ସଂକ୍ଷେପରେ ଆଜିର ତାଜା ଖବର - Friday, 14 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଦ୍ୟୁତ ନେଲା ୨ ଜୀବନ; ପୁଅକୁ ବଞ୍ଚାଇବାକୁ ଯାଇ ମା’ର ମୃତ୍ୟୁ

ଘର କାମ କରିବା ପାଇଁ ବିଦ୍ୟୁତ ଦ୍ୱାରା ଏକ ମେସିନ୍‌ରେ ରଡ୍‌ କାଟୁଥିଲେ । ହେଲେ ଅସାବଧାନତା କାରଣରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । More

ଡେଙ୍ଗୁ ହଟସ୍ପଟ୍ ପାଲଟିଛି ରାଜଧାନୀ; ଅଣାୟତ୍ତ ସ୍ଥିତି, ଏଯାଏଁ ଦେଢ଼ଶହ ଆକ୍ରାନ୍ତ

ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ । More

ନବଙ୍କୁ ମାରିବାକୁ ଲଣ୍ଡା ହୋଇ ପଣ କରିଥିଲା ଗୋପାଳ

କୋର୍ଟରେ ଦାଖଲ କ୍ରାଇମବ୍ରାଞ୍ଚ ଚାର୍ଜସିଟରୁ ମିଳିଲା ତଥ୍ୟ । ଗାଡ଼ିଂ ଚେକିଂ ବିବାଦରୁ ବଢ଼ିଥିଲା ଶତ୍ରୁତା । ଷଡ଼ଯନ୍ତ୍ର ଦିଗର କାହିଁକି ହେଲାନି ତଦନ୍ତ: ବିରୋଧୀ । More

+୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ; ବାଣିଜ୍ୟରେ ରେଭେନ୍ସା ଆଗରେ..

+୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି ।  More

ଆସିଲା ଚାଞ୍ଚଲ୍ୟକର ତଥ୍ୟ ! ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ...

ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ। ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ। More

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ମାରିଲା ଗୋପାଳ ? ଚାର୍ଜସିଟ୍‌ରେ ନାହିଁ ହତ୍ୟାର କାରଣ...

ଗୋପାଳ ଦାସ ହିଁ ନବ ଦାସଙ୍କୁ ହତ୍ୟା କରିଛି ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ ରହିଥିଲେ ମଧ୍ୟ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କରେ କିଛି ଲେଖା ନାହିଁ। More

Today Panchang 14th July 2023: ଶୁଭ ମୁହୂର୍ତ୍ତରେ ଘରକୁ ଆଣନ୍ତୁ ନୂତନ ଯାନବାହନ

ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର। ଚନ୍ଦ୍ର – ବୃଷ ଅହୋରାତ୍ର; ତିଥି – ୧୨ଶୀ ସନ୍ଧ୍ୟା ୦୭.୧୭ ଗତେ ୧୩ଶୀ, ଘାତ ଚନ୍ଦ୍ର– ବିଛା ଅହୋରାତ୍ର, ଘାତ ବାର– ବିଛା, ଧନୁ ଓ ମୀନ More

ବାଘ ଦେଇ ଗିବନ୍ ଓ ଲିଓପାର୍ଡ କ୍ୟାଟ୍ ଆଣିବ ନନ୍ଦନକାନନ ପ୍ରଣୀ ଉଦ୍ୟାନ

ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି। More

ଏମିତି ଏକ ଗାଁ, ଯେଉଁଠି ଗ୍ରାମୀଣ ପରିବେଶରେ ମୁକ୍ତ ଜୀବନ ଜୀଉଁଛନ୍ତି ବିରଳ କୃଷ୍ଣସାର

ଚାରିଆଡ଼େ ସବୁଜିମା, ବଣ ପାହାଡ଼ ଘେରା ପରିବେଶ ଭିତରେ ଛନଛନିଆ ଗଛ ଲତା। ଆଉ ତାହାରି ଭିତରେ ଫୁର୍ତ୍ତି କରୁଛନ୍ତି ମୃଗ ଆଉ ହରିଣ ବିଲୁପ୍ତପ୍ରାୟ ବିରଳ କୃଷ୍ଣସାର ମୃଗ ବି ଅଛନ୍ତି। ଖେଳୁଛନ୍ତି, ବୁଲୁଛନ୍ତି ବେଫିକର ହୋଇ। ଏଠି ନା ହିଂସ୍ରଜନ୍ତୁୁଙ୍କ ଡର ଅଛି ନା ଶିକାରୀଙ୍କ ରହିଛି ଲୋଲୁପ ଦୃଷ୍ଟି। More

ସାମ୍ବାଦିକଙ୍କୁ କ୍ୱାର୍ଟର୍ସ ମିଳିବା ପ୍ରସଙ୍ଗରେ ରାଜ୍ୟର ୭୫ ସାମ୍ବାଦିକଙ୍କୁ PCIର ନୋଟିସ୍

ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ବି ନାହିଁ। 30ରୁ 40 ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି। More

୨୪ ଭୋଟ୍ ପାଇଁ BJPର କମରକଷା, କର୍ମୀଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ବଂଶଲ

ଖୋର୍ଦ୍ଧା କାର୍ଯ୍ୟକାରିଣୀରେ ବିଜେଡିକୁ ଗୋଷ୍ଠୀ କନ୍ଦଳ ଚିନ୍ତା । ଚର୍ଚ୍ଚାରେ ବିଜେଡି ନେତା ପାଟଶାଣୀଙ୍କ ଟିକଟ୍ କଟା ମନ୍ତବ୍ୟ । More

ରାଜ୍ୟରେ ଗ୍ରିଭାନ୍ସର ନୂଆ ଷ୍ଟାଇଲ୍ ନିଷ୍ପତ୍ତିକୁ ନେଇ ତେଜିଲା ବିବାଦ

ରାଜ୍ୟରେ ସ୍ଥାଣୁ ପାଲଟିଛି କି ଅଭିଯୋଗ ଶୁଣାଣି ବ୍ୟବସ୍ଥା ? ଜିଲ୍ଲା ପ୍ରଶାସନର କ୍ଷମତା ସଂକୋଚନ ଆଶଙ୍କା କରି ବର୍ଷିଲେ ବିରୋଧୀ । More