ସଂକ୍ଷେପରେ ଆଜିର ତାଜା ଖବର - Wednesday, 07 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୨୦୨୪ ନିର୍ବାଚନ; ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି !

ସର୍ଭେରେ ବିଜେପିକୁ ୧୧ଟି ସିଟ୍ ମିଳିବା ସମ୍ଭାବନା ଥିବା ବେଳେ ବିଜେଡିକୁ ୯ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବା ସମ୍ଭାବନା ରହିଥିବା ଆକଳନ କରାଯାଇଛି । More

ପରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ରଖିଲେ ବିବୃତି; କହିଲେ, ବିରୋଧୀ କରୁଛନ୍ତି ହୀନ ରାଜନୀତି

ପରୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା । ଏଥିରେ ବିରୋଧୀ ହୀନ ରାଜନୀତି କରୁଛନ୍ତି । More

ଏଥର ଦ୍ୱନ୍ଦ୍ୱରେ ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ; ଏପ୍ରିଲ ୧୩ ନା ୧୪ ତାରିଖ ?

ଏଥର ପଣା ସଂକ୍ରାନ୍ତି କେବେ ? ଏପ୍ରିଲ ୧୩ ନା ୧୪ ତାରିଖ ?.. ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । ଏ ଦ୍ୱନ୍ଦ୍ୱ ଏଥିପାଇଁ ଯେ, ବିଭିନ୍ନ ପଞ୍ଜିକାରେ ପଣା ସଂକ୍ରାନ୍ତିକୁ ନେଇ ରହିଛି ଭିନ୍ନ ଭିନ୍ନ ତାରିଖ । More

‘ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର, ଜଣେ ‘P’ଙ୍କ ନାଁରେ ଅନ୍ୟ ଜଣେ ‘P’ ଚଳାଉଛନ୍ତି ରାଜ୍ୟ’

ଓଡ଼ିଶାରେ ଚାଲିଛି ବିଜେପି-ବିଜେଡି ପାର୍ଟନରସିପ୍ ସରକାର ! ନବୀନ ଓ ମୋଦିଙ୍କ ସହଭାଗିତାରେ ସରକାର ଚାଲିଛି ! ୨ ଜଣ ଯାକ ଏକାଠି ମିଶି କାମ କରୁଛନ୍ତି ! More

ବିଧାନସଭାରେ ‘ପରୀ’ ତାତି, ଆଲୋଚନା ନ କରି ଗୃହ ଅଚଳ କଲା ବିଜେଡି

ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ । More

ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା, ଭାଙ୍ଗିଲେ ବାଚସ୍ପତିଙ୍କ ମାଇକ୍‌

ପୋଡିୟମରେ ଚଢ଼ି ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାଏକ। More

ଆଉ ୨୮ ନୂଆ ଜିଲ୍ଲା ଗଠନ ଦାବି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ବାଲେଶ୍ୱରକୁ ଭାଙ୍ଗି ୪ଟି, ବଲାଙ୍ଗିର ଜିଲ୍ଲାକୁ ୪ଟି ଏବଂ କଟକ ଓ ଅନୁଗୁଳ ଜିଲ୍ଲାକୁ ଭାଙ୍ଗି ୩ଟି ଲେଖାଏଁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି । More

ରମେଶ କହିଲେ ଡି ଓ ପି କିଏ ? ଏଠି ଗାଳି ସେଠି ମେଳି..

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। More

ହସ୍ପିଟାଲରେ ମିଳିଲାନି ବେଡ୍, ଅପରେସନ ପରେ ଚଟାଣରେ ଶୋଇଲେ ୨୯ ମହିଳା

ଅପରେସନ୍ ପରେ ମହିଳାଙ୍କୁ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା ଉପରେ ଶୁଆଇ ଦିଆଯାଇଥିଲା। More

ଓଡ଼ିଶାରେ ରାହୁଲଙ୍କ ନ୍ୟାୟ ଯାତ୍ରା: ଦ୍ୱିତୀୟ ଦିନରେ ବୀରମିତ୍ରପୁରରୁ ଶୁଭାରମ୍ଭ

ବୀରମିତ୍ରପୁର ରାମପାଲରୁ ବାହାରିବେ ରାହୁଲ । ସିଧାସଳଖ ରାଉରକେଲାର ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବେ। More

ହାଇକୋର୍ଟର ନାଁ ପରେ ବି ମାନିଲାନି CMC; ବନ୍ଧ୍ୟାକରଣ ନାଁରେ କଲା ଲକ୍ଷ ଲକ୍ଷ ଟଙ୍କା ଚଳୁ !

