ସଂକ୍ଷେପରେ ଆଜିର ତାଜା ଖବର - Friday, 17 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ହାରୁଛି ଗରିବି, ଜିତୁଛି ଦମ୍ଭ ! ସାଙ୍ଗ ସାଥୀଙ୍କ ଚୁଟି କାଟି ଚର୍ଚ୍ଚାରେ ଛାତ୍ର ରୂପକ

କାହା ପାଖେ ହାତ ନପତାଇ ପଢ଼ା ଖର୍ଚ୍ଚ ଉଠାଇବାକୁ ଉଦ୍ୟମ । ବାଲେଶ୍ୱର ଫକୀର ମୋହନ ଜୁନିଅର କଲେଜର ଛାତ୍ର ରୂପକ । More

ଦିଲ୍ଲୀ କ୍ୱାଟର୍ସ ପରିସରରେ ବାଲି-ନିମପତ୍ର-ଗୋମୁତ୍ରରେ ଗଢ଼ା ହେଉଛି ନନାଙ୍କ ନୂଆ ମାଟି ଘର

ପ୍ରତାପ ନନା କହିଲେ ଏମିତିକା ଘର ମୋର ଭାରି ପସନ୍ଦ । ଘର କାନ୍ଥରେ ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ । More

ଟ୍ରେନ୍ ଉପରେ ସେଲ୍ଫି ବେଳେ ଜଳିଗଲେ ଛାତ୍ର, ରିଲ୍‌ସ କରୁଥିଲେ ଆଜବେଷ୍ଟ ଭାଙ୍ଗି ତଳେ ପଡ଼ିଲେ..

ନବରଙ୍ଗପୁର ସ୍କୁଲରେ ଛାତକୁ ଛାତ ଡେଇଁ ଛାତ୍ରଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ । ଶିକ୍ଷକ, ଅଭିଭାବକଙ୍କ ସଚେତନତା ଉପରେ ବିଶେଷଜ୍ଞଙ୍କ ଗୁରୁତ୍ୱ । More

ଜୟଙ୍କ ଚ୍ୟାଲେଞ୍ଜ, ‘ଅରୁପ କୁହନ୍ତୁ ମୁଁ କେଉଁଠିକି ଯିବି, ମୋତେ ଦେଖିନେବେ’

ବିରୋଧୀଦଳ ନେତାଙ୍କ ପ୍ରତି ଅରୁପଙ୍କ ବୟାନକୁ ନେଇ ବିଜେପିର ହଲ୍ଲାବୋଲ । ଥାନାରେ ଏତଲା ଦେଇ ମାଗିଲେ ସୁରକ୍ଷା । More

ଏଯାଏଁ ଜଣାପଡ଼ିନି ମୋଟିଭ୍, ଚୁପ୍ କାହିଁକି କ୍ରାଇମବ୍ରାଞ୍ଚ ? ନାର୍କୋଟେଷ୍ଟରେ ମିଛ ବି କୁହାଯାଇପାରେ..

ନାର୍କୋଟେଷ୍ଟରେ ଗୋପାଳର ସତ ମିଛକୁ ନେଇ ବି ସସପେନ୍ସ । କୋର୍ଟରେ କେତେ ଗ୍ରହଣୀୟ ହେବ ରିପୋର୍ଟ, ଉଠିଲା ପ୍ରଶ୍ନ । More

ଭଲ ଲାଗେ ସମ୍ବଲପୁରୀ ଶାଢି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା। ମନରେଗା ପାଇଁ କମିନି ପାଣ୍ଠି। GSTରେ ପେଟ୍ରୋଲିୟମ ଉତ୍ପାଦ ପ୍ରସଙ୍ଗ। More

ଘାରିଛି ରିଲ୍ସ ନିଶା: ସ୍କୁଲ୍‌ ଛାତରୁ ଡେଇଁଲେ ଛାତ୍ର, ଆଜବେଷ୍ଟସ ଭାଙ୍ଗି ସିଧା ଗଳି ପଡ଼ିଲେ...

କିଛି  ସ୍କୁଲ୍‌ ଛାତ୍ର ବିପଦପୂର୍ଣ୍ଣ ରିଲ୍ସ ବନାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। More

Today Panchang 17th Feb 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ମୁହୂର୍ତ୍ତ...

