ସଂକ୍ଷେପରେ ଆଜିର ତାଜା ଖବର - Friday, 07 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜାପାନରୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଷ୍ଟିଲ ପ୍ଲାଣ୍ଟ ସ୍ୱପ୍ନ, ପୁରୁଣା ବହିରେ ନୂଆ ମଲାଟ କହିଲେ ବିରୋଧୀ

କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମିତ୍ତଲ ଓ ନିପ୍ପନର ଇସ୍ପାତ କାରଖାନା ବିରୋଧରେ ତେଜିବାରେ ଲାଗିଲାଣି ଅସନ୍ତୋଷ। More

ଉତ୍କଳ ହସ୍ପିଟାଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଏହି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ସ୍ଲୋଗାନ ଥିଲା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ। More

ବଦଳୁଛି ବିକାଶର ଭାଷା, ଅଧାପନ୍ତରିଆ ମୌଳିକ ବ୍ୟବସ୍ଥା

ସରକାର ରାଜ୍ୟବାସୀଙ୍କ ପ୍ରମୁଖ ମୌଳିକ ଆବଶ୍ୟକତାଗୁଡିକୁ ସୁଦୃଢ କରିବାର ଗୁରୁତ୍ୱଦେଇ କରିଛନ୍ତି। ଆଉ ଏସବୁକୁ ୩ଟି ‘କରଣ’କୁ ନେଇ ଫୋକସ କରାଯାଇଛି- ‘ରୂପାନ୍ତରୀକରଣ’, ‘ଉନ୍ନତିକରଣ’ ଓ ‘ସୌନ୍ଦର୍ଯ୍ୟକରଣ’। ଏ ସବୁ ସଫଳ ହେଉଛି ତ? More

ବିଶ୍ୱାସରେ ବିଷ ଦେଲା ଏଜେଣ୍ଟ୍ ! ଜୀବନ ଜାକର ଜମାପୁଞ୍ଜି ହରାଇ କାନ୍ଦୁଛନ୍ତି ବୃଦ୍ଧା

ଡାକଘରେ ଜମା ନାଁରେ ଟଙ୍କା ହଡ଼ପ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରେ ଥିବା ଜଣେ ଏଜେଣ୍ଟଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । More

ଝାରସୁଗୁଡ଼ା ଲଢ଼େଇ ପାଇଁ ପ୍ରସ୍ତୁତ ହୋଇସାରିଲାଣି ବିଜେଡି, ବଡ଼ ନେତାଙ୍କୁ ଦାୟିତ୍ୱ ବାଣ୍ଟିଲା ଦଳ

ବିଜେଡିର ବରିଷ୍ଠ ନେତା ଝାରସୁଗୁଡ଼ରେ କରିଛନ୍ତି ରୁଦ୍ଧଦ୍ୱାର ବୈଠକ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । More

ବାପାଙ୍କ ନାଁ ସ୍ଥାନରେ ଶ୍ୱଶୁରଙ୍କ ନାଁ, ନୋମିନେସନ୍‌ ବେଳେ ନକଲି ସାର୍ଟିଫିକେଟ ଦେଲେ ସରପଞ୍ଚ...

 ବୁଡ଼ାବାହାଲ ପଞ୍ଚାୟତର ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ନକଲି SLC ବା ସ୍କୁଲ୍‌ ଲିଭିଙ୍ଗ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଛି। More

‘ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନାଟକ ! ପୁରୁଣା ବହିଲେ ନୂଆ ମଲାଟ ମାରି ନେଉଛନ୍ତି ବାହାବାହା’

୨୦୨୦ ଫେବୃଆରୀ ୨୭ ତାରିଖରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟସ୍ତିରେ ଓଡିଶା ସରକାର ନିପନ୍ ଷ୍ଟିଲ ସହ ଆଲୋଚନା କରିଥିଲେ ବୋଲି ବିଜେପି କହିଛି । More

୫୦ ଟଙ୍କା ରଖି, ୪୯ ଟଙ୍କାର ଲାଭ ଉଠାନ୍ତୁ କହି ନେଇଗଲେ କୋଟି କୋଟି ଟଙ୍କା...

