Advertisment

Jewelry Shop Robbed: ସ୍ପ୍ରେ ମାରି ଜୁଏଲାରୀରୁ ଲୁଟ୍; CCTV ଫୁଟେଜ୍ ଆଧାରରେ ତଦନ୍ତ

ସ୍ପ୍ରେ ମାରି ଜୁଏଲାରୀରୁ ଲୁଟ୍। ଭୁବନେଶ୍ବରରେ ମାତିଛନ୍ତି ଲୁଟେରା। ତମାଣ୍ଡୋରେ ସୁନା ଦୋକାନରୁ ଲୁଟ୍ । କଳିଙ୍ଗ ବିହାରର ଜୁଏଲାରୀରୁ ଅଳଙ୍କାର ଲୁଟ୍। ସ୍ପ୍ରେ। ମାରି ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ । CCTV ଫୁଟେଜ୍ ଆଧାରରେ ତଦନ୍ତ।

Jewelry Shop Robbed

ସ୍ପ୍ରେ ମାରି ଜୁଏଲାରୀରୁ ଲୁଟ୍; Photograph: (OTV)

Advertisment

ଭୁବନେଶ୍ବରରେ ମାତିଛନ୍ତି ଲୁଟେରା। ସକାଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ପୋଲିସ ଅଧିକାରୀଙ୍କ ମାଆଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ବେଳେ ଗୋଟିଏ ସୁନା ଦୋକାନରୁ ବି ଲୁଟ୍ ହୋଇଛି। 

Advertisment

ତମାଣ୍ଡୋ ଥାନା କଳିଙ୍ଗ ବିହାରର ଏକ ଜୁଏଲାରୀରେ ସ୍ପ୍ରେ ମାରି ଲୁଟିଲେ ଦୁର୍ବୃତ୍ତ। ମୁଖାପିନ୍ଧା ଦୁର୍ବୃତ୍ତ ଅଳଙ୍କାର ଲୁଟି ଫେରାର୍ ହୋଇଛନ୍ତି। ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଛି ତମାଣ୍ଡୋ ଥାନା ପୋଲିସ।

  • ସ୍ପ୍ରେ ମାରି ଜୁଏଲାରୀରୁ ଲୁଟ୍
  • ଭୁବନେଶ୍ବରରେ ମାତିଛନ୍ତି ଲୁଟେରା
  • ତମାଣ୍ଡୋରେ ସୁନା ଦୋକାନରୁ ଲୁଟ୍
  • କଳିଙ୍ଗ ବିହାରର ଜୁଏଲାରୀରୁ ଅଳଙ୍କାର ଲୁଟ୍
  • ସ୍ପ୍ରେ ମାରି ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ
  • CCTV ଫୁଟେଜ୍ ଆଧାରରେ ତଦନ୍ତ
  • ଖୋଳତାଡ ଚଳାଇଛି ତମାଣ୍ଡୋ ଥାନା ପୋଲିସ
Advertisment
Odisha News Loot Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