ସଂକ୍ଷେପରେ ଆଜିର ତାଜା ଖବର - Tuesday, 15 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅସ୍ତିତ୍ୱ ହରାଇବନି ତ ଶ୍ରୀକ୍ଷେତ୍ର ପୁରୀର ଅଠରନଳା ?

ଦଳ ଭର୍ତ୍ତୀ..ପଚା ପାଣି..ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା ? ଜଗନ୍ନାଥ ଧାମର ଅନ୍ୟତମ ପରିଚୟ ସ୍ଥଳରେ ଚାଲିଛି କି ପ୍ରକାର ସୌନ୍ଦର୍ଯ୍ୟକରଣ ? More

ପିଲାଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ !

ଶିକ୍ଷାନୁଷ୍ଠାନ ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ଲେକଚରଙ୍କ ବିରୋଧରେ ବଢ଼ୁଛି ପିଲାଙ୍କ ନକରାତ୍ମକ ଫିଡ୍ ବ୍ୟାକ୍ । More

ବିପଦରେ ନାଟମଣ୍ଡପ ! କେତେବେଳେ କ’ଣ ହେବ କିଛି କହି ହେବ ନାହିଁ...

ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ । More

ବଦଳିଲା ଷ୍ଟ୍ରାଟେଜୀ ! ଆଉ କେନ୍ଦ୍ର ଅବହେଳା ନୁହେଁ, କେବଳ ସ୍କିମ୍ ଆଣିବ ଭୋଟ

ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ । More

ଆଉ ଯିବାକୁ ପଡ଼ିବନି RTO ଅଫିସ୍; ଘରେ ବସି ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ

ଘରେ ବସି ଅନଲାଇନରେ ପରୀକ୍ଷା ଦେଇ ହାତେଇ ପାରିବେ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ। ବଦଳାଇ ପାରିବେ ଗାଡ଼ିର ମାଲିକାନାସ୍ୱତ୍ୱ। କାରଣ ଭିଜିଟଲେସ୍ ହେବ ରାଜ୍ୟର ପରିବହନ ସମ୍ପର୍କିତ ସେବା। More

ଭାରତର ପ୍ରଥମ AI ଆଙ୍କର ଭାବେ ଲିସା ଗାଇଲେ ଜାତୀୟ ସଙ୍ଗୀତ

ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ । ଆଜି ସବୁଠି ଶୁଭିଛି ଭାରତର ଜୟଧ୍ୱନି । ଓଟିଭିର ଏ.ଆଇ. ଆଙ୍କର ଲିସା ବା ଏଥିରୁ କେମିତି ବାଦ୍ ପଡ଼ିବେ । More

Job in Odisha: ଓଡ଼ିଶାରେ ସରକାରୀ ଚାକିରି; ଏହି ମହାବିଦ୍ୟାଳୟରେ ବାହାରିଛି ଅଧ୍ୟାପକ ପଦବୀ

ଯଦି ଆପଣ ଓଡ଼ିଶାରେ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ନୟାଗଡ ଜିଲ୍ଲା କଣ୍ଟିଲୋରେ ଥିବା ନୀଳମାଧବ ମହାବିଦ୍ୟାଳୟରେ ଅଧ୍ୟାପକ ପାଇଁ ବିଜ୍ଞପ୍ତି ବାହାରିଛି। More

ଗାନ୍ଧିଜୀଙ୍କ ସ୍ମୃତିକୁ ଜାବୁଡ଼ି ଧରିଛି ସାଲେପୁର ବହୁଗ୍ରାମ ବଜାର, ମନେପଡ଼ନ୍ତି ଲକ୍ଷ୍ମୀ ବାରିକ

୧୯୩୪ ମସିହାର କଥା । ଏହି ଗାଁ ଦେଇ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ଆଗକୁ ବଢ଼ିଥିଲା । ଖାଲି ସତେିକି ନୁହେଁ । ଗାନ୍ଧିଜୀ ମଧୁବାବୁଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ବହୁଭାବେ ପ୍ରଭାବିତ ହୋଇଥିଲେ । More

