ସଂକ୍ଷେପରେ ଆଜିର ତାଜା ଖବର - Saturday, 22 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମଣ୍ଡିରେ ଚାଲିଛି ମିଲ୍ ମାଲିକଙ୍କ ମନମାନୀ; କଟନି ଛଟନି ନାଁରେ ଚାଷୀଙ୍କୁ ଶୋଷଣ

ଖେଳୁଛନ୍ତି କଟନୀ ଛଟନୀର ଖେଳ। ମିଲର୍ ଓ ଯୋଗାଣ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କୃଷକ ମାରଣନୀତି। ନା ସରକାରଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି ନା ବିଧିବ୍ୟବସ୍ଥାକୁ ଖାତିର କରୁଛନ୍ତି। More

କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ପୁଣି ବଢାଯିବ ନା ନୂଆ ନିଯୁକ୍ତି ପାଇବେ? ଆସନ୍ତା ୩୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସରିବାକୁ ଯାଉଥିବାରୁ ଏହି ଚର୍ଚ୍ଚା ଏବେ ଜୋର ଧରିଛି। More

ଜଗା ପାଇଁ ସମର୍ପିତ ଜୀବନ: ନିଜ ଘରେ ସଂଗ୍ରହାଳୟ କରି ଜଗନ୍ନାଥ ସଂସ୍କୃତିର କରୁଛନ୍ତି ପ୍ରଚାର...

ରାୟଗଡା ଜିଲ୍ଲା ଗୁଣୁପୁରର ମହାପ୍ରଭୁଙ୍କ ନିଆରା ଭକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ । ନିଜ ଘରେ ସଂଗ୍ରହାଳୟ କରି ଜଗନ୍ନାଥ ସଂସ୍କୃତିର କରୁଛନ୍ତି ପ୍ରଚାର ପ୍ରସାର । More

ବିଜେଡିରେ ତେଜୁଛି ଗୋଷ୍ଠୀ ବିବାଦ; କନ୍ଦଳ ପାଇଁ CMCରେ ଗଲା ୨ଟି କମିଟି ଅଧ୍ୟକ୍ଷ ପଦ

ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ। More

ITI ଛାତ୍ରଙ୍କ କମାଲ; ଅଦରକାରୀ ସାମଗ୍ରୀରେ ତିଆରି କରୁଛନ୍ତି ମୂଲ୍ୟବାନ ଜିନିଷ

ଅଦରକାରୀ ବାଇକର ପାର୍ଟସ ଓ ଲୁହା ରଡରେ ତିଆରି ହେଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଷ୍ଟାଚ୍ୟୁ। ତା' ସହ ସିଟ ମେଟାଲରେ ଝଲସୁଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଦ୍ଧା ମୂର୍ତ୍ତି। ବେଷ୍ଟ ଫ୍ରମ ୱେଷ୍ଟ ମିଶନରେ ଏଭଳି କମାଲ କରିଛନ୍ତି ଢେଙ୍କାନାଳ ସରକାରୀ ଆଇଟିଆଇର ଛାତ୍ର। More

Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଗୃହରେ ବସବାସ କଲାପରେ ଯଦି କୌଣସି ସମସ୍ୟା ଆସେ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ପ୍ରତିକାର କଲେ ଶୁଭଫଳ ମିଳେ ସତ କିନ୍ତୁ କେତେକ ସାଧାରଣ ଏବଂ ସମସ୍ତଙ୍କ ପାଇଁ ଉପଯୋଗୀ କେତେକ ନିୟମ ଦ୍ୱାରା ଆମେ ବହୁମାତ୍ରାରେ ବାସ୍ତୁଦୋଷକୁ କମ୍ କରିପାରିବା। ତେବେ ଆସନ୍ତୁ ସେହି ବିଷୟରେ ଜାଣିବା। More

ପୁଅ ନା ରାକ୍ଷସ! ବାପା-ମା’ଙ୍କୁ ହତ୍ୟା କରି ବାଡ଼ିରେ ପୋତିଦେଲା

ବାରିପଟୁ ପଛପଟୁ ଦୁର୍ଗନ୍ଧ ବାହାରିଥିଲା। କିଛି କୁକୁର ସେଠାରେ ମାଟି ଖୋଳୁଥିବା ଦେଖିବାକୁ ମିଳିଥିଲା। ଏନେଇ ସନ୍ଦେହ ବଢିବାରୁ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ। More

ବଉଳ କାଠରେ କାହିଁକି ବନ୍ଧା ହୁଅନ୍ତି ମହାପ୍ରଭୁ ?

