ସଂକ୍ଷେପରେ ଆଜିର ତାଜା ଖବର - Thursday, 11 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବଳି ପଡ଼ିଲା ବିଧାୟକ ପଦ, ଢାଲି-ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ

ଦଳ ବଦଳ ଅଭିଯୋଗରେ ହରାଇଲେ ସଭ୍ୟ ପଦ । ସୁକାନ୍ତ ଓ ଅଧିରାଜଙ୍କ ବିରୋଧରେ କେବେ ଆକ୍ସନ ? More

୧୩ ଦିନ ଧରି ଭକ୍ତ ରଖିଛନ୍ତି ବ୍ରତ, ଚଡ଼କ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଅର୍ଘ୍ୟ ଜଳ ପାଇ ଉପବାସ ଭାଙ୍ଗିବେ ହଜାର ହଜାର ଶ୍ରଦ୍ଧାଳୁ । ୧୩ ଦିନ ଧରି ରଖିଛନ୍ତି ବ୍ରତ, ଚଡ଼କ ମେଳାରେ ଲକ୍ଷlଧିକ ଭକ୍ତ । More

ସତ୍ୟବାଦୀ- ବ୍ରହ୍ମଗିରିରେ ବିବାଦ ତୁଟିନି, ପୁରୀରେ ତେଜିଲାଣି ଶୁଭାଶିଷ-ସୁନୀଲ କଳି

ବିଧାୟକ ପ୍ରାର୍ଥୀ ସୁନୀଲଙ୍କୁ ସପୋର୍ଟ କରୁନାହିଁ ଶୁଭାଶିଷଙ୍କ ଗୋଷ୍ଠୀ । ଉଭୟଙ୍କୁ ଶଙ୍ଖ ଭବନରେ ଟ୍ୟୁସନ, ଏକାଠି କାମ କରିବାକୁ ତାଗିଦ୍ । More

ମହାଜନୀ କାରବାରରେ ତଳିତଳାନ୍ତ ପଦ୍ମକେଶରୀପୁର; ବଢ଼ିଲାଣି କରଜଦାତାଙ୍କ ଆତଙ୍କରାଜ

ନିରୁପମା ଦାସ ଓ ତାଙ୍କ ଶ୍ୱଶୁର ସନାତନ ଦାସ। ବୁଧବାର ରାତିରେ ଅତର୍କିତ ଆକ୍ରମଣର ଶୀକାର ହୋଇଛନ୍ତି। ଉପରସାହିର ତାପସ ଦାସ, ବାବୁଲା ଦାସଙ୍କ ସହ ୫ରୁ ଅଧିକ ଲୋକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। More

ଧାମନଗରରେ ବିଗଫାଇଟ୍‌; ଗଡ଼ ଦଖଲ ଲକ୍ଷ୍ୟରେ ବିଜେପି

ଉପନିର୍ବାଚନର ବିଜେତା ପ୍ରାର୍ଥୀ ତଥା ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରିପିଟ୍ କରିଛି ବିଜେପି। ସିଟିଂ ଏମଏଲଏ ସାଙ୍ଗକୁ ଯୁବନେତା ଏବଂ ଜିଲ୍ଲାର ଟାଣୁଆ ସଂଗଠକ। ନିର୍ବାଚନ ମଣ୍ଡଳୀରୁ ବିଧାନସଭା ଯାଏଁ ସୂର୍ଯ୍ୟବଂଶୀଙ୍କ କ୍ରେଜ୍ କାହିଁରେ କଣ। More

BJP ର ମାଷ୍ଟରଷ୍ଟ୍ରୋକ୍; ପ୍ରତି ମହିଳା ପାଇବେ ମାସିକ ହଜାରେ ଟଙ୍କା !

ନବୀନଙ୍କ ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ନୂଆ ରଣନୀତି ଆପଣେଇବାକୁ ଯାଉଛି। ସରକାରକୁ ଆସିଲେ ମହିଳା ପାଇବେ ମାସିକ ୧୦୦୦ ଟଙ୍କା ସହାୟତା। More

BJDର ଚତୁର୍ଥ ପର୍ଯ୍ୟାୟ ତାଲିକା ଘୋଷଣା, କାହାର କଟିଲା ଟିକେଟ ?

