ସଂକ୍ଷେପରେ ଆଜିର ତାଜା ଖବର - Saturday, 17 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଯୋଜନା ନାଁରେ ଭଣ୍ତାଉଛନ୍ତି କି ସରକାର ? ଡାହା ମିଛ କହି କହି ପୋଗ୍ରାମ କରୁଥିଲେ, ଏବେ ବିରୋଧର ସାମ୍ନା କଲେ

ମିଛ ତ ମିଛ..ପୁଣି ଡାହା ମିଛ..ନିର୍ବାଚନୀ ଯେତିକି ପାଖେଇ ଆସୁଛି, ସେତିକି ମିଛ ପ୍ରଚାରର ସୌଦାଗର ସାଜିଛନ୍ତି ରାଜ୍ୟ ସରକାର। More

ଭାଙ୍ଗୁଛି କି BJD ର ମହିଳା ଭୋଟ୍‌ ବ୍ୟାଙ୍କ ? ଭୟଭୀତ ହୋଇ SHGଙ୍କ ଲାଗି ଭଣ୍ଡାର ଖୋଲି ଦେଲେ ନବୀନ ! ଭୋଟ୍‌ ମିଳିବ ତ ?

ମହିଳା ଭୋଟ୍‌କୁ ନେଇ ଭୟଭୀତ କି ବିଜେଡି? ଭାଙ୍ଗୁଛି କି ବିଜେଡିର SHG ଭୋଟ୍ ବ୍ୟାଙ୍କ? କାହିଁକି ମିଶନ ଶକ୍ତି ମହିଳାଙ୍କୁ ଦିଆଯାଉଛି ଗୋଟିଏ ପରେ ଗୋଟିଏ ଥୋପ ? SHG ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ଟଙ୍କା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ପଛରେ ସରକାରଙ୍କ କଣ ଷ୍ଟ୍ରାଟେଜି ? More

ବିଜେଡିକୁ ବଣ୍ଡ ଚିନ୍ତା; କେଉଁଠୁ କେତେ ପାଇଛ ଗୋଟି ଗୋଟି କରି ହିସାବ ଦିଅ..

ନିର୍ବାଚନ ବଣ୍ଡ ସ୍କିମ୍‌କୁ ସୁପ୍ରିମକୋର୍ଟଙ୍କ ଅସାମ୍ବିଧାନିକ ଘୋଷଣା ପରେ ଏବେ ବଡ଼ ଟେନସନରେ ବିଜେଡି। କେଉଁଠୁ ଚାନ୍ଦା ଆକାରରେ ଆସିଛି କେତେ ଟଙ୍କା ? କିଏ ଦେଇଛି ଓ କେଉଁ ଆକାରରେ ଦେଇଛି ? More

‘ସୁବ ବୁଥ୍‌ରେ ମିଳିବ ମୌଳିକ ସୁବିଧା...ହିଂସାକୁ ରୋକିବ ସି-ଭିଜିଲ୍ ଆପ୍’

ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ CECଙ୍କ ସୂଚନା...‘ବୁଥରେ ହିଂସା ରୋକିବାକୁ ବ୍ୟବହାର ହେବ ସି-ଭିଜିଲ୍ ଆପ୍...ସବୁ ପଲିଟିକାଲ ପାର୍ଟିଙ୍କ ପ୍ରତି ସମାନ ମନୋଭାବ ପୋଷଣ’ More

ଦେଢ଼ବର୍ଷ ଅପେକ୍ଷାର ହେଲା ଅନ୍ତ...ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ...

ଦେଢ଼ବର୍ଷ ପରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ...ଏଣିକି କମନ୍ ଏରିଆର ମାଲିକ ବି ହେବେ ବାସଗୃହ କ୍ରେତା...ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିଲା ନୂଆ ନିୟମ... More

ଖୁବଶୀଘ୍ର ବାଜିବ ନିର୍ବାଚନୀ ବିଗୁଲ; ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ECI ଦେଲା କଡ଼ା ନିର୍ଦ୍ଦେଶ

ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି। More

ସରକାରଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରହିଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

ଗତ ୧ ମାସ ହେଲା ଆନ୍ଦୋଳନ ଜାରି ରଖିଥିଲେ ପ୍ରାଣୀ ଚିକିତ୍ସକ । ଯାହାଫଳରେ ଚିକିତ୍ସା ନ ପାଇ ଛଟପଟ ହୋଇ ଆସୁଥିଲେ ଅସୁସ୍ଥ ଗୃହପାଳିତ ପଶୁ ପକ୍ଷୀ। More

ଆଜିଠୁ +2 କଳା ଓ ବାଣିଜ୍ୟ ପରୀକ୍ଷା; CCTV ନଜରରେ ରହିଛି ପରୀକ୍ଷା କେନ୍ଦ୍ର

ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି ଏବଂ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି । ପରୀକ୍ଷା ଲାଗି ଭିନ୍ନକ୍ଷମମାନଙ୍କୁ ଅଧିକ ଘଣ୍ଟାଏ ସମୟ ମିଳିବ । More

ସରକାରୀ ଯୋଜନାର ସହାୟତା ନାଁରେ ମିଛ ପ୍ରଚାର…ବିଧାୟକଙ୍କ ଆଗରେ ୱାର୍ଡସଭ୍ୟ ଓ ପୂର୍ବତନ ସରପଞ୍ଚ ପିଟାପିଟି

କଥା କଟାକଟିରୁ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି। ପୂର୍ବତନ ସରପଞ୍ଚ ସାଗରିକା ସେଠୀ ୱାର୍ଡସଭ୍ୟ ଗୌରାଙ୍ଗକୁ ଚପଲରେ ପିଟିଥିଲେ। ପୂର୍ବତନ ସରପଞ୍ଚ ଏବଂ ୱାର୍ଡସଭ୍ୟ ଉଭୟ ମରାମରି ହୋଇଥିଲେ। More

