Advertisment

Shraddha Arya: କୁମ୍‌କୁମ୍ ଭାଗ୍ୟ ଫେମ୍ ଶ୍ରଦ୍ଧା ଦେଖାଇଲେ ଯାଆଁଳା ପିଲାଙ୍କ ଚେହେରା

କୁମ୍‌କୁମ୍ ଭାଗ୍ୟ ଫେମ୍ ଶ୍ରଦ୍ଧା ଆର୍ଯ୍ୟଙ୍କ ଯାଆଁଳା ପିଲାକୁ ୪ ମାସ ହୋଇଯାଇଛି। ଶ୍ରଦ୍ଧା ବର୍ତ୍ତମାନ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ପିଲାମାନଙ୍କ ଚେହେରା ଦେଖାଇଛନ୍ତି। ଏହା ସହିତ ସେ ସେମାନଙ୍କ ନାଁ ମଧ୍ୟ ପ୍ରକାଶ କରିଛନ୍ତି।

Kumkum bhagya fame shraddha arya reveals face of twin kids

Kumkum bhagya fame shraddha arya reveals face of twin kids

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