ଭୁବନେଶ୍ୱର ମଧ୍ୟ ଆସନରେ ଅନନ୍ତ ନାରାୟଣ ଜେନାଙ୍କୁ ପୁଣି ରିପିଟ୍ କରିଛି ବିଜେଡି। ଅପରପକ୍ଷେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନର୍ଲା ବିଧାନସଭାରୁ ଭୂପିନ୍ଦର ସିଂଙ୍କୁ ବାଦ୍ ଦେଇ ବିଜେଡି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ବାଲିଗୁଡ଼ା ଆସନ ପାଇଁ ଚକ୍ରମଣି କହଁରଙ୍କୁ ଯୋଦ୍ଧା ଘୋଷଣା କରିଛି ଦଳ। More

ବୃଦ୍ଧାଙ୍କୁ ମାରିଲେ ଚୂନା... ଘରେ ପଶିଲେ, ଦେଖୁ ଦେଖୁ ଲୁଟି ନେଲେ

ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ । ସ୍ପଷ୍ଟ ଦିବାଲୋକରେ ଦିନବେଳା ଆସିଲେ ଦୁଇ ଜଣ ଯୁବକ । ଗେଟ ଖୋଲି ଘରେ ପଶିଲେ । ଜଣେ ଘର ବାରଣ୍ଡାରେ ରହିଲେ ଆଉ ଜଣେ ବାହାରେ ରହି ସ୍ଥିତି ପରଖୁଥିଲା । More

ବ୍ରହ୍ମପୁର ବିଜେଡିକୁ ବଡ଼ ଘାଟା; ଚ୍ୟାଉ ଓ ସୁବାସ ସମ୍ପର୍କରେ ଫାଟ

ସରଗରମ ହେଉଛି ଗଂଜାମ ରାଜନୀତି। ୩୫ ବର୍ଷର ସଂପର୍କରେ ଘଳିଆ। ରମେଶ ଚ୍ୟାଉପଟ୍ଟନାୟକ-ସୁବାସ ମହାରଣା ସଂପର୍କରେ ଫାଟ ଦେଖିବାକୁ ମିଳିଛି। More

ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପ- ଗୀତାଞ୍ଜଳି ରାଉତରାୟ । More

ପୁଣି ଜଳିବ ଓଡ଼ିଶା; ଉପରମୁହାଁ ହେବ ପାରଦ, ବଢ଼ିବ ୬ରୁ ୮ ଡିଗ୍ରୀ ତାପମାତ୍ରା

ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଗାମୀ ୪ ଦିନ ଯାଏଁ ବଢ଼ିବ ୬ରୁ ୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସୂଚନା ମିଳିଛି। More

ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ପୁଅ; ଲଗାତାର ୧୨ ଘଣ୍ଟା ଦୌଡ଼ି କଲେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ

ରାଉରକେଲା ବାସନ୍ତୀ କଲୋନିରେ ରହୁଥିବା ୩୪ ବର୍ଷୀୟ ସୁମିତ କୁମାର ସିଂହ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ସେ ଟ୍ରେଡ୍‌ମିଲ୍‌ରେ ୧୨ ଘଣ୍ଟା ଦୌଡ଼ି ୬୮ କି.ମି ରାସ୍ତା ଅତିକ୍ରମ କରିଛନ୍ତି। More

ପୁରୀରେ ଶୁଭାଶିଷ ଖୁଣ୍ଟିଆ-ସୁନୀଲ ମହାନ୍ତି କଳି, ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନରୁ ଡାକରା

ଭୁବନେଶ୍ୱରରେ ଶୁଭାଶିଷ ଖୁଣ୍ଟିଆ ଓ ସୁନୀଲ ମହାନ୍ତିଙ୍କ କଳି ତୁଟାଇବାକୁ ଚେଷ୍ଟା । ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନ ପକ୍ଷରୁ ଡ଼ାକରା ଆସିଛି । More

ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ତାଲିକା ! ୨୦ ଆସନରେ ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ

ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ତା ସହ ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ ଘୋଷଣା ହେବ ବୋଲି କହିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର । More

ପଦ୍ମକେଶରପୁରରେ ଫୁଟିଲା ବୋମା; ସୁଧ ଟଙ୍କା ପାଇଁ ଶ୍ୱଶୁର-ବୋହୂଙ୍କୁ ଆକ୍ରମଣ

ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ କରାଯାଇଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। More

ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, କିଛି ଘଣ୍ଟା ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର କଟକରେ ମଧ୍ୟ ହାଲୁକା ବର୍ଷା ସହିତ ମେଘୁଆ ପାଗ ରହିଛି । ଅନେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ମାରୁଥିବାରୁ ଆସନ୍ତା କିଛି ଘଣ୍ଟା ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । More

