ସଂକ୍ଷେପରେ ଆଜିର ତାଜା ଖବର - Friday, 18 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

BJDରୁ ଇସ୍ତଫା ଦେଲେ ଭୁବନେଶ୍ୱର ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିଜୟଲକ୍ଷ୍ମୀ

'କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ନୋଟିସ୍ କରାଯାଇଛି' । ଇସ୍ତଫା ପତ୍ରରେ ବିଜେଡି ଉପରେ ବର୍ଷିଲେ ବିଜୟଲକ୍ଷ୍ମୀ । More

Water Way: ଓଡ଼ିଶାରେ ନର୍ମାଣ ହେବ ନ୍ୟାସନାଲ ୱାଟର ୱେ -୫

ପରବର୍ତ୍ତୀ ସମୟରେ ନ୍ୟାସନାଲ ୱାଟର ୱେ -୫ରେ ଧାମରାରୁ ହଳଦିଆକୁ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ନ୍ୟାସନାଲ ୱାଟର ୱେ -୫ ପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। More

ହବିଷ୍ୟାଳିଙ୍କୁ ସବୁ ସୁବିଧା ମିଳିବ କହିଲେ ମୁଖ୍ୟମନ୍ତ୍ରୀ

ପୁରୀ ହବିଷ୍ୟାଳି ଘଟଣାରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିବା କହିଲେ । More

ମୁମ୍ବାଇ ଇନଭେଷ୍ଟର୍ସ ମିଟରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। More

ପିଲାଙ୍କୁ ସ୍କୁଲ ନପଠାଇ ପ୍ରତିବାଦ ! ଦାବି ପୂରଣ ଯାଏଁ ଛାତ୍ରଛାତ୍ରୀଙ୍କ ସ୍କୁଲ ବର୍ଜନ...

ବହୁ ସ୍କୁଲକୁ ଆସିଲେନି ପିଲା, ପାଠ ନପଢାଇ ଫେରିଲେ ଶିକ୍ଷକ । ପିଲାଙ୍କ ଅଧିକାର କ୍ଷୁର୍ଣ୍ଣ ନକରିବାକୁ ଡିଇଓଙ୍କ ନିବେଦନ । More

କୟର ବୋର୍ଡର କଚ୍ଛପ ନୀତି ! ୧୦ ବର୍ଷ ତଳୁ ଟ୍ରେନିଂ ନେଇ ଅପେକ୍ଷାରେ ୪୦୦ ମହିଳା...

୫ ବର୍ଷ ହେବ ବ୍ୟବହାର ହେଉନି ସାଧାରଣ ସୁବିଧା କେନ୍ଦ୍ର । କାମରେ ଲାଗୁନଥିବାରୁ ମେସିନରେ ଲାଗିଲାଣି କଳଙ୍କି । More

ସରି ସରି ଆସୁଛି BJD ଆୟୁଷ ! BJP-Congରେ ମିଶିବାକୁ ଗୋଡ଼ ଟେକି ବସିଛନ୍ତି ନେତା

ବିଜେଡି ଘର ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ନବୀନ କେମିତି ସଂଗଠନକୁ ସୁଦୃଢ କରି ରଖିପାରୁଛନ୍ତି ତାଉପରେ ନଜର। More

ମୁଣ୍ଡରେ ଆଘାତ, କାହିଁକି କଟା ହେଲା ତଳିପେଟ ?

ଯୁବକଙ୍କ ମୃତ୍ୟ ପରେ କଟକ ରୁଦ୍ର ହସ୍ପିଟାଲ ନାଁରେ ଅଙ୍ଗ ତସ୍କରୀ ଅଭିଯୋଗ । ଦୁର୍ଘଟଣାରେ ମୃତ ବାଲିଗୁଡ଼ାର ଯୁବକଙ୍କ ପରିବାର ଲୋକଙ୍କ ସଂଗୀନ ଆରୋପ । More

'ଆୟୁଷ୍ମାନ-ଗୋପବନ୍ଧୁ ପାଇଁ ଗୋଟିଏ କାର୍ଡ, ଚଳିତ ବର୍ଷରୁ ହେବ ଲାଗୁ'

ଅଧିକାଂଶ ସମୟରେ ଶରୀର ସୁସ୍ଥ ରହୁନି, ଚିକିତ୍ସା ପାଇଁ ଅର୍ଥ ଘୋର ବାଧକ ସାଜୁଛି । More

Bharatpur Case: 'ଲାଏ ଡିଟେକ୍ସନ୍, ବ୍ରେନ୍ ମ୍ୟାପିଂ, ନାର୍କୋ ଟେଷ୍ଟ ରିପୋର୍ଟକୁ ଅପେକ୍ଷା'

