ମୁଁ ଷ୍ଟ୍ରଙ୍ଗ ମୁଁ ସବୁ ସମ୍ଭାଳି ପାରିବି, ମା ତୁ ଏଠୁ ଯା । ମୁଁ କଣ ଖରାପ କାମ କରିଛି ଯେ ମୁଁ ଏମାନଙ୍କୁ ଡରିବି । ତୁ ଯା ମୁଁ ସବୁ ସମ୍ଭାଳି ନେବି । ଏମିତି ପ୍ରତିକ୍ରିୟା ଦେଇଛନ୍ତି କଟକରେ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଥିବା ଯୁବତୀ ଜଣକ ।