ସଂକ୍ଷେପରେ ଆଜିର ତାଜା ଖବର - Monday, 15 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଶ୍ୱନିଅନ୍ତାଙ୍କୁ ଭିକାରୀ କରିଦେଲା କି ସରକାର ? ଅସନ୍ତୋଷ ବଢ଼ାଉଛି ଅର୍ପଣ ରଥ..

ଗାଁଠୁ ସହର ବୁଲୁଥିବା ଅର୍ପଣ ରଥକୁ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡୁଛି। ଏଦୃଶ୍ୟ ହେଲା ଗଂଜାମ ଜିଲ୍ଲା ଖଲିକୋଟର। ଅର୍ପଣ ରଥ ଗାଡିରେ ନିର୍ମାଣ ପାଇଁ ବ୍ୟବହୃତ ପଟା ଓ ବଲହା ବୁହାଯାଉଛି। More

ବେଦ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ଶ୍ରୀମନ୍ଦିରର ଚଉଦିଗ

ମକର ସଂକ୍ରାନ୍ତିରୁ ତ୍ରିଦିନାତ୍ମକ ଯଜ୍ଞର ଶୁଭାରମ୍ଭ, ବେଦଧ୍ବନିରେ କଂପୁଛି ଚଉଦିଗ । ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି । More

ବାସଗୃହ କ୍ରେତାଙ୍କ ପାଇଁ ଭଲ ଖବର ! ବିନା କୋର୍ଟ ହସ୍ତକ୍ଷେପରେ ହେବ ମାମଲାର ସମାଧାନ...

ଗଠନ ହେଲା କନସିଲିଏସନ୍ ଆଣ୍ଡ ଡିସପ୍ୟୁଟ୍ ରିଜୋଲ୍ୟୁସନ୍ ସେଲ୍ । ସ୍ୱାଗତ କଲା ବିଲଡର୍ ସଂଘ, କାର୍ଯ୍ୟଦକ୍ଷତାକୁ ନେଇ ବିଶେଷଜ୍ଞଙ୍କ ପ୍ରଶ୍ନ । More

ବିଜେପି ଆଡ଼କୁ ଢଳୁଛନ୍ତି କି ଅରିନ୍ଦମ ? ଫଟୋ ଭାଇରାଲ ପରେ ଚର୍ଚ୍ଚା ଜୋର୍‌..

ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତା ଅରିନ୍ଦମ ରାୟ। କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି। More

ପୁରୀକୁ ଜଗିବେ ୧୦୦ ସୁପରଭାଇଜର ଅଫିସର, ୨୫୦ SI ଓ ASI !

ସୁରୁଖୁରୁରେ ସବୁ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି ବୋଲି DGP କହିଛନ୍ତି । More

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଦଳୀୟ କାର୍ଯ୍ୟକ୍ରମ: ମନମୋହନ

ଆମେ ସାମିଲ ହେବା ଉଚିତ ନା ନାହିଁ ଏହା ଆପଣ ବିଚାର କରନ୍ତୁ । ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି । More

କଂଗ୍ରେସର କଡ଼ା ଭର୍ତ୍ସନା; ଶ୍ରୀମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ଭାବୁଛନ୍ତି ସରକାର

ଯିଏ ସାରା ସଂସାରକୁ ଖାଦ୍ୟ ଯୋଗାଉଛି, ତାଙ୍କର ଏକ ସୋଲ ମୂର୍ତ୍ତି ଟ୍ରକରେ ବସାଇ ଚାଉଳ ମାଗୁଛନ୍ତି । ସେଇ ଚାଉଳକୁ ବିଜେଡି କର୍ମୀ ଭୋଜି କରି ଖାଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବିଜୟ ପଟ୍ଟନାୟକ । More

ମକର ସଂକ୍ରାନ୍ତିରେ ଅଘଟଣ; ଗୁଡ଼ି ସୂତା ଲାଗି ୨ ଆହତ

ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ସୂତା ଲାଗିଯିବାରୁ ସେମାନଙ୍କ ବେଗରେ ଗଭୀର ଆଘାତ ଲାଗିଛି । More

ଆଜିଠାରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା; ଦୁଲୁକିବ ବିଶ୍ୱର ସବୁଠାରୁ ବଡ଼ ରଙ୍ଗମଞ୍ଚ

ଧନୁଯାତ୍ରା ପାଇଁ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୯୫ଫୁଟ ଉଚ୍ଚ ଏବଂ ୪୫ଫୁଟ ଓସାର ରାଜଦରବାର ନିର୍ମାଣ ହୋଇଛି । More

ଶ୍ରୀକ୍ଷେତ୍ରରେ ଚାଲିଛି ଜୋରଦାର ପ୍ରସ୍ତୁତି; ଆଜିଠୁ ମହାଯଜ୍ଞ ଆରମ୍ଭ

ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବ । ସେପଟେ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଗହଳି । More

Panchang Today 15th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୫ ତାରିଖ ସୋମବାର ଚନ୍ଦ୍ର- କୁମ୍ଭ ରାତ୍ରି ୧୨.୩୮ ଗତେ ମୀନ ତିଥି- ୫ମୀ ରାତ୍ରି ୦୨.୧୬ ଗତେ ୬ଷ୍ଠୀ More

ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଲେ ରାଜ୍ୟପାଳ; କହିଲେ, ରାଜ୍ୟରେ ଠିକ୍‌ ଭାବେ ହୋଇନି ଜଳସେଚନ ବ୍ୟବସ୍ଥା

୭୦% ଲୋକେ ଗାଁରେ ବସବାସ କରି ଚାଷ ଉପରେ ନିର୍ଭର କରନ୍ତି। ବଡ଼ ଡ୍ୟାମ୍ ବଦଳରେ ଛୋଟ ଜଳସେଚନ ବ୍ୟବସ୍ଥା କଲେ ସୁଫଳ ମିଳନ୍ତା ବୋଲି କହିଛନ୍ତି ରାଜ୍ୟପାଳ । More

ଶୀତଳଭଣ୍ଡାରରୁ ବାହାରିଲା ଅଧ୍ୟାପକ ମରୁଡ଼ି ମୁକାବିଲା ସୂତ୍ର; ଇ-ଲେକଚର ବ୍ୟବସ୍ଥାରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀମାନେ କିପରି ଏହାର ଅଧିକ ସୁଯୋଗ ଉଠାଇ ପାରିବେ ସେନେଇ କଲେଜଗୁଡିକୁ ନିର୍ଦ୍ଦେଶ ଦେଇଛି ବିଭାଗ । vtputkal.odisha.gov.in ପୋର୍ଟାଲରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସେମିଷ୍ଟରର ୧୧ଟି ବିଷୟରେ ଲେକଚର ଅପଲୋଡ କରାଯାଇଛି । More

କଳିଯୁଗର କୁଳାଙ୍ଗାର ପୁଅ ! ମା’କୁ ମାରି ଭାଙ୍ଗିଦେଲା ହାତ...

କୌଣସି ପିତା, ମାତା କେବେ ଚାହୁଁନଥିବା ଘଟଣା ଆଜି ବିଧାତା ଖଞ୍ଜିଦେଇଛି ଏହି ବୁଢ଼ୀ ମା’ଭାଗ୍ୟରେ । କେବେ କେହି ଆଶା କରୁନଥିବା ନିର୍ଯାତନାର ପାହାର ବସିଛି ଏହି ଚମ ଧୁଡୁଧୁଡୁ ଶରୀର ଉପରେ । More

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: କାଲିଠୁ ମହାଯଜ୍ଞ, ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ। More

ଅର୍ପଣ ରଥ ପରିକ୍ରମା ବଢାଉଛି ବିଜେଡି ପାଇଁ ଅଡୁଆ, ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଫଟୋକୁ ନେଇ ତେଜୁଛି ବିବାଦ

ଅର୍ପଣ ରଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଫଟୋକୁ ନେଇ ତେଜୁଛି ବିବାଦ। ଉପକୂଳରୁ ଉପାନ୍ତ ସବୁଠି ବିରୋଧ। More