ସଂକ୍ଷେପରେ ଆଜିର ତାଜା ଖବର - Sunday, 01 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶ୍ରୀମନ୍ଦିରରେ ଅଛି କି ଆଉ ଏକ ଗୁପ୍ତ ରତ୍ନ ଭଣ୍ଡାର ? ଚଟାଣ ତଳେ ଲୁଚାଯାଇଛି କି ରତ୍ନ ଅଳଙ୍କାର ? 

ମୋଗଲ ଆକ୍ରମଣ ବେଳେ ଚଟାଣ ତଳେ ଲୁଚାଯାଇଛି କି ରତ୍ନ ଅଳଙ୍କାର ? ଏ ପ୍ରଶ୍ନର ଉତ୍ତର ଯେ ପର୍ଯ୍ୟନ୍ତ ନ ମିଳିଛି ସେ ଯାଏଁ ଝୁଲି ରହିପାରେ ରତ୍ନଭଣ୍ଡାର ମରାମତି।  More

ମହଙ୍ଗା ପଡ଼ିଲା ତାମିଲ ଠିକାଦାର ପ୍ରୀତି; କାମ ଅଧପନ୍ତରିଆ କରି ଛୁ ମାରିଲେ ଅଣଓଡ଼ିଆ ଠିକାସଂସ୍ଥା... 

ଦୁର୍ନୀତି ଓ ହରିଲୁଟରେ ଛନ୍ଦି ହୋଇପଡ଼ିଛି କି ଯାଜପୁର ଜିଲ୍ଲା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ? ଅଣ ଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ ପୂର୍ବ ବିଜେଡି ସରକାର କରିଥିଲେ କି ଗଳାବାଟ ? More

ଆରମ୍ଭ ହେଲା ‘ସୁଭଦ୍ରା’ ଯୋଜନା ଆବେଦନ, ଫର୍ମ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଲମ୍ବା ଲାଇନ୍

ବହୁ ପ୍ରତୀକ୍ଷିତ, ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ । ଏଥିପାଇଁ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଆପଣ ଫର୍ମ ଆଣିପାରିବେ, ନଚେତ୍ ଆଙ୍ଗନବାଡି ଦିଦିମାନେ ବି ଘରକୁ ଘର ଯାଇ ଫର୍ମ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। More

ରାଜ୍ୟ ରାଜନୀତିରେ 'ରେଭେନ୍ସା' ଝଡ଼; ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି...

ରେଭେନ୍ସା ନାମ ପରିବର୍ତ୍ତନ ହେବା ଦରକାର ବୋଲି ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।  More

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ, ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ

କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନି । ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତାହା ବ୍ୟାପିଥିବା ଆଶଙ୍କା ବଢ଼ିଛି । More

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧିକଲେ ରାଜ୍ୟ ସରକାର

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧି । ବୀମା ଯୋଜନାରେ ୭୦୪୧ ଜଣ ସାମ୍ବାଦିକ ଅନ୍ତର୍ଭୁକ୍ତ । More

ମେୟରଙ୍କ ବିପି ମାପିଲେ ମନ୍ତ୍ରୀ, ସ୍ବାସ୍ଥ୍ୟ ପରୀକ୍ଷା କରି ଦେଲେ ଟିପ୍ସ

ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଉପସ୍ଥିତ ଡାକ୍ତର ପରୀକ୍ଷା କରିଥିଲେ। ପରେ ପରେ ମନ୍ତ୍ରୀ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ବିଜେପି ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । More

ରେଭେନ୍ସା ନାଁ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି

ତେଜିଲା ‘ରେଭେନ୍ସା’ ରାଜନୀତି । ଅଣ ଓଡ଼ିଆ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଥିଲେ ଏବେ ନରହନ୍ତା ବ୍ରିଟିଶ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଛନ୍ତି ବିଜେଡି ନେତା । ବିଜେଡିର ଟାର୍ଗେଟ ପରେ ପାଲଟା ସମାଲୋଚନା କଲା ବିଜେପି । More

