Kiara advani gave glimpse of her outfit before debut at the 77th cannes film festival
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716022738.jpg)
1/4
କିଆରା ଆଡଭାନୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716022773.jpg)
2/4
ଭିଡିଓରେ କିଆରା ଏକ ଧଳା ହାଇ ସ୍ଲିଟ୍ ଗାଉନରେ ନଜର ଆସିଛନ୍ତି। ଏଥିରେ ରହିଛି ଡିପ୍ ନେକ୍ଲାଇନ୍।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716022830.jpg)
3/4
ସେ ମ୍ୟାଚିଙ୍ଗ୍ କାନଫୁଲ ଏବଂ ହିଲ୍ସ ପିନ୍ଧିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ କିଆରା ଏକ ଷ୍ଟାଇଲିସ୍ ଭାବେ କାରରୁ ଓହ୍ଲାଇ କ୍ୟାମେରା ଆଗରେ ପୋଜ୍ ଦେବା ଆରମ୍ଭ କରନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେଉଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716022859.jpg)
4/4
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us