ସଂକ୍ଷେପରେ ଆଜିର ତାଜା ଖବର - Tuesday, 01 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ ସିରିଜ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଉଡ଼ିଲା ଗାଡ଼ି

ରାଜଧାନୀ ଭୁବନେଶ୍ବରର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା। ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଆରପାଖକୁ ଓଲଟି ପଡିଲା କାର୍। ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡି ଆଉ ଏକ ଗାଡିକୁ ଧକ୍କା ଦେଇଥିଲା। More

Panchang Today 1st October 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ସାବଧାନ୍ ! ରକ୍ତ ପିଉଛି ୧୬ ନମ୍ବର NH, ଚିନ୍ତା ବଢ଼ାଇଛି ରାଜପଥରେ ବେଆଇନ ପାର୍କିଂ

ରାଜରାସ୍ତାର ଉଭୟ କଡ଼ରେ ଛିଡ଼ା ହେଉଥିବା ମାଳ ମାଳ ଭାରିଯାନ ଯୋଗୁ ରାତି ତ ରାତି, ଦିନରେ ବି ଭୟଙ୍କର ଦୁର୍ଘଟଣା ଘଟୁଛି । More

ଭାଙ୍ଗିଲା କୋଟେରୀ ଗ୍ରୁପ୍, ପ୍ରଥମ ଥର ପାଇଁ କମିଶନରେଟ୍ ପୋଲିସରେ ବଦଳିଲେ ସବୁ ମୁଖିଆ

ନୂଆ ସରକାରକୁ ୧୦୦ ଦିନ ବିତିବା ପରେ IPS ସ୍ତରରେ ହୋଇଛି ପ୍ରଥମ ବଡ଼ ଧରଣ ଅଦଳବଦଳ।ବଦଳିଛନ୍ତି ବହୁ ବିବାଦୀୟ IPS। More

ଟକମକ୍ ଫୁଟୁଛି ଭୁବନେଶ୍ବର ବିଜେଡି କଳି, ୨ କର୍ପୋରେଟରଙ୍କ ସହ ୪ ଜଣଙ୍କୁ ମଗାଗଲା ସୋ-କଜ୍

ବିଦ୍ରୋହୀ କର୍ପୋରେଟରଙ୍କ ବିରୋଧରେ ମେଳି। ଟକ୍ ମକ୍ ହେଇ ଫୁଟିଲାଣି ଭୁବନେଶ୍ବର ବିଜେଡି କନ୍ଦଳ। More

ଜୀବନ ସହ ଖେଳ!! ବ୍ଲଡ୍ ପ୍ଲେଟଲେଟ୍ ନାଁରେ ଠକେଇ ଅଭିଯୋଗ

ରୋଗୀଙ୍କ ଜୀବନ ସହ ଖେଳ । ବ୍ଲଡ୍ ପ୍ଲେଟଲେଟ୍ ଦେବା ନାଁରେ ଠକେଇ ଅଭିଯୋଗ । ଭୁଲ ପ୍ଲେଟଲେଟ୍ ଦେଇ ଟଙ୍କା ଠକେଇ ଅଭିଯୋଗରେ ଜଣେ ଦଲାଲକୁ ବାନ୍ଧିଛି କଟକ ସଦର ଥାନା ପୋଲିସ । More

କାହାର ହେବ ଷ୍ଟାଡିୟମ୍ ? ବୁଢିଆଣୀ ଜାଲ ପରି ଛନ୍ଦି ହୋଇଛି ଷ୍ଟାଡିୟମ୍ ମାଲିକାନା ବିବାଦ

ଷ୍ଟାଡ଼ିୟମ୍ କାହାର । ଏନେଇ ବିବାଦ ତେଜିବାରେ ଲାଗିଛି । ଜିଲ୍ଲାସ୍କୁଲ ବଦଳ ସୂତ୍ରରେ ପଡ଼ିଆ ପାଇଥିବା ଦାବି କରୁଥିବା ବେଳେ, ମ୍ୟୁନିସିପାଲିଟି ଜମିର ମାଲିକାନା ନେଇ ଦାବି ଉଠାଇଛି । More