By: Sarbeswar
Last updated: 20 October 2022, 10:39 PM IST
ଅର୍ଚ୍ଚନାର କେଳେଙ୍କାରୀର ଫର୍ଦ୍ଦ ସରିବାରେ ନା ନେଉନି। କାରଣ କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠାଟି ବୁଢାଡଙ୍ଗର ପାଦଦେଶରେ ଅଛି। ଆଉ ଏହି କୋଠାରେ ରୁହନ୍ତି ଅର୍ଚ୍ଚନାର ବାପା, ମା । ହେଲେ ଅଭିଯୋଗ ହୋଇଛି, ଏହି ୨ ମହଲା ଘର ହୃଷିକେଶ ମହଲା ନାମକ ଜଣେ ଟେଲର ଦୋକାନୀଙ୍କ ଦୋକାନ ଉପରେ ଛିଡ଼ା ହୋଇଛି