Advertisment

Shatrughan Sinha: ପିଲାଦିନେ ଏହି ଘରେ ରହୁଥିଲେ ବିହାରୀ ବାବୁ ଶତ୍ରୁଘ୍ନ ସିହ୍ନା

ବଲିଉଡ୍‌ର ଭେଟେରାନ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ୭୦ ଓ ୮୦ ଦଶକରେ ବକ୍ସ ଅଫିସରେ ରାଜ୍ କରୁଥିଲେ। ଲୋକମାନେ ତାଙ୍କ ଅଭିନୟକୁ ନେଇ ପାଗଳ ଥିଲେ। ଦର୍ଶକମାନେ ତାଙ୍କ ନୂଆ ଚଳଚ୍ଚିତ୍ର ପାଇଁ ଅପେକ୍ଷା କରୁଥିଲେ। ରାଜନୀତିରେ ଆସିବା ପରେ ସେ ଧୀରେ ଧୀରେ ଚଳଚ୍ଚିତ୍ରଠାରୁ ଦୂରେଇ ଯାଇଥିଲେ।

Shatrughan Sinha: ପିଲାଦିନେ ଏହି ଘରେ ରହୁଥିଲେ ବିହାରୀ ବାବୁ ଶତ୍ରୁଘ୍ନ ସିହ୍ନା

Unseen photos of shatrughan sinha patna house

Advertisment
Bollywood Shatrughan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