ବଉଳ କାଠ ଆଉ କାଳିଆ ସାଆନ୍ତ। ପ୍ରତିବର୍ଷ ଏ ସମ୍ପର୍କର କଥା ଉଠେ। କାଳିଆ ଠାକୁରଙ୍କ ଦାରୁ ଦେହକୁ ନିଜ ଛାତିରେ ଧରିରଖେ ଏହି ବଉଳ କାଠର ସାଜ। ନାଁ ତାର ସେନାପଟା। More

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ପ୍ରବଳ ଭିଡ଼ । ମହାପ୍ରଭୁଙ୍କ ଦୁର୍ଲଭ ହାତୀ ବେଶ ଦେଖିବାକୁ ଜନସମୁଦ୍ର ପାଲଟିଯାଇଛି ବଡ଼ଦାଣ୍ଡ । More

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ

ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ । ସଜେଇ ହୋଇଛି ସ୍ନାନବେଦୀ । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । More

ରୋଗରୁ ମୁକ୍ତି ପାଇଁ ଯୋଗ: ଅନେକଙ୍କୁ ନୂଆ ଜୀବନ ଦେଇଛି ଦୈନିକ ଯୋଗାଭ୍ୟାସ

ଯୋଗ ଦେଇଛି ଦୁଃସାଧ୍ୟ ରୋଗରୁ ଉପଶମ । ବହୁ ଜଟିଳ ରୋଗର ସରଳ ସମାଧାନ ଯୋଗ। ବୃଦ୍ଧାବସ୍ଥାରେ ବି ଯୁବ ସୁଲଭ ଚେହେରା ଦେଖିବାକୁ ମିଳେ। More

ପିସିସି ସଭାପତିଙ୍କୁ କାହିଁକି ହେଲା କାଳି ମାଡ଼ ? 

ପାର୍ଟି ଅଫିସ୍ ଚାମ୍ବରକୁ ଧସେଇ ପଶି କାଳିମାଡ଼ କଲେ ଅଜଣା ବ୍ୟକ୍ତି । ନିଟ୍ ବିଭ୍ରାଟ ବିକ୍ଷୋଭ ଭଣ୍ଡୁର ପାଇଁ ବିଜେପିର ଅପଚେଷ୍ଟା- ଶରତ ପଟ୍ଟନାୟକ More

ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଡ଼ି ହେଲା ସାରା ଜଗତ; କାଶ୍ମୀର ଉପତ୍ୟକାରେ ଯୋଗକଲେ ପ୍ରଧାନମନ୍ତ୍ରୀ

ବିଶ୍ବର କୋଣ, ଅନୁକୋଣ ଏବଂ ଦେଶର ଗଳି କନ୍ଦିରେ ଉଦଭାସିତ ହେଲା ଯୋଗମୁଦ୍ରାର ଚିତ୍ର। ଆଜି ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସରେ, ଭାରତର ବହୁ ପ୍ରାଚୀନ ପରମ୍ପରାକୁ ଉତ୍ସାହର ପାଳନ କରିଛି ସମଗ୍ର ବିଶ୍ବ।  More

ଧରାପଡ଼ିଗଲା ଭଉଣୀର ମିଛ କିଡନାପ୍ ଡ୍ରାମା, ପ୍ରେମିକ ସହ ଘର ବସାଇବା ପ୍ଲାନ ଫ୍ଲପ୍

ଭାଇଠୁ କୋଟିଏ ଟଙ୍କା ଝଡ଼ାଇବାକୁ ଉଦ୍ୟମ କରୁଥିଲା ଭଉଣୀ । ରାଜସ୍ଥାନୀ ବୟଫ୍ରେଣ୍ଡ ସହ ଚମ୍ପଟ ମାରିବା ବେଳେ ନୟାଗଡ଼ରୁ ଗିରଫ । More

କାଲି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ; ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ 

ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। More