Today Panchang 15th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ... More

ଆଇନ୍ ଅମାନ୍ୟ ଆନ୍ଦୋଳନର ମୁକସାକ୍ଷୀ ଇଞ୍ଚୁଡ଼ି ସତ୍ୟାଗ୍ରହ

ମାତ୍ର ୨୦ ଜଣ ସତ୍ୟାଗ୍ରହୀ କଟକରୁ ଚାନ୍ଦବାଲି ହୋଇ ବାଲେଶ୍ୱରର ସ୍ୱରାଜ ଆଶ୍ରମରେ ପହଞ୍ଚିଥିଲେ ସେଠାରୁ ପରଦିନ ପ୍ରଥମେ ତୁଣ୍ଡୁରା ପହଞ୍ଚିବା ପରେ ପଣାସଂକ୍ରାନ୍ତି ଦିନ ଇଞ୍ଚୁଡ ସମୁଦ୍ର ମୁହାଣର ଧୋବାଗଣ୍ଡି ନଈକୂଳରେ ଏକତ୍ରିତ ହୋଇ ସେହି ପାଣିରେ ଲୁଣ ମାରିଥିଲେ । More

ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ଅର୍ଥନୀତିରେ ସମୃଦ୍ଧ ରାଜ୍ୟ, ଆସୁଛି ଲକ୍ଷ ଲକ୍ଷ କୋଟି ପୁଞ୍ଜି

ଏସଏଚ୍‌ଜି ମହିଳା ଓ ଚାଷୀଙ୍କ ପାଇଁ ସରକାର ସଂକଳ୍ପବଦ୍ଧ । ଗରିବ, ଚାଷୀ, ମହିଳା, ଜନଜାତିକୁ ନେଇ ଆଗକୁ ବଢ଼ିବା । More

ଡେଙ୍ଗୁ ହବ୍ ସାଜିଲାଣି ଭୁବନେଶ୍ୱର; ହୁ ହୁ ବଢୁଛି ରୋଗୀ ସଂଖ୍ୟା

ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ। More

ଡାଟା ପ୍ରୋଟେକ୍ସନ ବିଲ୍‌କୁ ନେଇ ଦ୍ୱନ୍ଦ୍ୱ ! ଅଶ୍ୱିନୀ କହିଲେ ସ୍ୱାଧୀନତାରେ ଆସିବନି ଆଞ୍ଚ୍ 

ଅସ୍ପଷ୍ଟ ଓ ସନ୍ଦେହଜନକ ଦର୍ଶାଇ ହେବନି ତ ଡାଟା ସେନସର ? ତଥ୍ୟ ଅପବ୍ୟବହାର କଲେ କଂପାନୀ ଦେବେ ମୋଟା ଅଙ୍କର ଫାଇନ୍ । More

ସୈନିକ ହୋଇ ବି ଉପେକ୍ଷିତ ! ଜାଣନ୍ତୁ ଓଡ଼ିଶାର ଦୁଇ ସୈନିକଙ୍କ ଦୁଃଖ କାହାଣୀ...

୬୦ ଦଶକରୁ ଆଜି ଯାଏଁ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି ଭାରତ ମାଆର ଏହି ସାହସୀ ସନ୍ତାନ। More

ଗଳିକନ୍ଦିରୁ ପାୱାର୍ କରିଡର୍ ଯାଏଁ ‘ଆଗୁଆ ନିର୍ବାଚନ’ ଚର୍ଚ୍ଚା

ଗଳି କନ୍ଦିରୁ ଚା' ଖଟି..ରାଜନେତାଠୁ ପାୱାର୍ କରିଡର୍..ସବୁଠି ସମସ୍ତଙ୍କ ମନରେ, ଏବେ କେବଳ ଦୁଇଟି ପ୍ରଶ୍ନ । ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବେ କି ନବୀନ ? ବିଜେପି-ବିଜେଡି ଭିତରେ କିଛି ବୁଝାମଣା ହେବାକୁ ଯାଉଛି କି ? More

କଲେଜ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ଓଲଟିଲା ଟ୍ରକ, ୨ ମୃତ

ବରଗଡ ଜିଲ୍ଲା କାଦୋବାହାଲ ଅଞ୍ଚଳରେ ଘଟିଛି ଦୁର୍ଘଟଣା । ଦ୍ରୁତଗତିରେ ଟ୍ରକଟି ଆସି ଛାତ୍ରୀଙ୍କ ଉପରେ ଓଲଟି ପଡିଥିଲା । More