ମୃତ୍ୟୁ ପରେ ବି କମିନି ଦୁର୍ଦ୍ଦଶା...ହସ୍ପିଟାଲରେ ପଡିଛି ୩ମୃତଦେହ...ମୁକୁଳାଇବା ପାଇଁ ମାଗୁଛନ୍ତି ଭିକ

ରାଉରକେଲାରୁ ମୃତଦେହ ଆଣିବାକୁ ପରିବାର ପକ୍ଷରେ ସମ୍ବଳ ନାହିଁ। ତେଣୁ ଗାଁର ଯୁବକମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ବୁଲି ବୁଲି ସମସ୍ତଙ୍କୁ ଭିକ୍ଷା ମାଗୁଛନ୍ତି। More

ଓଡ଼ିଶା ଗସ୍ତରେ ନିର୍ବାଚନ କମିଶନଙ୍କ ଟିମ୍; ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଛି ତଦାରଖ

ରାଜ୍ୟରେ କେତେ ଇଭିଏମ ମେସିନ ଅଛି ଆଉ କେତେ ଦରକାର, ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷାକର୍ମୀ ଅଛନ୍ତି ନା ନାହିଁ ଏସବୁର ତଦାରଖ କରୁଛନ୍ତି। More

Panchang Today 17th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ଶନିବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୮ମୀ ଦିବା ୦୮.୧୬ ଗତେ ୯ମୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଜାଣନ୍ତୁ ଆପଣଙ୍କ ଶୁଭ ସମୟ... More

ପାପ ଲୁଚାଇବାକୁ ସ୍ୱାମୀକୁ ମାରିଲା ସ୍ତ୍ରୀ; ଟିକିଏ ଖୁସି ପାଇଁ ଭୁଲିଗଲା ୧୨ ବର୍ଷର ସମ୍ପର୍କ..

ୟେ ଏମିତି ଏକ ଘଟଣା, କେହି ସହଜରେ ବିଶ୍ୱାସ କରିପାରୁନାହାଁନ୍ତି। ୟେ ଏମିତି ଏକ ବୀଭତ୍ସ ଏବଂ ରକ୍ତରଂଜିତ କାହାଣୀ, ବୋଧହୁଏ କେହି କେବେ ଦେଖିନାହାଁନ୍ତି। More

୨୪ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? ସ୍ଥିତି ପରଖିଲେ ନିର୍ବାଚନ କମିଶନ, ସବୁ ଦଳଙ୍କୁ..

ସାଧାରଣ ନିର୍ବାଚନକୁ ମଝିରେ ଦୁଇ ମାସରୁ କମ୍ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଓଡ଼ିଶାରେ ଲୋକସଭା ସହ ବିଧାନସଭା ଲାଗି ବି ନିଆଯିବ ଭୋଟ। ଫଳରେ ଅଧିକ ମାନବସମ୍ବଳ ସାଙ୍ଗକୁ ବଡ଼ ଘରଣର ପ୍ରସ୍ତୁତି ବି ଆବଶ୍ୟକ। More

ଜମିଲାଣି ଖଣ୍ଡଗିରି ମେଳା; କୌପିନ ଧାରୀଙ୍କଠୁ ଷ୍ଟାଣ୍ଡିଂ ବାବାଙ୍କ ଯାଏଁ ସବୁଠି ଭକ୍ତଙ୍କ ଗହଳି

ଭୁବନେଶ୍ୱର ଖଣ୍ଡଗିରିରେ ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ କୁମ୍ଭମେଳା । ପ୍ରତିବର୍ଷ ଭଳି ଏବର୍ଷ ବି ଭଳିକି ଭଳି ସାଧୁସନ୍ଥ, ନାଗାବାବା ଓ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଖଣ୍ଡଗିରି ପାଦଦେଶରେ । ଆସନ୍ତା ୧୮ ତାରିଖରୁ ଜମିବ ରଙ୍ଗମଞ୍ଚର ଧୁମ୍ । More

ବର୍ଷାରେ ଧୋଇଗଲା ପ୍ରତିଶ୍ରୁତି; ପ୍ରତାରିତ ସାଧାରଣ ଜନତା, ଭୋଟ ପରେ ନିଖୋଜ ନେତା

ସ୍ୱାଧୀନତାର ୭୫ବର୍ଷ ପରେ ଏଇ ଉତ୍ତର ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ନିଜ କଥା ନିଜେ ବୁଝିବା ନ୍ୟାୟରେ ଏଠି ଗାଁର ଖାଲଖମା ଭର୍ତ୍ତି ମରଣଯନ୍ତାଠୁ ବଳି ରାସ୍ତାକୁ ସଜାଡୁଛନ୍ତି କିଛି ଯୁବ ସ୍ୱେଚ୍ଛାସେବୀ । More

ଅଜବ ଢଙ୍ଗରେ ସରକାରଙ୍କ ଶାସନ...ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, ସେପଟେ ପଶୁ ସେବା ପୁରା ଠପ୍

ଅଜବ ଢଙ୍ଗରେ ଚାଲିଛି ରାଜ୍ୟ ଶାସନ। ମାସେ ହେଲା ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ପଶୁ ଚିକିତ୍ସା ପୁରା ଠପ। ଫଳରେ କେଉଁଠି କୁକୁଡ଼ା ମରୁଛନ୍ତି ତ କେଉଁଠି ଗାଈଗୋରୁ । ଏଣେ ସରକାରଙ୍କୁ କିନ୍ତୁ ଭୋଟ ଚିନ୍ତା ।  More