ଭରତପୁର ଥାନାରେ ସେନା ଅଧକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାର ଚାଲିଛି ଖୋଳତାଡ଼ । More

ସ୍ୱାବଲମ୍ୱୀ କଲା ପରିବା ଚାଷ; ଲକ୍ଷପତି ହେଲେ ଦମ୍ପତି, ତୋଳିଲେ ସ୍ୱପ୍ନର ଘର

କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତେଳାଇଛନ୍ତି ଦମ୍ପତି। More

ଧରାପୃଷ୍ଠକୁ ଆସି ମାମଲାରେ ଫସିଛନ୍ତି ମା’ ଦୁର୍ଗା, ମଣ୍ଡପ ଜାଗା ବିବାଦରୁ ହୋଇପାରୁନି ଦେବୀଙ୍କ ବିସର୍ଜନ

ଦେବୀଙ୍କ ବିସର୍ଜନ ସମସ୍ୟାକୁ ନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଦୁଇ ଗୋଷ୍ଠୀଙ୍କୁ ଡାକି ଆଲେଚନା କରିବା ସହ ମାମଲାର ସମାଧାନ ଲାଗି ଉଦ୍ୟମ କରୁଛି । More

ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ, ଧର୍ମମାସରେ ଚଳଞ୍ଚଳ ଶ୍ରୀକ୍ଷେତ୍ର

ଆଶ୍ୱୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଳନ କରାଯାଉଥିଲେ ମଧ୍ୟ, କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଦିନ ହବିଷ୍ୟାଳୀ ମାନେ ପରମ୍ପରାନୁସାରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ । More

ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ପାଇଁ ତତ୍ପରତା, ଟାସ୍କଫୋର୍ସକୁ ପୁନର୍ଗଠନ କଲେ ରାଜ୍ୟ ସରକାର

ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । More

Panchang Today 18th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ୨ ଯୁବକଙ୍କୁ ଅଟକ ରଖି ପୋଲିସର ପଚରାଉଚରା

କୋଷ୍ଟଗାର୍ଡ ଡିଆଇଜି ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ନୟାପଲ୍ଲୀ ଥାନାରେ ପହଞ୍ଚି କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ । More

OSSSC ପରିଚାଳିତ ପରୀକ୍ଷା କେଁ, ନିଷ୍ପତ୍ତି ନେବେ ରାଜ୍ୟ ସରକାର !

ପରୀକ୍ଷାର୍ଥୀଙ୍କ ପାଇଁ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ନେଇ ସରକାର ପ୍ରତିବଦ୍ଧ। ଯେଉଁସବୁ ଅଭିଯୋଗ ଆସିଛି, ତାକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତର୍ଜମା କରୁଛନ୍ତି। ଏନେଇ ସରକାରଙ୍କ ଦ୍ୱାରା ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। More

ଜଗା ଦୁଆରକୁ ଆସି ହନ୍ତସନ୍ତ ହେଲେ ହବିଷ୍ୟାଳି ! କିଏ ବୁଝିବ ତାଙ୍କ ଦୁଃଖ...

କେଉଁ ଉଦ୍ଦେଶ୍ୟରେ ପାଣି ଫିଙ୍ଗିଲେ ସେନେଇ ସଂପୃକ୍ତ କର୍ମଚାରୀ କିମ୍ବା ପୁରୀ ପୌରସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।  More

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ୫୦ରୁ ଅଧିକ ଅଣ୍ଡା ମାଡ଼

ପୂର୍ବତନ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳା କୁରିକଣା ଠାରେ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି । More

ପୁରୀରେ ବ୍ରତ ପାଳିବାକୁ ଯାଇ ହନ୍ତସନ୍ତ ହବିଷ୍ୟାଳୀ !

ଜିଲ୍ଲା ପ୍ରଶାସନର ଉତ୍ତର, ମାତ୍ର ଅଢ଼େଇ ହଜାରଙ୍କ ପାଇଁ ବ୍ୟବସ୍ଥା । ସମସ୍ୟା ଜଣାଇବାକୁ ଜାରି ହେବ ହେଲ୍ପଲାଇନ୍ କହିଲେ ଆଇନମନ୍ତ୍ରୀ । More

ଓଡ଼ିଶାକୁ ପୁଣି ବାତ୍ୟା ଛନକା, ୨୨ରେ ଲଘୁଚାପ..!

ଆଇଏମଡିର ଆକଳନ, ୨୪ରେ ନେଇପାରେ ଅବପାତ ରୂପ । ସାଇକ୍ଲୋନ ନେଇ କିଛି ବିଦେଶୀ ମଡେଲର ପୂର୍ବାନୁମାନ। More