ସଂକ୍ଷେପରେ ଆଜିର ତାଜା ଖବର - Friday, 27 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମହାନଦୀକୁ ଡେଇଁ ଜୀବନ ଦେଇଦେଲେ ଯୁବତୀ

ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ, ଯୁବତୀଙ୍କ ପରିଚୟ ମିଳିନି More

୨୪ ଭୋଟ୍ ପୂର୍ବରୁ କାୟା ବଢ଼ାଇବାକୁ BRSର ପ୍ଲାନ୍ : ହାଇଦ୍ରାବାଦ୍ ଯାଇ ଦଳରେ ମିଶିଲେ ରାଜ୍ୟର ବହୁ ନେତା

ବହୁ ଚାଷୀ ସଙ୍ଗଠନ ସଦସ୍ୟ ଓ ସମାଜସେବୀ BRSରେ ସାମିଲ, ଆଦିବାସୀ ଓ ତେଲୁଗୁ ଭୋଟରଙ୍କ ଉପରେ BRS ନଜର More

ଆଶୀର୍ବାଦ ଏମିତି ମାରିଥିଲା ସାଙ୍ଗ ଆଶୁତୋଷକୁ, ସିନ୍‌ ରିକ୍ରିଏସନ୍‌ ବେଳେ ବଖାଣିଲା ଗୋଟି ଗୋଟି ସିନ୍‌

ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି । More

ଅବୋଧ ଶିଶୁଙ୍କୁ ଅକଥନୀୟ ଅତ୍ୟାଚାର ! ୨ ପିଲାଙ୍କୁ ପିଟି ପିଟି ଲହୁଲହାଣ କଲେ ବାପା-ମାଆ

ପରେ ପାଇଖାନାରେ ବନ୍ଦ କରି ପଳାଇଲେ ବାପା-ମାଆ । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଉଦ୍ଧାର କଲା ପୋଲିସ । More

ଅଜୟଙ୍କ ଜୀବନରେ ଅଜସ୍ର ଦୁଃଖ ! ସ୍ତ୍ରୀ ଛାଡ଼ି ଚାଲିଗଲା, ବୁଢ଼ୀ ବୟସରେ ମାଆ ସମ୍ଭାଳୁଛି ପରିବାର

ମାତ୍ର ୩୫ ବର୍ଷ ବୟସରେ ବିଧାତା ତାଙ୍କୁ ପଙ୍ଗୁ କରିଦେଇଛନ୍ତି More

ଦେଖି ପାରୁନାହାନ୍ତି, ହେଲେ କଣ୍ଠରେ ଅଛି ଯାଦୁ ! ମନଭାଙ୍ଗିଙ୍କ ଚମତ୍କାର ସ୍ୱରକୁ ନେଇ ଚାରିଆଡେ ଚର୍ଚ୍ଚା

ଜଣେ ଦିବ୍ୟାଙ୍ଗ ଝିଅଙ୍କ ଚମକ । ଏତେ ସୁମଧୁର ଗୀତ ଗାଉଛନ୍ତି ଯେ, ଯିଏ ଶୁଣୁଛି ସେ ମନ୍ତ୍ରମୁଗ୍ଧ ହେଉଛି... More

ପିଲା ପଚାରିଲେ ପରୀକ୍ଷାରେ କପି କେମିତି ବନ୍ଦ ହେବ ? କ’ଣ କହିଲେ ପ୍ରଧାନମନ୍ତ୍ରୀ, ଶୁଣନ୍ତୁ...

ଆଜିକାଲିର ପିଲାମାନେ ବହୁତ କ୍ରିଏଟିଭ୍। ତେବେ କିଛି ପିଲା ଏହି କ୍ରିଏଟିଭ୍ ବୁଦ୍ଧିକୁ କପି କରିବାରେ ଲଗାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। More

ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ହକି ତାରକାଙ୍କୁ ଘରୁ ଚୋରି କରିଥିଲେ, ପୋଲିସ୍‌ ହାତରେ ଧରାପଡ଼ିଗଲେ...

ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକି କରି ଏମାନେ ଚୋରି କରୁଥିଲେ। More

ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ: ଆଜି ସକାଳେ ହେଲା କାଲିର ନୀତି

ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ। ା ଗତକାଲିର ନୀତି ଆଜି ସମାପନ ହୋଇଛି। ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ବି ଡେରିରେ ହୋଇଛି। More

କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର; ଜାଣନ୍ତୁ କିଏ..?

ପ୍ରାୟ ୫୦୦ରୁ ଅଧିକ ଗୀତ ପାଇଁ କଣ୍ଠ ଦାନ କରିଥିବା କ୍ରୀଷ୍ଣାଙ୍କୁ ୬୫ ବର୍ଷ ବୟସରେ ଏ ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି । More

ଓଡ଼ିଆ ଭାଷାରେ JEE-NEET ! ମିଳୁନି ଷ୍ଟଡି ମାଟେରିଆଲ୍, ଚିନ୍ତାରେ ପରୀକ୍ଷାର୍ଥୀ-ଶିକ୍ଷାବିତ୍

ଓଡ଼ିଆରେ ପ୍ରସ୍ତୁତ ହେଉଛି +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବହି । More

ବ୍ଲାକମେଲିଂ କରୁଥିବାରୁ ସାଙ୍ଗକୁ ମାରିଲା ସାଙ୍ଗ ! ଅପହରଣ ପରେ କଲା ହତ୍ୟା...

୫ ଲକ୍ଷର ମୁଣ୍ଡ ଜାମିନ୍ ଥିଲା ମିଛ ନାଟକ । More

ଯୋଗ୍ୟଙ୍କୁ ମିଳୁନି ଆବାସ ! ସରପଞ୍ଚଙ୍କ ଗ୍ରାମସଭା ବର୍ଜନ, ଆଲୋଚନା ପରେ କଟିଲା ଅଯୋଗ୍ୟଙ୍କ ନାଁ

ଆବାସ୍ ଲିଷ୍ଟ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ଗ୍ରାମସଭାରେ ଝଡ଼ । ସାରା ବଲାଙ୍ଗିର ଜିଲ୍ଲାରେ ବର୍ଜନ ହେଲା ଗ୍ରାମସଭା  । More

କର୍ତ୍ତବ୍ୟପଥରୁ ବିଶ୍ୱ ଦେଖିଲା ସର୍ବବୃହତ ଗଣତନ୍ତ୍ରର ଗାରିମା, ଫୋକସ୍‌ରେ ନାରୀଶକ୍ତି-ଆତ୍ମନିର୍ଭର ଭାରତ

ଶକ୍ତି ଓ ଶୌର୍ଯ୍ୟର ନୂଆ ଇତିହାସ ଦେଖିଲା ୭୪ତମ ଗଣତନ୍ତ୍ର ଦିବସ । ଓଡ଼ିଆ ମହାମହିମଙ୍କ ଆଗରେ ଜଲଓ୍ୱା ଦେଖାଇଲେ ବହୁ ଓଡ଼ିଆ ପ୍ରତିଭା । More