ସଂକ୍ଷେପରେ ଆଜିର ତାଜା ଖବର - Tuesday, 28 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚର୍ଚ୍ଚାରେ ବୈପାରୀଗୁଡାର କୁବେର ଥାନା ବାବୁ ! ଘର ନା ନୋଟ ଗୋଦାମ ?

ବସ୍‌ରେ ଘରକୁ ଯିବା ବେଳେ ପାଖରୁ ମିଳିଲା ନଗଦ ୨ଲକ୍ଷ ୭୦ ହଜାର । ଘରୁ ଠାବ ନୋଟ୍ ଭଣ୍ଡାର । ୩୭ ଲକ୍ଷ ନଗଦ ଜବତକୁ ନେଇ ତାଜୁବ୍ ଭିଜିଲାନସ୍ । More

୨୪ ଭୋଟ୍ ପୂର୍ବରୁ ନିଇତି ନୂଆ ନୂଆ ଯୋଜନା, 'ଆମ ବ୍ୟାଙ୍କ' ବିଜ୍ଞାପନରେ ବି ଲାଗିଲା ଶଙ୍ଖ ଚିହ୍ନ

ଗୋଟିଏ ପଟେ ନୂଆ ଭୋଟରଙ୍କୁ ଆକୃଷ୍ଟ ଲକ୍ଷ୍ୟ ତ ଅନ୍ୟପଟେ ଯୋଜନା ମାଧ୍ୟମରେ ମାଇଲେଜ୍ ନେବା ଚକ୍କରରେ କେଉଁ ବାଟ ବି ବିଜେଡି ଛାଡୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ । More

H9N2 ଇନଫ୍ଲୁଏଞ୍ଜାକୁ ଡରିବାର ନାହିଁ, ରାଜ୍ୟରେ ଏଯାଏଁ ଚିହ୍ନଟ ହୋଇନି ଚୀନର ଏହି ଭୂତାଣୁ

ମେଡିକାଲ ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ମହଜୁଦ ପାଇଁ ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି । More

କି ଦୁର୍ଗନ୍ଧରେ ! ସହର ଭିତରୁ ଡମ୍ପିଂୟାର୍ଡ ହଟାଇବାକୁ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ବର ସୈନିକ ସ୍କୁଲ ସାମ୍ନାରେ ବିଜେପିର ସତ୍ୟାଗ୍ରହ । ଅଳିଆ ଆବର୍ଜନା ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ସତ୍ୟାଗ୍ରହ । More

ଆନ୍ଦୋଳନରୁ ହଟିଲେ ସନଲିଶା, ୨୦୨୪ ମାର୍ଚ୍ଚ ପୂର୍ବରୁ ଆସିବ ନୂଆ ସିନେମା ପଲିସି !

ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ଅଧକ୍ଷତାରେ ବସିଥିଲା ବୈଠକ । ୨୦୨୪ ମାର୍ଚ୍ଚ ପୂର୍ବରୁ ସରକାର ଆଣିବେ ନୂଆ ସିନେମା ପଲିସି । More

ଧମକ ଦେଲେ ସମ୍ବିତ, ରାଷ୍ଟ୍ରପତିଙ୍କୁ ବି ବାଦ୍‌ ଦେଲେନି..!

ଏଭଳି ଚେତାବନୀ ମଧ୍ୟରେ ରାଷ୍ଟ୍ରପତିଙ୍କୁ ବି ବାଦ୍‌ ଦେଲେନି ବିଜେଡି ବିଧାୟକ ସମ୍ବିତ ରାଉତରାୟ । ପାରାଦୀପ ଗସ୍ତ କାଳରେ ରାଷ୍ଟ୍ରପତି ବିଜୁ ବାବୁଙ୍କ ନାଁ ନେଇନଥିବା କହିଲେ ସମ୍ବିତ ।  More

ଓଡ଼ିଶାରେ ସରକାରୀ ଚାକିରି; ଦଶମ ଫେଲ୍ ପିଲା ବି ଆବେଦନ କରିବେ; ଦରମା ୨୩ ହଜାର ପରେ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ନିଳାଚଳ ପ୍ରତିଷ୍ଠାନ ବିଭିନ୍ନ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଉଭୟ ଅନ୍‌ଲାଇନ୍ / ଅଫ୍‌ଲାଇନ୍ ମୋଡ୍‌ରେ ହେବ। More

Today Panchang 28th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର, ଚନ୍ଦ୍ର- ବୃଷ ରାତ୍ରି ୦୧.୪୧ ଗତେ ମିଥୁନ, ତିଥି- ପ୍ରଦିପଦ ଦିବା ୦୨.୦୫ ଗତେ ୨ୟା, ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୧.୪୧ ଗତେ କନ୍ୟା ରାଶିର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୦୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ More

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ...

ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ASIକୁ ଅନୁମତି...ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ ହେବ...ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି... More

ଭିଜିଲାନ୍ସ ଜାଲରେ ଥାନା ବାବୁ, IIC ସୁଶାନ୍ତ ଶତପଥୀଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା ଜବତ

ଭିଜିଲାନସ ଜାଲରେ ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀ….ବସରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ… More

କାରକେଡ୍‌ରୁ ବାହାରି ପିଲାଙ୍କୁ ଚକଲେଟ ବାଣ୍ଟିଲେ ମହାମହିମ

ସାଧବାଣୀଙ୍କୁ ବିଦାୟ ଦେଇ ସମୁଦ୍ରରେ ସାଧବପୁଅଙ୍କ ପ୍ରତୀକାତ୍ମକ ଯାତ୍ରା ବେଳର ଦୃଶ୍ୟ ଥିଲା ଖୁବ୍ ଚିତାକର୍ଷକ। More

ଡିସେମ୍ବରରେ ଘାରିଲା ବାତ୍ୟା ଭୟ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ

୧ ତାରିଖ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା । ଦିଗ, ଗତି ଓ ପ୍ରଭାବକୁ ନେଇ ସ୍ପଷ୍ଟ ହୋଇନି ଚିତ୍ର । More

ପୁଣି ବାଣ ମାରିଲେ ଅପରାଜିତା, କ୍ୟାବିନେଟ ନିଷ୍ପତ୍ତି ପଛରେ ଅଛନ୍ତି କି ଅଣଓଡ଼ିଆ ଜମି ମାଫିଆ?

୩୦ ଦିନ ବଦଳରେ କାହିଁକି ମାତ୍ର ୪ ଦିନରେ ବିଧାନସଭାର ଶୀତ ଅଧିବେଶନ ସାରିଦେଲେ ସରକାର। ଏହାକୁ ନେଇ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। More

ପାଣ୍ଡିଆନଙ୍କ ପଲିଟିକାଲ୍ ଲଚିଂ ପରେ ତାଙ୍କୁ ମିଳିବ କେଉଁ ପଦବୀ ? କେତେ ପ୍ରଭାବିତ ହେବ ଦଳ ଓ ରାଜ୍ୟ ରାଜନୀତି ?

ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ପାଣ୍ଡିଆନ୍ ଏବେ ବିଜେଡିରେ ଯୋଗ ଦେଇଥିବାରୁ ଅନେକ ଦାୟିତ୍ୱ ସହ ଚାଲେଞ୍ଜର ସମ୍ମୁଖୀନ ହେବେ। ଯେହେତୁ ସେ ଦଳରେ ଯୋଗ ଦେଇଛନ୍ତି ସୁପ୍ରିମୋ ତାଙ୍କୁ ବଡ଼ ପଦବିରେ ଅବସ୍ଥାପିତ କରିବା ନିଶ୍ଚିତ। More

ରାଜନୀତିରେ ପାଣ୍ଡିଆନଙ୍କ ସଫ୍ଟ ଲ୍ୟାଣ୍ଡିଂ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ

ରାଜନୀତିରେ ପଶୁ ପଶୁ ବିଜେଡି ରାଜନେତା ପାଣ୍ଡିଆନଙ୍କ ଉପରେ ଆରମ୍ଭ ହୋଇଯାଇଛି ରାଜନୈତିକ ହମଲା। ଶଙ୍ଖ ଧରୁ ଧରୁ ତାଙ୍କ ଉପରେ ଓଡ଼ିଆ ଅସ୍ମିତାର ତୀର ମାରିଛନ୍ତି ବିରୋଧୀ। More