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର, ଚନ୍ଦ୍ର – ଧନୁ ରାତ୍ରି ୦୧.୪୭ ଗତେ ମକର, ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ, ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୧.୪୭ ଗତେ ସିଂହ, ଘାତ ବାର-ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୮.୨୭ ଗତେ ୨ ପାଦ More

ଡ୍ରେନ୍‌ କଭର ଭିତରେ ପଶିଗଲା ଗୋଡ଼, ଶେଷରେ ଲୁହା ରଡ୍‌ କଟାଯାଇ ବାହାର କରାଗଲା....

ବସ୍‌ଷ୍ଟାଣ୍ଡରେ ଥିବା ଡ୍ରେନ୍‌ କଭର ଭିତରେ ପଶିଗଲା ମହିଳାଙ୍କ ଗୋଡ଼। ଶେଷରେ କଟରରେ ସହାୟତାରେ ଲୁହା ରଡ୍‌ କଟାଯିବା ପରେ ମହିଳାଙ୍କ ଗୋଡ଼ ବାହାରିଥିଲା।  More

ଜୟଙ୍କୁ ଆକ୍ରମଣ ପାଇଁ ସର୍କିଟ୍‌ ହାଉସରେ ପଶିଥିଲେ ବିଜେଡି କର୍ମୀ ! ପଦରୁ ହଟାଇବା ପାଇଁ ହଙ୍ଗାମା

ବିରୋଧୀଦଳ ନେତା-IIC ଠେଲାପେଲାକୁ ନେଇ ଘମାସାନ ରାଜନୀତି । ମୋତେ ହତ୍ୟା ପାଇଁ ଚାଲିଛି ଚକ୍ରାନ୍ତ କହିଲେ ଜୟନାରାୟଣ ମିଶ୍ର । More

ଓଡ଼ିଶାରେ ଶାସନ ଚଳାଉଛି କିଏ ?

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ପୁରାପୁରି ବିଗିଡ଼ି ଯାଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା । More

ଜୟନାରାୟଣଙ୍କୁ ଅରୂପଙ୍କ ଖାକି ଅନ୍ଦାଜରେ ଧମକ !

ଜୟନାରାୟଣଙ୍କ ପ୍ରତି ବିଦ୍ରୁପ ଓ ସମ୍ମାନହାନୀ ଭଳି ମନ୍ତବ୍ୟ ରଖିଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ । ଅରୂପଙ୍କ ଏଭଳି ମନ୍ତବ୍ୟକୁ ନେଇ ଜୟନାରାୟଣ ବି ଜବାବ ରଖିଛନ୍ତି । More

ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ମେଡିକାଲ କଲେଜ ପ୍ରକଳ୍ପ ! ସଂପୂର୍ଣ୍ଣ ଠିକା କର୍ମଚାରୀଙ୍କୁ ନେଇ ଚାଲିଛି ଡାକ୍ତରୀ ପାଠପଢା

କେନ୍ଦୁଝର ମେଡିକାଲ୍ କଲେଜରେ ୮୦ ପ୍ରତିଶତରୁ ଅଧିକ ଷ୍ଟାଫ୍ ନିଯୁକ୍ତ ହୋଇନାହାନ୍ତି । ମାତ୍ର ୧୯ ଜଣ ଠିକା କର୍ମଚାରୀରେ ଚାଲିଛି ଏହି ମେଡିକାଲ୍ କଲେଜ୍ । More

ଧର୍ମେନ୍ଦ୍ରଙ୍କ କଟାକ୍ଷ ! କହିଲେ ଚାଲୁଣି କହୁଛି ଛୁଞ୍ଚିକୁ, BJDର ଅଧା ନେତା ହତ୍ୟା ଅଭିଯୁକ୍ତ

‘କ୍ୟାବିନେଟ ମନ୍ତ୍ରୀଙ୍କୁ ASI ମାରିଲା, ସରକାର କହିଲେ ଆମେ ଧରିଲୁ 'ଗୋପାଳ ଲୁଚିଥିଲା କେଉଁଠି । ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଗଲାଣି ।’ More