The fascinating story of 52 year old actress Mandira Vedi
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744549271.jpg)
1/7
୧୫ ଏପ୍ରିଲ୍ ୧୯୭୨ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ମନ୍ଦିରା ଦୂରଦର୍ଶନର ଶୋ’ ‘ଶାନ୍ତି’ ମାଧ୍ୟମରେ ପ୍ରତ୍ୟେକ ଘରେ ନିଜର ଛାପ ଛାଡ଼ିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744549320.jpg)
2/7
ଏହା ପରେ ସେ ବଡ଼ ପରଦା ଆଡକୁ ମୁହାଁଇଲେ। ଅଭିନେତ୍ରୀ ଶାହରୁଖ ଖାନ ଏବଂ କାଜୋଲଙ୍କ ସହ 'ଦିଲ୍ୱାଲେ ଦୁଲହନିଆ ଲେ ଜାଏଙ୍ଗେ' ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ତାଙ୍କୁ ବହୁତ ବଡ ଷ୍ଟାରଡମ୍ ଦେଇଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744549343.jpg)
3/7
ତାଙ୍କର ପ୍ରଥମ ଚଳଚ୍ଚିତ୍ରର ସଫଳତା ପରେ ସେ '୧୦ କହାନୀ ', 'ଶାଦି କା ଲଡୁ', 'ନାମ୍ ଗୁମ୍ ଜାଏଗା' ଭଳି ଚଳଚ୍ଚିତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744549370.jpg)
4/7
ମନ୍ଦିରା ଜଣେ କ୍ରିକେଟ ପ୍ରେମୀ ଥିଲେ, ତେଣୁ ସେ କ୍ରିକେଟ୍ ମ୍ୟାଚ୍ ସମୟରେ ଟିଭି ଉପସ୍ଥାପିକା ଭାବରେ ମଧ୍ୟ ବହୁତ ଭଲ କାମ କରିଥିଲେ। ମନ୍ଦିରା IPL ହୋଷ୍ଟ୍ କରିବାରେ ପ୍ରଥମ ମହିଳା ସେଲିବ୍ରିଟି ହୋଇଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744549394.jpg)
5/7
ମନ୍ଦିରା ୧୯୯୯ ମସିହାରେ ନିର୍ଦ୍ଦେଶକ ରାଜ କୌଶଳଙ୍କୁ ବିବାହ କରିଥିଲେ, ଯିଏ ଆଉ ଏ ଦୁନିଆରେ ନାହାନ୍ତି। ବିବାହର ବାର ବର୍ଷ ପରେ ମନ୍ଦିରା ତାଙ୍କ ପୁତ୍ରକୁ ଜନ୍ମ ଦେଇଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744549422.jpg)
6/7
ମନ୍ଦିରା ଦୀର୍ଘ ସମୟ ଧରି ଏହାକୁ ନେଇ ବିବାଦରେ ରହିଥିଲେ। ମନ୍ଦିରା କହିଥିଲେ ଯେ – ମୁଁ ଭୟ କରୁଥିଲି ଯେ ଯଦି ମୁଁ ଗର୍ଭବତୀ ହୋଇଯାଏ, ତେବେ ମୋର କ୍ୟାରିଅର ଶେଷ ହୋଇଯିବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744549452.jpg)
7/7
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us