FAKE FARMER
Advertisment
ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଯେଉଁଠି କଲମ ଚାଷରେ ସବୁ ଅସମ୍ଭବ ସମ୍ଭବ କେମିତି ? ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ହାତଲେଖା ଏ ତଥ୍ୟ ଉପରେ ନଜର ପକାନ୍ତୁ: ୨୦୧୬ ଆର୍ଥିକ ବର୍ଷରେ କୃଷିକ୍ଷେତ୍ର ପରିଭ୍ରମଣ ପାଇଁ ଖୋର୍ଦ୍ଧା ଜିଲ୍ଲା ଆତ୍ମା ପକ୍ଷରୁ, ବାଣପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରକୁ ଆସିଥିଲା ୩୦ ହଜାର ଟଙ୍କା। ଯେଉଁ ଟଙ୍କାରେ ୧୦୦ ଚାଷୀ ବୁଲି ଯାଇଥିଲେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷିମେଳା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us