Anant Ambani and Radhika Merchant Sangeet ceremony
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720266579.jpg)
1/6
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720266609.jpg)
2/6
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହରେ ଆଲିଆ ଏବଂ ରଣବୀର କପୁରଙ୍କୁ ଦେଖିବାକୁ ମିଳିଥିଲା। ସେମାନେ ଏହି ସମାରୋହରେ ଜୋରଦାର୍ ଡ୍ୟାନ୍ସ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720266641.jpg)
3/6
ଏହି ସମାରୋହରେ ଜାହ୍ନଭୀ କପୁର ତାଙ୍କ ଚମତ୍କାର ଲୁକ୍ ସହିତ ପୂରା ଶୋ’କୁ ଉଠେଇ ଦେଇଥିଲେ। ତାଙ୍କ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ୍ ହେଉଛି। ଏଥିରେ ସେ ଯେଉଁ ଲେହେଙ୍ଗା ପିନ୍ଧିଛନ୍ତି ତାକୁ ମନୀଷ ମଲହୋତ୍ରା ଡିଜାଇନ୍ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720266676.jpg)
4/6
ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ମଧ୍ୟ ଅନନ୍ତ ଅମ୍ବାନୀ-ରାଧିକା ମର୍ଚ୍ଚାନ୍ତଙ୍କ ସଂଗୀତ ସମାରୋହରେ ରେଡ୍ ହଟ୍ ଲୁକ୍ରେ ନଜର ଆସିଥିଲେ। ସେ ଏକ ଲାଲ ରଙ୍ଗର ବୋଲ୍ଡ ମର୍ମଏଡ୍ ସ୍କର୍ଟକୁ ଲୋ-କଟ୍ ନେକ୍ଲାଇନ୍ ବ୍ଲାଉଜ୍ ସହିତ ପେୟାର କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720266708.jpg)
5/6
ଏହି ପାର୍ଟିରେ ମୌନୀ ରୟ ଏବଂ ଦିଶା ପାଟନୀ ମଧ୍ୟ ଗ୍ଲାମରସ୍ ଲୁକ୍ରେ ପହଞ୍ଚି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୌନୀ ଏକ ବାଦାମୀ ରଙ୍ଗର ଶାଢୀରେ ବହୁତ ଗ୍ଲାମରସ୍ ଦେଖାଯାଉଥିଲେ। ଦିଶା ପାଟନୀ ଏକ ସୁବର୍ଣ୍ଣ ଏବଂ ଧଳା ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720266739.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us