କ୍ଲାଉଡ୍‌ଫଟ୍‌ ନାମକ ଏକ ଆପ୍ ଜରିଆରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ୫୦ ଟଙ୍କା ରଖିଲେ ପ୍ରତି ସପ୍ତାହରେ ୪୯ ଟଙ୍କାର ଲାଭ ଦେଖାଇ ଲୋକଙ୍କୁ ଠକିଥିବା ହୋଇଛି। More

ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ: ନିୟମ ନମାନିଲେ ଫାଇନ୍‌ ଗଣିବେ, କ୍ୟାନ୍ସେଲ୍‌ ହେବ ଲାଇସେନ୍ସ

ରାଜ୍ୟରେ ଚଳିତ ମାସରୁ ଓଡ଼ିଆରେ ବାଧ୍ୟତାମୂଳକ ହେବ ଓଡ଼ିଆରେ ନାମଫଳକ। ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାରେ ନାମଫଳକକୁ ଓଡ଼ିଆରେ ଲେଖାଯିବ। More

ଆହୁରି ୨ ଦିନ କାଳବୈଶାଖୀ ! ଆଜି ବି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା। More

ନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ କନ୍ଦଳ

ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଚ୍ୟାଲେଞ୍ଜ କରି ଜିଲ୍ଲାର ଅନ୍ୟ ଏକ ବିଜେଡି ଗୋଷ୍ଠୀ ସଭା କରିଛନ୍ତି। More

ନିଶାରେ ଟଳମଳ ସାର୍‌, ମଦ ପିଇ ପୁରା ମାତାଲ୍‌...

ମଦ ପିଇ ସାର୍‌ ଫୁଲ୍‌ ମାତାଲ୍‌। ଖାଲି ସାର୍‌ ନୁହନ୍ତି ତାଙ୍କ ସହ ଛାତ୍ରାବାସର ରୋଷେୟା ମଧ୍ୟ ମଦ ପିଇ ଗଡ଼ିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ସ୍ଥାନୀୟ ସରପଞ୍ଚ ଓ ଗାଁ ଲୋକେ ଉଭୟଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।  More

ହାବିଲଦାର ରାଜେଶ ସାହୁ; ସେନାରେ କ୍ୟାରିୟର ଚାହୁଁଥିବା ଯୁବପିଢିଙ୍କ ଦକ୍ଷ ଗୁରୁ

ତାଙ୍କ କ୍ୟାମ୍ପର ମୋଟ ୪୨ ପିଲାଙ୍କ ଭିତରୁ ୩୦ ଜଣ ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ରାଜେଶଙ୍କୁ ନେଇ ଜିଲ୍ଲା ବ୍ୟାପୀ ଚର୍ଚ୍ଚା। More

ଏ କି ନୂଆ ଫନ୍ଦି ! ଜିଲ୍ଲାରେ ନିଯୁକ୍ତି ହେବେ ରିଟାୟାର୍ଡ ବାବୁ, ଦରମା ୭୫ ହଜାର

ଚାକିରି କରିବେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଅଜବ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ । More

​​​​​​​ଗାଁ ଖାଲି ଖାଲି, ଦୂଆରେ ଦୂଆରେ ତାଲା ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାନା ପାଇଁ ଧାଇଛନ୍ତି ଦାଦନ..

ବେରୋଜଗାରୀକୁ ନେଇ ଯୁବପିଢ଼ିଙ୍କ ଭିତରେ ଅସନ୍ତୋଷ । ବିଜେଡି ଗଡ଼ରେ ସରକାରଙ୍କୁ ଘେରିଲେ ବିଜୟ । More

କେବେ ଗଡ଼ିବ ମେଟ୍ରୋ ? କେଉଁଠି ହେବ ରାସ୍ତା ? ଖର୍ଚ୍ଚ ହେବ କେତେ ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ...

କେବେ ବାସ୍ତବ ରୂପ ନେବ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ସ୍ୱପ୍ନ ? ଘୋଷଣା ପରଠୁ ଟ୍ୱିନ୍ ସିଟିରେ ଚର୍ଚ୍ଚା ଓ ଉତ୍କଣ୍ଠା । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ଗଡ଼ିବ ମେଟ୍ରୋ । More

ଜେଲରେ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା : ରାଜ୍ୟର ୮୭ ଜେଲରେ ୮୦୦ରୁ ଅଧିକ ରୋଗୀ

ଜେଲରେ କାହିଁକି ବଢୁଛନ୍ତି ମାନସିକ ରୋଗୀ? କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି କି? More