। ଆଉ କବାଡ଼ିବାଲା ସବୁ କାମ ସାରି ବିକ୍ରି କରି ଦେଉଥିଲା। ଥାନାର ମାତ୍ର ୧ କି.ମି. ଦୂରରେ ଚାଲୁଥିଲା ଏ ସବୁ କାମ, ଜାଣି ନଥିଲା ପୋଲିସ୍‌..

Odisha Police Vehicle Thief Scrap Dealer Gang Of Mechanic Filmy Style Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