ସଂକ୍ଷେପରେ ଆଜିର ତାଜା ଖବର - Saturday, 26 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚାଳି କୁଡିଆରେ ପାଠପଢ଼ି କଲେ ନିଟ୍ କ୍ୱାଲିଫାଏ, ଡାକ୍ତର ହେବେ ଦିବ୍ୟାଙ୍ଗ ଯୁବକ ସଂଗ୍ରାମ ସ୍ୱାଇଁ

ଭଲରେ ଚାଲି ନ ପାରିଲେ ବି ଚାଷ କରି ପଢ଼ିଛନ୍ତି ପାଠ । ବୁର୍ଲା ବଡ଼ମେଡିକାଲରେ ଲେଖାଇଛନ୍ତି ନାଁ। ସରକାର ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଲା, ଭତ୍ତା ଭୁଲିଗଲା ।  More

ପାଣ୍ଡିଆନ୍-ପ୍ରଦୀପ ବିବାଦ; ଉଠୁଛିପଡୁଛି ସାରା ରାଜ୍ୟ

ଘନେଇଲା ପାଣ୍ଡିଆନ୍-ପ୍ରଦୀପ ବିବାଦ । ପୂର୍ବରୁ ଶୀତଳ ଯୁଦ୍ଧ ହେଉଥିଲା, ଏବେ ପୂରା ଓପନ ୱାର୍ । ପ୍ରଦୀପ-ପାଣ୍ଡିୟାନ୍ ବିବାଦକୁ ନେଇ ଉଠୁଛିପଡୁଛି ରାଜ୍ୟ ରାଜନୀତି । More

ମିଳିଲା ମହିଳା SIଙ୍କ ପତ୍ତା, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ...

ଘରେ ଅଛନ୍ତି ମହିଳା ପୋଲିସ ସବଇନ୍ସପେକ୍ଟର। ନିଜ ପୈତୃକ ଘର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସଇଁତଳାରେ ମହିଳା SI କାଜଲ ବାଗ୍ ଅଛନ୍ତି। More

‘ଓଡ଼ିଶା ରାଜନୀତିରେ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି, ଆଉ ନବୀନ ବାବୁ ନିରବଦ୍ରଷ୍ଟା ସାଜିଛନ୍ତି’

ନବୀନଙ୍କ ଶାସନ ବ୍ୟବସ୍ଥାରେ କ୍ରୀତଦାସ ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି। ଯାହାକି ସ୍ୱାଭିମାନୀ ଓଡ଼ିଶାବାସୀଙ୍କ ପାଇଁ ଅଭିଶାପ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। More

ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ଝୁଲଣ କୁଞ୍ଜରେ ଝୁଲିବେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ମନ୍ଦିରକୁ ବିଜେ କରିବେ। More

ପାଣ୍ଡିଆନଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: କାଲି ପିଙ୍କ୍‌ ପିନ୍ଧିଥିଲେ, ଆଜି ବ୍ଲୁ ଡ୍ରେସ୍‌ରେ ସୁରକ୍ଷାକର୍ମୀ

ଗତକାଲି 5T ସଚିବ ଭିକେ ପାଣ୍ଡିଆନଙ୍କ ନିକଟ ସୁରକ୍ଷାକର୍ମୀ ପିଙ୍କ୍ କଲର ଡ୍ରେସ୍‌ ପିନ୍ଧି ଥିବାବେଳେ ଆଜି ନୀଳ ରଙ୍ଗର ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। More

Today Panchang 26th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ  (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୬ ତାରିଖ  ଶନିବାର । ଚନ୍ଦ୍ର- ବିଛା ଦିବା ୦୮.୩୬ ଗତେ ଧନୁ । More

