ସଂକ୍ଷେପରେ ଆଜିର ତାଜା ଖବର - Tuesday, 27 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚାଲିଥିଲା ବିଜେପିର ମିଶ୍ରଣ ପର୍ବ, ମଞ୍ଚ ଉପରେ ଗଣ୍ଡଗୋଳ କଲେ ବିଜେଡି କର୍ମୀ !

ବିଜେପିର ମିଶ୍ରଣ ପର୍ବ ଚାଲିଥିବାବେଳେ ଝାରସୁଗୁଡା ବିଧାୟିକା ଦିପାଳୀ ଦାଶ ଏବଂ ତାଙ୍କ ପରିବାର ଲୋକଙ୍କ ଇଙ୍ଗିତରେ ଏଭଳି କରାଯାଇଥିବା ଅଭିଯୋଗ କରିଛନ୍ତି BJP ନେତା ଟଙ୍କଧର ତ୍ରିପାଠୀ। More

ରାଜ୍ୟରେ କଳାବାଘ ସଂଖ୍ୟା ବଢ଼ୁଛି, ଚିନ୍ତାରେ ବନ ବିଭାଗ

ଦୁଇବର୍ଷରେ ମହାବଳ ସଂଖ୍ୟା ୫୦ % ବୃଦ୍ଧି ପରେ ବନ ବିଭାଗର ନିଷ୍ପତ୍ତି । ଇନବ୍ରିଡିଂ ପାଇଁ ଶିମିଳିପାଳରେ କଳାବାଘ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା । More

ଯୁକ୍ତ ଦୁଇ ଫିଜିକ୍ସ ପ୍ରଶ୍ନପତ୍ରରେ ତ୍ରୁଟି ମାନିଲା CHSE, ମିଳିପାରେ ଗ୍ରେସ୍‌ ମାର୍କ

ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ବୁଲେଇ ବଙ୍କେଇ ସ୍ୱୀକାର । ଚଏସ୍ ଡେଫିସିଟ୍ ଥିବା ପ୍ରଶ୍ନ ଆଟେଣ୍ଡ କରିଥିଲେ ମିଳିବ ଗ୍ରେସ୍ ମାର୍କ । More

ଆଗୁଆ ଟିକେଟ୍ କସରତରେ ମାତିଲେଣି ତିନି ଦଳ ନବୀନ ନିବାସ ଆଗରେ ନିଇତି ଲାଗୁଛି ଆଶାୟୀଙ୍କ ଲମ୍ବା ଲାଇନ୍

ମାର୍ଚ୍ଚ ୧ ସୁଦ୍ଧା MP ଓ ୩ ସୁଦ୍ଧା MLA ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତିରେ ବିଜେପି । ଦିଲ୍ଲୀରେ ବସିଲା କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ । More

ନା ସରୁଛି ପ୍ରକଳ୍ପ କାମ, ନା ମିଳୁଛି ପାଣି...ବର୍ଷ ବର୍ଷ ଧରି ଜଳ ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା

ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। More

ଉଇକିପିଡିଆ ନିଶାରେ ସଂଗ୍ରାମ : ଲଗାତାର ୨୫୦୦ ଦିନ ପ୍ରସଙ୍ଗ ଲେଖିଥିବା ପ୍ରଥମ ଓଡ଼ିଆ

ଉଇକିପିଡ଼ିଆରେ ନିତିଦିନ ଅତି କମ୍‌ରେ ଗୋଟିଏ ପ୍ରସଙ୍ଗ ଲେଖିବା ସଂଗ୍ରାମଙ୍କ ନିଶା। ଲଗାତାର କରିଛନ୍ତି ୨୫୦୦ ଦିନର ଲିଖନ ଯାତ୍ରା, ଉଇକିପିଡ଼ିଆରେ ଲେଖିଛନ୍ତି ୩୦୦୦ରୁ ଅଧିକ ତଥ୍ୟଭିତ୍ତିକ ପ୍ରସଙ୍ଗ। More

ଗରିବ ହିତାଧିକାରୀଙ୍କୁ ମିଳୁଥିବା ହଜାରେ ଟଙ୍କା ଦେଉଛି କିଏ ? ଭାଇରାଲ୍ ରସିଦ୍‌କୁ ନେଇ ଚର୍ଚ୍ଚା...

ଗରିବ ହିତାଧିକାରୀଙ୍କୁ ମିଳୁଥିବା ହଜାରେ ଟଙ୍କା ଦେଉଛି କିଏ ? ବଲାଙ୍ଗିର ଲୋଇସିଂହାରେ ଭାଇରାଲ୍ ରସିଦକୁ ନେଇ ଚର୍ଚ୍ଚା...ଗୋଟିଏ ରସିଦରେ କେନ୍ଦ୍ର ଯୋଜନା, ଅନ୍ୟଟିରେ ରାଜ୍ୟ ଯୋଜନା ! More

ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ମୋଦି ! ଚଣ୍ଡିଖୋଲରେ ହେବ କାର୍ଯ୍ୟକ୍ରମ

ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। More

ଯୁକ୍ତ ଦୁଇ ପରୀକ୍ଷାରେ ସାଂଘାତିକ ତ୍ରୁଟି...କର୍ତ୍ତୃପକ୍ଷ କହିଲେ ମିଳିବ ଗ୍ରେସ ମାର୍କ

ତ୍ରୁଟି ମାନିଲେ CHSE ପରୀକ୍ଷା ନିୟନ୍ତ୍ରକ । CHSE ଯୁକ୍ତ ୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଛି ବୋଲି ମାନିଲେ କର୍ତ୍ତୃପକ୍ଷ । More

ଲୋୟର ପିଏମଜିରେ ମତ୍ସଜୀବୀଙ୍କ ଆନ୍ଦୋଳନ, ସବସିଡି ଦାବିରେ ଗର୍ଜୁଛନ୍ତି

ନୀଳମୟ ହେଲା ଲୋୟର ପିଏମ୍‌ଜି । ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ । More

ବ୍ୟାପୁଛି NAC ଦାବି ନିଆଁ, ରାଜ୍ୟର ସ୍ଥାନେ ସ୍ଥାନେ ଆନ୍ଦୋଳନ-ବନ୍ଦ ପାଳନ

ରାଜ୍ୟର ବିଭିନ୍ନ ସ୍ଥାନରେ ତେଜୁଛି ସରକାର ବିରୋଧୀ NAC ନିଆଁ । NAC ଘୋଷଣା ଦାବିରେ ଅଲଟିମେଟମ ଦେଇ, ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । More

Panchang Today 27th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୩ୟା ରାତ୍ରି ୦୧.୫୩ ଗତେ ୪ର୍ଥୀ । ଜାଣନ୍ତୁ ଆପଣଙ୍କ ଶୁଭ ସମୟ.. More

ଏମାର ମଠକୁ ନେଇ ଅଡୁଆରେ ସରକାର; ଯେତେ ଲୁଚାଇଲେ ବି ଦୋଷ ଲୁଚୁନି ?

୨୦୧୧ ମସିହାରେ ଜବତ ହୋଇଥିଲା ୫୨୨ ଖଣ୍ଡ ରୁପା ଇଟା। ୨୦୨୨ରେ ଖନନ ବେଳେ ବାହାରିଥିଲା କାରୁକାର୍ଯ୍ୟ ପୂର୍ଣ୍ଣ ସିଂହ ମୂର୍ତ୍ତି। ଆଉ ଏବେ ଦୃଶ୍ୟମାନ ହୋଇଛି ୧୫ ଫୁଟ୍ ମାଟି ତଳେ ପୁରୁଣା ହାଣ୍ଡି। More

ଥମୁନି NAC ଦାବି ନିଆଁ... ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଦେଲେ ସରକାର !

ଆଗକୁ ବଙ୍ଗୋମୁଣ୍ଡା-ସୁବଳୟା ଓ ବାମରାରେ ବି ହେବ ଆନ୍ଦୋଳନ । ଆଳି ଓ ଖଇରାରେ ବି ତେଜିଲାଣି ଅସନ୍ତୋଷ । More

ମାଟ୍ରିକ ପରୀକ୍ଷାକୁ ଛାଡୁନି ଭାଇରାଲ୍ ଭୂତ, ଇଂରାଜୀ-ଗଣିତ ପ୍ରଶ୍ନପତ୍ର ବି ଲିକ୍‌ !

ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରି ବୁଲିଲା ଗଣିତ ପ୍ରଶ୍ନପତ୍ର । ଦୋଷୀଙ୍କୁ କଡ଼ା ଦଣ୍ଡ ପାଇଁ ପିଲା ଓ ଅଭିଭାବକଙ୍କ ଦାବି । More

ଟଳମଳ ବିଜେଡି ଡଙ୍ଗା; ୧୬୮ ସିଟ୍‌କୁ ୧୦ ହଜାର ଆଶାୟୀ..

ବିଜେଡି ଡଙ୍ଗାରେ ଅସମ୍ଭାଳ ଭିଡ଼। ବିଧାନସଭା, ଲୋକସଭା ମିଶାଇ ଆସନ ୧୬୮। ହେଲେ ଆବେଦନ ପାଇଁ ଭିଡ଼ ପ୍ରାୟ ୬୦ ଗୁଣ ଅଧିକା। ଟିକେଟ୍ ପାଇଁ ଦଳରେ ୧୦ ହଜାର ଆଶୟୀ। More

ବ୍ୟାରିକେଡ୍ ଡେଇଁଲେ, ନବୀନଙ୍କ ଉପରେ ବର୍ଷିଲେ; ରାଜଧାନୀ ଛାତିରେ ରଣହୁଙ୍କାର କଲା କଂଗ୍ରେସ

ଦିନ ପ୍ରାୟ ସାଢେ ୧୨ ଟା। କଂଗ୍ରେସ ଭବନରୁ ପିସିସି ସଭାପତି, ପ୍ରଭାରୀ, ବିଧାୟକ ତଥା ବରିଷ୍ଠ ନେତାଙ୍କ ନେତୃତ୍ୱରେ ଲୋକ ସେବା ଭବନ ଆଡକୁ ବଢିଥିଲା କଂଗ୍ରେସ ରାଲି। ଚାଷୀ ଆତ୍ମହତ୍ୟା, ବେକାରୀ, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ମୁଦ୍ଦା କରି ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ କଂଗ୍ରେସ୍ ଲୋକସେବା ଭବନ ଘେରାଉ ପାଇଁ ଡାକରା ଦେଇଥିଲା। More