ସଂକ୍ଷେପରେ ଆଜିର ତାଜା ଖବର - Sunday, 14 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଖୋଲିବ ଗୁପ୍ତଭଣ୍ଡାର ରହସ୍ୟ ? ଖୋଲିବ କି ତୃତୀୟ କୋଠରୀ ଓ ଭୂତଳ ଗୁପ୍ତଭଣ୍ଡାର ରହସ୍ୟ ? 

ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଭିତର ଭଣ୍ଡାରରେ ଥିବ କି ସୁନା-ରୂପା, ହୀରା-ନୀଳା, ମୋତି-ମାଣିକ୍ୟ ଭରା ସିନ୍ଦୁକ ?  More

ବିଜେପି ସରକାରରେ କିଏ କେଉଁଠି ହେବେ ଥଇଥାନ ? କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ? 

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ । More

କେମିତି ତ୍ରିଶା ହସ୍ପିଟାଲରେ ଲାଗିଲା ନିଆଁ ? ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ?

ଘରୋଇ ନର୍ସିଂହୋମ୍  ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ଅଗ୍ନିନିର୍ବାପକ ବ୍ୟବସ୍ଥା ଥାଇ କାହିଁକି ବ୍ୟବହାର ହୋଇପାରିଲା ନାହିଁ ? ରୋଗୀଙ୍କ ଜୀବନ ବିପଦରେ ପକାଇବାକୁ ଦାୟୀ କିଏ ?  More

ଭଣ୍ତାର ଖୋଲିବା ପରେ ବଡ଼ ଖୁଲାସା କଲେ ଅଧ୍ୟକ୍ଷ, କହିଲେ ପୂର୍ବରୁ ସବୁକିଛି ଗପ ଥିଲା

ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କଲୁ କହିଲେ ଅଧ୍ୟକ୍ଷ । More

'ଭିତର ରତ୍ନଭଣ୍ତାର ଖୋଲିଲୁନି, ଆଉ ଦିନେ ଦିନ ଧାର୍ଯ୍ୟ କରି ଖୋଲିବୁ'

ଶେଷ ହୋଇଛି ପ୍ରତୀକ୍ଷା । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ଦୀର୍ଘ ପାଞ୍ଚ ଦଶନ୍ଧି ପରେ ଖୋଲିଛି ରତ୍ନଭଣ୍ତାର । More

ରତ୍ନଭଣ୍ତାର ଖୋଲିବା ନେଇ ଆସିଲା ବଡ଼ ଅପଡେଟ୍, ମୁଖ୍ୟ ପ୍ରଶାସକ କହିଲେ ...

ଭିତର ରତ୍ନଭଣ୍ଡାର ତାଲା ଚାବିରେ ଖୋଲିପାରିଲା ନାହିଁ । ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲାନି । More

ପାଠପଢ଼ାରେ ବାଧକ ସାଜିଛି ଅର୍ଥ; କିଡନୀ ବିକି ସ୍ୱପ୍ନ ସାକାର କରିବେ ଦୃଷ୍ଟିବାଧିତ

ସୋନପୁର ଜିଲ୍ଲା ବୀରମହାରାଜପୁରର କୁଶ ଭାଇନା। ଜନ୍ମହେବା ପରେ ବାପା ମା’ଙ୍କୁ ହରାଇଛନ୍ତି। ୧୯ବର୍ଷ ବୟସରେ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆବଶ୍ୟକୀୟ ଚିକିତ୍ସା କରାଇ ନପାରି ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି। More

ଶେଷ ହେଲା ପ୍ରତୀକ୍ଷା, ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର

ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ । More

ଶ୍ରୀମନ୍ଦିରରେ ପହଞ୍ଚିଲା ରତ୍ନ ସିନ୍ଦୁକ; ସ୍ୱତନ୍ତ୍ର ବରାଦରେ ହୋଇଛି ତିଆରି

ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ। ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଲା। ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ୱରର ଜନୈକ ବ୍ୟକ୍ତି। More

୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ..ରତ୍ନଭଣ୍ତାର ଭିତରକୁ ଗଲେ ୧୧ ଜଣ..ଜାଣନ୍ତୁ କିଏ..

ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ ସଦସ୍ୟ। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। More

ମହାଠକକୁ ବାନ୍ଧିଲା EOW; ସାରା ଦେଶରୁ ଲୁଟିଥିଲା ୬୦୦ କୋଟି

ଅଳ୍ପ ସମୟ ବ୍ୟବଧାନରେ ଅଧିକ ସୁଧ ଆଶା ଦେଖାଇ ଲଗାଉଥିଲା ଚୂନା। ସେୟାର୍‌ ବଜାରରେ ଟ୍ରେଡିଂ କରାଇ ବାର୍ଷିକ ୨୪ ପ୍ରତିଶତରୁ ଅଧିକ ସୁଧ ଦେବାର ଲୋଭ ଦେଖାଇଥିଲା। ବେଶ୍‌ କିଛି ଦିନ ବାଲାଂଦେଶ ଓ ଦୁବାଇରେ ଆତ୍ମଗୋପନ କରିବା ପରେ ଶେଷରେ କୋଲକାତାରୁ ଧରାପଡିଛି ଏହି ଠକ। More

ଆସିଲା ଶୁଭ ମୁହୂର୍ତ୍ତ; ଏତିକି ବେଳେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର..

ବୈଠକ ପରେ ପ୍ରତିକ୍ରିୟା ରଖିଲେ ଜଷ୍ଟିସ ବିଶ୍ୱନାଥ ରଥ। ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯିବେ। ୧ଟା ୨୮ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଛି। ସେତିକିବେଳେ ରତ୍ନଭଣ୍ଡାର ଚାବି ଖୋଲାଯିବ। More

ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲେ ଦୀପାଳି ଦାସ

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ । More

ସରିବ ନବଦିନାତ୍ମକ ଯାତ୍ରା; ଜନ୍ମବେଦି ଛାଡ଼ି କାଲି ବାହୁଡିବେ ଚତୁର୍ଦ୍ଧାମୂରତି

ଜନ୍ମବେଦିରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା। ବାହୁଡା ଯାତ୍ରା ପାଇଁ ପୁରୀରେ ଆରମ୍ଭ ହୋଇଛି ପ୍ରସ୍ତୁତି। ତିନି ରଥର ଦକ୍ଷିଣ ମୋଡ଼ ସରିଛି। More

Panchang Today 14th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂଆ କାମ ଆରମ୍ଭ କରନ୍ତୁ

ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୮.୪୨ ପର୍ଯ୍ୟନ୍ତ ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ More

ବହୁ ପ୍ରତୀକ୍ଷାର ଅନ୍ତ; ଶେଷରେ ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର

ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଲୋକନାଥ ମହାପ୍ରଭୁଙ୍କୁଠାରୁ ଆଜ୍ଞାମାଳ ନିଆଯିବା ସହ ବିମଳଙ୍କ ପାଖରେ ଗୁଆଟେକା ହେବ । ତାସହ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅରବିନ୍ଦ ପାଢୀ । More

କାଲିଠୁ ପୁରୀରେ ରହିବେ ୩ ମନ୍ତ୍ରୀ, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରି, ସେସବୁ ଯେପରି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ତାହା ସୁନିଶ୍ଚିତ କରିବାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । More

କେଉଁଠି ଅଛନ୍ତି IPS ଡି.ଏସ୍. କୁଟ୍ଟେ ? ଗୃହ ବିଭାଗରେ ନାହିଁ କିଛି ବି ସୂଚନା !

ପୁଣି ଚର୍ଚ୍ଚାରେ ବିବାଦୀୟ IPS ଅଫିସର ଡିଏସ କୁଟ୍ଟେ । ନିର୍ବାଚନ ପରେ ନିଲମ୍ବନ ହଟିଲା, ହେଲେ ଏବେ ସେ କେଉଁଠି, କେଉଁ ପଦବୀରେ । ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା । More

ବିଜେଡିରେ ଏବେ ସବୁ ଗୋଳମାଳିଆ, ପରାଜୟ ପରଠୁ ଦଳରେ ତେଜୁଛି ବିରୋଧର ସ୍ବର

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ। More

କେତେବେଳେ ଖୋଲିବ ରତ୍ନଭଣ୍ଡାର, ସମୟ କହିଲେ ତଦାରଖ କମିଟି ଅଧ୍ୟକ୍ଷ

‘ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । More

ଏଏସ୍‌ଓଙ୍କୁ ମାଡ଼ ଅଭିଯୋଗ: ଆଶ୍ୱାସନା ଦେଲେ ରାଜ୍ୟପାଳ, ୭ ଦିନ ଭିତରେ ନ୍ୟାୟ

ଜଣେ ASOଙ୍କୁ ରାଜ୍ୟପାଳଙ୍କ ପୁଅ ଓ ଅନ୍ୟ ୫ ଜଣ ମାଡ଼ ମାରିବା ଅଭିଯୋଗ ଘଟଣା । ASO ବୈକୁଣ୍ଠନାଥ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଭେଟି ନ୍ୟାୟ ପାଇଁ ଆଶ୍ୱାସନା ଦେଲେ ରାଜ୍ୟପାଳ । More