ସଂକ୍ଷେପରେ ଆଜିର ତାଜା ଖବର - Sunday, 09 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ ଖୋଲିବ 'ଓଡ଼ିଶା ପରିବାର' ନିର୍ଦ୍ଦେଶାଳୟ

କଂଗ୍ରେସ କହିଛି ବିଜେଡିର ମୋ ପରିବାର ସଂଗଠନକୁ ସରକାରୀକରଣ କରିବାକୁ ସରକାରଙ୍କ ଇଏ ଏକ ଚାଲ। More

ବଣରେ ମିଳେଇଯିବ କି ବଣମଲ୍ଲୀର ମହକ?

ରାଜ୍ୟ ଓ ଜାତୀୟ ସ୍ତରର ହ୍ୱିଲଚେୟାର୍ ଫେନ୍ସିଂ ପ୍ରତିଯୋଗିତାରେ କମାଲ୍ ଦେଖାଇଥିଲେ ମଧୁସ୍ମିତା More

ବିଜେଡି ଦେଶର ୨ୟ ଧନୀ ଆଞ୍ଚଳିକ ଦଳ

ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି। More

୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା

ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। More

ସରକାରୀ ଟଙ୍କାରେ ପାଣି ପଡ଼ୁଛି : ପଥର ପ୍ୟାକିଙ୍ଗ ନାଁରେ କୋଟି କୋଟି ଟଙ୍କା ସ୍ୱାହା

ବିଶେଷ କରି ପଥର ପ୍ୟାକିଙ୍ଗ ନାଁରେ ପ୍ରାୟ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସରକାରୀ ନଥିପତ୍ରରେ ଦର୍ଶାଯାଉଛି । More

ମାଲକାନଗିରିରେ ସୁଟିଂ ହେବ ସୁପରହିଟ୍‌ ଫିଲ୍ମ ପୁଷ୍ପା ପାର୍ଟ-୨

ପୁଷ୍ପା-୨ ଲାଗି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଙ୍ଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛି ଟିମ୍ ।  More

‘ADR ରିପୋର୍ଟ ସମୁଦ୍ରକୁ ଶଙ୍ଖେ, ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି’

ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିବା ବିଜେପି ଅଭିଯୋଗ କରିଛି। More

ସମାଧାନ କରିବାକୁ ଯାଇ ମାଡ଼ ଖାଇ ଫେରିଲେ କନଷ୍ଟେବଲ

ପାରିବାରିକ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ପୋଲିସ୍‌କୁ ନିସ୍ତୁକ ମାଡ଼। ମୁଣ୍ଡ ଫାଟିଲା, ଚେତାଶୂନ୍ୟ ହେଲେ କନଷ୍ଟେବଲ। More

ବିଜେଡି ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ

ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ। More

ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟ ପାଚେରି

ଭୁଶୁଡ଼ିଲା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଚେରି। ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି।  More

୧୧ରୁ ରାଜ୍ୟରେ ବଢ଼ିବ ତାତି, ୨ରୁ ୩ ଡିଗ୍ରୀ ଯାଏ ତାପମାତ୍ରା ବଢିବା ସମ୍ଭାବନା...

ଆଉ ୨ରୁ ୩ ଦିନ ପରେ ବଢ଼ିବ ରାଜ୍ୟର ତାତି। ପାଣିପାଗ ବିଭାଗର ସୂଚନା ଅନୁସାରେ, ୨ରୁ ୩ ଡିଗ୍ରୀ ଯାଏ ତାପମାତ୍ରା ବଢିବାର ସମ୍ଭାବନା ରହିଛି। More

ଛାତ ଉପରୁ ହଟିବ ବେଆଇନ୍‌ ହୋର୍ଡିଂ, ମୋବାଇଲ୍‌ ଟାୱାର

ନିଜ ଛାତରେ ବର୍ଷ ବର୍ଷ ଧରି ହୋର୍ଡିଂ ଲଗାଇ ଟଙ୍କାଟିଏ ଅର୍ଥ ବିଏମ୍‌ସିକୁ ଦେଉନଥିବା ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ ଉପରେ ଲାଗିଥିବା ହୋର୍ଡିଂକୁ ଖୋଲି ଦିଆଯିବ। More

ଜେଲ୍‌ ଶୌଚାଳୟରୁ ମିଳିଲା କଏଦୀଙ୍କ ଝୁଲନ୍ତା ମୃତଦେହ

ଜେଲ୍‌ ଭିତରେ ଥିବା ଶୌଚାଳୟରେ କଏଦୀ ଜଣକ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଜଣେ ମାନସିକ ଚିକିତ୍ସିତ ରୋଗୀ ବୋଲି ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। More

ବୋର୍ଡ ପରୀକ୍ଷାରେ ଆସିପାରେ ସଂସ୍କାର; ନବମରୁ ଦ୍ୱାଦଶ ଯାଏଁ ସେମିଷ୍ଟର କରିବାକୁ ଡ୍ରାଫ୍ଟ ପଲିସି

ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ । More

‘ଜାଗା ମିଶନ’ରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ?

ଏପରିକି ପ୍ରାଥମିକ ସର୍ଭେ ପରେ ଯେଉଁ ହିତାଧିକାରୀଙ୍କ ତାଲିକା ବାହାରିଛି ସେଥିରେ ଅନେକ ଯୋଗ୍ୟ ଲୋକଙ୍କ ନାଁ ନଥିବା ଏବଂ ପ୍ରୀୟାପ୍ରୀତି କରି ତାଲିକାରେ ସରକାରୀ ଚାକିରିଆଙ୍କ ନାଁ ଯୋଡ଼ା ଯାଇଥିବା ଅଭିଯୋଗ ହୋଇଛି । More

ଓଡ଼ିଆକୁ ଓଲଟାଇ ନନଷ୍ଟପ୍ କହୁଛନ୍ତି କାଳୀଚରଣ

କିଛି ନବୁଝିଲେ ବି କଥାବାର୍ତ୍ତାର ମଜା ଉଠାଇଥାନ୍ତି ଗ୍ରାହକ। More

ନବ ମର୍ଡର ଷଡ଼ଯନ୍ତ୍ର ଅଭିଯୋଗ ପାଇଁ ଉପନିର୍ବାଚନ ଦାୟିତ୍ୱରୁ ବାଦ୍ ପଡ଼ିଲେ କି ସୁଶାନ୍ତ ସିଂ ?

ସବୁ ନିର୍ବାଚନରେ ସକ୍ରିୟ ଭୂମିକା, ଝାରସୁଗୁଡ଼ାରୁ ଆଉଟ୍ More

ବିରଳ ବିଦାୟ: ଘୋଡ଼ା ଗାଡ଼ିରେ ବସାଇଲେ, ଡିଜେ..ଢୋଲ ବଜାଇ ନାଚିଲେ

ସାର୍‌ଙ୍କ ଚାକିରି ସରିଗଲା ବୋଲି...ଘୋଡ଼ା ଗାଡ଼ିରେ ବସାଇଲେ । ଡିଜେ, ଦୁଲୁଦୁଲି ବଜାଇ ଗାଁ ପରିକ୍ରମା କଲେ । ପିଲାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଖି ଭାବବିହ୍ୱଳ ହେଲେ ଶିକ୍ଷକ More