ଓଡ଼ିଶାର ସ୍ୱାଦ, ଓଡ଼ିଆଙ୍କ ପ୍ରିୟ ଛେନାପୋଡ଼

ନୟାଗଡ଼ରେ ମିଠା ବ୍ୟବସାୟୀ ସୁଦର୍ଶନ ସାହୁ କିଛି ଛେନାକୁ ନେଇ ଏପରି ବ୍ୟଞ୍ଜନର ଆବିଷ୍କାର କରିଥିଲେ। ଧିରେ ଧିରେ ନୟାଗଡ଼ରୁ ଏବେ ସାରା ରାଜ୍ୟରେ ଛେନାପୋଡ଼ ନିଜ ସ୍ୱାଦକୁ ପରସି ପାରିଛି । More

ଚନ୍ଦନେଶ୍ୱରଙ୍କ ଚଡ଼କ ମେଳା; ନୀଳପର୍ବ ପାଳନ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ନୀଳପର୍ବ ନାମ କରଣ ସମ୍ପର୍କରେ ଦୁଇ ଭିନ୍ନ ମତ ରହିଛି। ପ୍ରଥମତଃ ସାଗରମନ୍ଥନ କାଳରେ ହଳlହଳ ବିଷକୁ ପାନ କରି ବିଶ୍ୱବାସୀଙ୍କୁ ବିଷ ଜ୍ୱାଳାରୁ ମୁକ୍ତ କରି ନୀଳକଣ୍ଠ ହୋଇ ଯାଇ ଥିଲେ ଭଗବାନ ଶିବ । More

Panchang Today 11th April 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୧ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଦିବା ୦୮.୪୧ ଗତେ ବୃଷ । ତିଥି- ୩ୟା ଦିବା ୦୩.୦୩ ଗତେ ୪ର୍ଥୀ । More

ମନ୍ଦିର ପରିସରରେ ୫୦ ହଜାର ଉପବୀତଧାରୀଙ୍କ ଭିଡ଼ !

ମହାଦେବ ଓ କାମିନା ବିବାହ ଉତ୍ସବ ଓ ତୃତୀୟ ଅର୍ଘ୍ୟ । More

କଡା ସୁରକ୍ଷା ବଳୟରେ ପହଞ୍ଚିଲା ୫ ଟ୍ରକ EVM

ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଇଭିଏମ୍ । ବିଜେବି ମହାବିଦ୍ୟାଳୟରେ ଇଭିଏମ୍ ରହିବାର ବ୍ୟବସ୍ଥା । More

ଭବାନୀପାଟଣାରେ ପୁଣି ପଦ୍ମ ଫୁଟିବ ନା ବଦଳିବ ବାଜି ?

ମୈଦାନରେ ପୁଣି ବିଜେପିର ସିଟିଂ MLA ପ୍ରଦୀପ୍ତ ନାୟକ । ମହିଳା କାର୍ଡ ଖେଳି ଦୁଷ୍ମନ୍ତଙ୍କ ସ୍ତ୍ରୀ ଲଳିତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । More

ଅଙ୍କ ଛିଣ୍ଡୁନି ନା ବିଦ୍ରୋହୀ ଡର ? ବେଗୁନିଆ-ଖୋର୍ଦ୍ଧାରେ ଛିଣ୍ଡୁନି ତିନି ଦଳଙ୍କ ଟିକେଟ୍ ଗଣିତ

ପ୍ରାର୍ଥୀ ରିପିଟ୍ କରିବେ ନା ସପ୍ରାଇଜ୍ କାର୍ଡ ଖେଳିବେ ତାକୁ ନେଇ ଦ୍ୱନ୍ଦ୍ୱ । ଚିଲିକାରେ ପୃଥୀରାଜଙ୍କ ବିପକ୍ଷରେ ବିଜେଡି ଯୋଦ୍ଧା କିଏ ଚିତ୍ର ଅସ୍ପଷ୍ଟ । More

କାମ ଦେବ ତ ବିଜେଡିର ଆସନ ବଦଳ ରଣନୀତି ?

ବ୍ରହ୍ମଗିରିରୁ ଉମା, ସତ୍ୟବାଦୀରୁ ସଂଜୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଭଦ୍ରକରେ ସଂଜୀବ-ପ୍ରଫୁଲ୍ଲଙ୍କୁ ବି ବିଜେଡି କରିଛି ଅଦଳବଦଳ । More