ସଂକ୍ଷେପରେ ଆଜିର ତାଜା ଖବର - Saturday, 28 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ନର୍ସିଂ ଅଫିସର

୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ନର୍ସିଂ ଅଫିସର । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ । More

କ୍ୟାବିନେଟ ବୈଠକରେ ୭ ପ୍ରସ୍ତାବକୁ ଅନୁମୋଦନ, ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା

ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିସହ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ । More

ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ ! ଆଲୋଚନା ସଫଳ ହୋଇଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନର୍ସିଂ ସଂଘ ସଭାପତି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । More

ଧାରଣାରେ ନର୍ସ, ଯନ୍ତ୍ରଣାରେ ଛଟପଟ ରୋଗୀ

ହସପିଟାଲ ବାହାରେ ଧାରଣାରେ ନର୍ସ, ଭିତରେ ଯନ୍ତ୍ରଣାରେ ଛଟପଟ ରୋଗୀ। ନର୍ସଙ୍କ ଆନ୍ଦୋଳନ ଯୋଗୁଁ କେଉଁଠି ଅପରେସନ୍ ହୋଇପାରୁନି ତ ଆଉ କେଉଁଠି ରୋଗୀଙ୍କୁ ଇଞ୍ଜେକସନ୍ ଓ ସାଲାଇନ୍ ଦିଆଯାଇପାରୁନି। More

BJDରେ ବିଷମ ସ୍ଥିତି ! ପରାଜିତ ପ୍ରାର୍ଥୀ ବନାମ ବିଜୟୀ ପ୍ରାର୍ଥୀ

ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ । More

ପୋଲିସକୁ CMଙ୍କ ତାଗିଦ୍ ! ବ୍ୟବହାର ସୁଧାରି ସୁଧୁରି ଯାଅ...

ଜିଲ୍ଲାପାଳ-ଏସପିଙ୍କ ସମ୍ମିଳନୀରେ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ । 'ବ୍ୟବହାର ସୁଧାର, ବନ୍ଧୁଟିଏ ଭଳି ଲୋକଙ୍କ ଅଭିଯୋଗ ଶୁଣ' । More

ମୟୂରଭଞ୍ଜ ମହାରାଜାଙ୍କ ସନ୍ଦେହଜନକ ମୃତ୍ୟୁର ଗବେଷଣା ଦରକାର କହିଲେ ଭର୍ତ୍ତୃହରି

ଯେଉଁମାନେ କଲେଜ ତିଆରି କରି ନାମ ଦେଇଥିଲେ, ତାକୁ କିଏ ବଦଳାଇଲା । ମୟୂରଭଞ୍ଜ ମହାରାଜାଙ୍କ ସନ୍ଦେହଜନକ ମୃତ୍ୟୁର ଗବେଷଣା ଦରକାର । More

ସଦସ୍ୟ ସଂଗ୍ରହ ଅଭିଯାନରେ ସାଂସଦ ବୈଜୟନ୍ତ ପଣ୍ଡା

ସମ୍ବଲପୁର ଜିଲ୍ଲା ଗସ୍ତରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା । ଅଁଳାପାଲିରେ ବୈଜୟନ୍ତଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । More

ବିଜେଡି ପରାଜୟର କାରଣ ବଖାଣିଲେ ମଙ୍ଗଳା କିଷାନ; କହିଲେ, ଆମ ଭିତରେ ଭୁଲ୍ ବୁଝାମଣା ଯୋଗୁଁ ଦଳ ହାରିଲା

ଯେଉଁମାନେ ସଂଗଠନ ଦାୟିତ୍ୱରେ ଥିଲେ ସେମାନେ ସମୟ ସମୟରେ ଯାଇ ଜିଲ୍ଲା ସ୍ତରରେ ନୂଆ ନୂଆ ପ୍ରାର୍ଥୀ ସୃଷ୍ଟି କଲେ । ସେଥିପାଇଁ ଆମର ଫଳାଫଳ ଖରାପ ହେଲା ବୋଲି କହିଛନ୍ତି ବରିଷ୍ଠ ନେତା ମଙ୍ଗଳା କିଷାନ । More