ଦୁର୍ଗାପୂଜା ଭସାଣିରେ ବାଜିବନି DJ, ଜୋର ଜବରଦସ୍ତ ଚାନ୍ଦା ମାଗିଲେ ହେବ ଏତଲା

ଅକ୍ଟୋବର ୧୪ରେ ଭସାଣି ଅନୁଷ୍ଠିତ ହେବ । ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବଜାଇପାରିବେ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି । More

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ୩୨ ଜଣ ବିଦା, ଅବସର ପରେ ମିଳିଥିଲା ନିଯୁକ୍ତି

ଥଇଥାନ କେନ୍ଦ୍ର ପାଲଟିଥିଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ । ଅନେକ ଅଧିକାରୀଙ୍କୁ ଅବସର ପରେ ଦିଆଯାଇଥିଲା OSD ଭାବେ ନିଯୁକ୍ତି । More

ଲାଞ୍ଚ ନେଉଥିଲେ; ପହଞ୍ଚିଗଲା ଭିଜିଲାନ୍ସ, ମୂର୍ଚ୍ଛା ହୋଇଗଲେ କନିଷ୍ଠ ଯନ୍ତ୍ରୀ

କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିବା ସମୟରେ ସେ ମୂର୍ଚ୍ଛା ହୋଇଯାଇଥିଲେ। More

Panchang Today 1st September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ଆଜିଠୁ ‘ସୁଭଦ୍ରା’ ପଞ୍ଜିକରଣ; ଜାଣନ୍ତୁ କେଉଁଠି ମିଳିବ ଫର୍ମ, କିପରି କରିବେ ଆବେଦନ...

‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜିକରଣ। ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। More

ଆସନ୍ତାକାଲିଠୁ ଆରମ୍ଭ ହେବ ‘ସୁଭଦ୍ରା’ ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ଆବେଦନ...

‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାଁରେ ଆଧାର କାର୍ଡ କିମ୍ବା ନମ୍ବର ଥିବା ଏକାନ୍ତ ଆବଶ୍ୟକ । More

‘ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥାଇପାରେ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର’

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥାଇପାରେ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର । ଏହାର ସନ୍ଧାନ ପାଇଁ ନନ୍-ପେନିଟ୍ରେଟିଂ ସର୍ଭେ କରିବାକୁ ଯୋଜନା ଅଛି। ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।  More

ବିଧାନସଭାରେ ଛତୁଆ ତାତି, ପୁଷ୍ଟିକର ଖାଦ୍ୟ ନାଁରେ ଅଖାଦ୍ୟ ଯୋଗାଣ ଅଭିଯୋଗ

ଛତୁଆକୁ ନେଇ ବିଧାନସଭାରେ ଗଭୀର ଉଦବେଗ। ସାରା ରାଜ୍ୟରେ ବର୍ଷ ବର୍ଷ ଧରି ଛତୁଆ ମହାଦୁର୍ନୀତି ବରଗଛ ଚେର ଭଳି ମାଡ଼ି ରହିଥିବା ବେଳେ ଆଜି ଗୃହରେ ଉଠିଛି ଏ ପ୍ରସଙ୍ଗ। More

ବଦଳିବା ଦରକାର କି ରେଭେନ୍ସା ୟୁନିଭର୍ସିଟି ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମତକୁ ନେଇ ତେଜିଲା ବିବାଦ

ତେଜିଲା ରେଭେନ୍ସା ନାମକରଣ ବିବାଦ। ଓଡ଼ିଆ ଅସ୍ମିତା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ। More

ମାଡ଼ି ଚାଲିଛି ବାର୍ଡ ଫ୍ଲୁ; ଭୁବନେଶ୍ବରରେ କଂପନ, ଚିକେନ୍ ଓ ଅଣ୍ଡାକୁ ଡରିଲେଣି ଗ୍ରାହକ... 

କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ।  More