ଟସର ନୁହେଁ ଅହିଂସା ସୂତାରେ ଠାକୁରଙ୍କ ଖଣ୍ଡୁଆ ପାଟ

ଟସର ନୂହେଁ ଅହିଂସା ସୂତାରେ ଖଣ୍ଡୁଆ ପାଟ । ନିଜ ଜନ୍ମ ଦିନରେ ପିନ୍ଧିବେ ଶ୍ରୀ ଶ୍ରୀ ବଳଦେବ ଜିଉ । କେନ୍ଦ୍ରାପଡ଼ାର ମହାପ୍ରଭୁ ବଳଦେବ ଜିଉଙ୍କ ଜନ୍ମତିଥି ପାଇଁ ଏହି ନୀଳାମ୍ବରି ପାଟ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନଲୋଭା ପିତାମ୍ବରୀ ପାଟ ପ୍ରସ୍ତୁତ କରିଛନ୍ତି କଟକ ନୂଆପାଟଣାସ୍ଥିତ ନମ୍ବର ୱାନ ସୋସାଇଟର ବୁଣାକାରମାନେ । More

ଡ୍ରଗସ୍ ଡିପୋ ବାଲେଶ୍ୱର ! ସାରା ରାଜ୍ୟରେ ୭୧ କେଜି ବ୍ରାଉନସୁଗର ଜବତ

ଡ୍ରଗସ୍ କବଳରେ ପଡ଼ି ଯୁବପିଢ଼ି ବରବାଦ ହେଉଛନ୍ତି । ତେଣୁ ନିଶା କାରବାର ରୋକିବାକୁ ୨ ବର୍ଷ ହେଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଳାଇଛି କଡ଼ା ଅଭିଯାନ । ଏହି ସମୟ ଭିତରେ ୭୧ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ ଜବତ ହୋଇଛି । More

BMCରେ ନିଯୁକ୍ତ ହେବେ ୪୧୬ କର୍ମଚାରୀ; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କଲା ଘୋଷଣା

କାୟା ବଢାଉଛି ରାଜଧାନୀ । ତା ସହ ବଢୁଛି ପରିଚାଳନାଗତ ଚ୍ୟାଲେଞ୍ଜ୍ । ତେଣୁ ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । BMCକୁ ଅଧିକ କାର୍ଯ୍ୟଦକ୍ଷ କରିବାକୁ ସୃଷ୍ଟି ହେବ ୪୧୬ ନୂଆ ପଦବୀ । More

ଚିନ୍ତା ବଢ଼ାଉଛି ଡେଙ୍ଗୁ; କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ଭିଡ଼, ଖୋଲିବ ଆଉ ଦୁଇ ଟେଷ୍ଟିଂ ଲ୍ୟାବ୍

କ୍ୟାପିଟାଲ ହସ୍ପିଟାଲର ସମନ୍ୱିତ ପରୀକ୍ଷା କେନ୍ଦ୍ର ଆଗରେ ଲାଗିଛି ଭିଡ଼ । କିଏ ରକ୍ତ ପରୀକ୍ଷା ଲାଗି ସକାଳୁ ଛିଡ଼ା ହୋଇଛି ତ’ ଆଉ କାହା ଅପେକ୍ଷା ଗତକାଲିଠୁ ସରୁନି । ଆଉ କେତେକଙ୍କର ତ ଧୈର୍ଯ୍ୟ ସୀମା ପାର କରିଗଲାଣି । More

ବିଜେଡିକୁ ଗଞ୍ଜାମ ଟେନ୍‌ସନ୍‌; ଦଳରେ ନେତୃତ୍ୱ ସଂକଟ, କେମିତି ପାର୍ ହେବ ନିର୍ବାଚନ ?

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ପାଇଁ ବଢୁଛି ଅଡୁଆ । ଗୋଷ୍ଠୀ କନ୍ଦଳକୁ ନେଇ ଟେନସନରେ ଶଙ୍ଖ ଦଳ । ଗଞ୍ଜାମରେ ଦଳକୁ ଘାଟାରେ ପକାଇପାରେ ପାଣ୍ଡିଆନ ଓ ପ୍ରଦୀପଙ୍କ ବିବାଦ । ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡା ଗଞ୍ଜାମ ସଂଗଠନକୁ ନେଇ ଦଳର ଟେନସନ୍ ବଢୁଛି । More