ପୋଲିସ୍‌କୁ ବଣ୍ଟାଯିବ ୯ ହଜାର ବାଇକ୍, ପୂରଣ ହେବ ଖାଲି ପଦବୀ

ବଢ଼ିବ ପୋଲିସର ମନୋବଳ । ପ୍ରତି ଥାନାରେ ସମସ୍ତଙ୍କ ପାଖରେ ରହିବ ବାଇକ୍ । More

ଯୁଆଡ଼େ ଚାହିଁବେ ସବୁଜ ବନାନୀ, ହାତଠାରି ଏଠି ଡାକୁଛି ପାହାଡ଼

ଇଏ ପ୍ରକୃତିର ଓଢ଼ଣୀ... ଯୁଆଡ଼େ ଚାହିଁବେ ସବୁଜବନାନୀ । ପାହଡ଼ ଆଉ ଗଛଲତାରେ ଭରପୂର ଏ ସ୍ଥାନ । More

ବବି-ମାନସଙ୍କୁ ବିଜେଡିରେ ଅଣଦେଖା ! ତାଲିକାରୁ ନବୀନ କାଟିଦେଲେ ନାଁ

ବିଜେଡିର ପରାଜୟ ପରେ ଚାଲିଛି ମଙ୍ଗୁଆଳଙ୍କ ପକ୍ଷଛେଦନ । ଗୋଟିଗୋଟି କରି ହିସାବ ମାଗୁଛନ୍ତି ବିଜେଡି ସୁପ୍ରିମୋ । More

Panchang Today 28th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଭୂମି ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା! ୨୦ ଫୁଟ ତଳକୁ ଖସିଲା ବସ୍, ୪ ମୃତ

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ଅଧା ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ । More

ଓଡିଶାରେ ପ୍ରତିଷ୍ଠା ହେବ ‘ନାସନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର କ୍ୟାମ୍ପସ

ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। More

ଏଣିକି ଶିକ୍ଷକଙ୍କୁ ନିଯୁକ୍ତି କରିବେ ଶିକ୍ଷାବିତ !

ବୈଠକରେ ଉଚ୍ଚଶିକ୍ଷାର ବିକାଶ ଏବଂ ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। More

ବିଜେଡି ବିପର୍ଯ୍ୟୟର ପୋଷ୍ଟମର୍ଟମ୍, ସୁପ୍ରିମୋଙ୍କ ସାମ୍ନାରେ ନେତାଙ୍କ ସମାନ ଅଭିଯୋଗ

ପୂର୍ବରୁ ପ୍ରଦୀପ ମାଝୀ, ବଦ୍ରୀ ପାତ୍ର, ଅଶ୍ୱିନୀ ପାତ୍ର ଏବଂ ଅବିନାଶ ସମାଲ ମଧ୍ୟ ପରାଜୟର କାରଣ କହି ଦଳର ଭୁଲ ନିଷ୍ପତ୍ତି ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା କୁ ଦାୟୀ କରିଥିଲେ। More

ଆସୁନି ମୋବାଇଲ୍ ସିଗନାଲ୍, ଗଛ ଉପରେ ଚଢ଼ି ନେଟୱର୍କ ସର୍ଚ୍ଚ କରୁଛନ୍ତି ଲୋକ

ଫୋନ୍ କରିବାକୁ କେଉଁଠି ଯିବାକୁ ପଡୁଛି ମାଇଲ୍ ମାଇଲ୍ । ଜରୁରୀ ସେବା ପାଇଁ ବି ଯାଉନି କଲ୍ । More

ହାତୀଙ୍କ ଉତ୍ପାତ, ହଜିଛି ଲୋକଙ୍କ ନିଦ ! ସଞ୍ଜ ନଇଁଲେ ଗାଁ ମୁହାଁ ଗଜରାଜ

ଢେଙ୍କାନାଳ ସଦର ବ୍ଲକ ନାଠୁଆ ଅଞ୍ଚଳରେ ହାତୀ ଉପଦ୍ରବ । ହାତୀଙ୍କ ଗତିବିଧି ଉପରେ ବନ ବିଭାଗର ତୀକ୍ଷଣ ନଜର । More