ସିଏମସିରେ ପୁଣି ଦୁର୍ନୀତି ଗନ୍ଧ। କୁକୁର ବନ୍ଧ୍ୟାକରଣ ନାଁ ରେ ଚଳୁ ହୋଇଛି କି ଲକ୍ଷ ଲକ୍ଷ ଟଙ୍କା? ବନ୍ଧ୍ୟାକରଣ ବନ୍ଦ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ହୋଇଛି କି ଅବମାନନା? ନା ଏହାପଛରେ ହରିଲୁଟ୍‌ର ଗନ୍ଧ? More

ଆଜି ଶପଥ ନେବେ ହାଇକୋର୍ଟର ଚିଫ୍‌ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ଗତ ୨ ତାରିଖରେ ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। More

Panchang Today 7th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି - ୧୨ଶୀ ଦିବା ୦୨.୦୨ ଗତେ ୧୩ଶୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୨.୦୨ ପର୍ଯ୍ୟନ୍ତ More

ମାଘରେ ଜାଡ଼ ଉଭାନ୍, କଲବଲ କରୁଛି ଖରା ଓ ତାତି

ଫେବ୍ରୁଆରୀ ପ୍ରଥମ ସପ୍ତାହର ଖରାକୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଛି। More

ଲେଖିଦେଲେ କି ନୂଆ ବର୍ଣ୍ଣବୋଧ ? ଭାଷା ସମ୍ମିଳନୀ ବର୍ଣ୍ଣମାଳାରୁ ଲୁ ଓ କ୍ଷ ଗାଏବ୍

​​​​​​ଅକ୍ଷରଭୂମିରେ ବି ବର୍ଣ୍ଣର ବିକୃତ ରୂପ । ଭଦ୍ରକରେ ଓଡ଼ିଆ ବରପୁତ୍ରଙ୍କ ତ୍ରୁଟିପୂର୍ଣ୍ଣ ନାଁ ଲେଖା । More

ଦେବବ୍ରତଙ୍କୁ ୧୦ମ ଜଗଦୀଶ କଥା ସମ୍ମାନ, ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’

ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟା ବିବେଚିତ ହୋଇଛନ୍ତି କଥାକାର ପ୍ରଜ୍ଞାପ୍ରବର୍ତ୍ତିକା ଦାଶ। More

ପରୀ ହତ୍ୟା ମାମଲା: ସାଢ଼େ ୪ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ, ଖୁସି ନାହାନ୍ତି ମାଆ

ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । More

ଅସୁସ୍ଥ କଅଁଳା ବାଛୁରୀ ଧରି କଲେକ୍ଟରଙ୍କୁ ଗୁହାରି, ଚିକିତ୍ସା ନପାଇ ଛଟପଟ ଗର୍ଭିଣୀ ଗାଈ

କୁକୁଡ଼ା ମଡ଼କରୁ କ୍ଷତିରେ ଫାର୍ମ ମାଲିକ । ୨୦ ଦିନରେ ପଶୁ ଡାକ୍ତରଙ୍କ ଆନ୍ଦୋଳନ । More

ଭାଙ୍ଗିରୁଜି ଗଲାଣି ପାର୍କ, ଭୁଶୁଡ଼ିବା ଅବସ୍ଥାରେ କୋଟିଏ ଟଙ୍କାର ଘର

ନିର୍ମାଣ ହେବାଦିନୁ କୋଠଘରେ ଝୁଲୁଛି ତାଲା । ସାଧାରଣରେ ତେଜୁଛି ଅସନ୍ତୋଷ । More