ସଂକ୍ଷେପରେ ଆଜିର ତାଜା ଖବର - Saturday, 21 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାଲି ଗଣମାଧ୍ୟମ ସାମ୍ନାରେ କଣ ତଥ୍ୟ ରଖିବେ ଶ୍ରୀୟା

ଠାକୁରଙ୍କ ଭୋଗ ଖାଇଲେ ପାପ ବୋଲି ହ୍ୟୁମାନଙ୍କ ମା ଏବଂ ଘର ଲୋକ କୁହନ୍ତି ବୋଲି ଶ୍ରୀୟା ଅଭିଯୋଗ ଆଣିଛନ୍ତି। More

ଆଖିକୁ ସିନା ଦେଖାଯାଉନି..ହେଲେ ମାଉଥ୍ ଅର୍ଗାନ୍ ବଜାଇବାରେ ମାଷ୍ଟର୍

କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି More

ପଦାଧିକାରୀ ବୈଠକରେ ବିଜେପିର ରଣହୁଙ୍କାର : ପଞ୍ଚାୟତସ୍ତରରୁ ସରକାରକୁ ଘେରିବାକୁ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ

ଆବାସ, ମଣ୍ଡି ଓ ଆଇନଶୃଙ୍ଖଳା ନେଇ ଘେରିବ ବିଜେପି More

ଦେଖିଲେ ହଠାତ୍ ଡରିଯିବେ : ଲାଗିବ ଏକ ବଡ଼ ସାପ ବନ୍ଧ ପରି ଶୋଇ ରହି ପାଣି ଅଟକାଉଛି

ଶୋଇ ରହି ସାପ ପରି ନଈ ପାଣିକୁ ଅଟକାଇଛି More

ପାହାଡ଼ ଚିରି ପର୍ଯ୍ୟଟକଙ୍କ ପାଇଁ ରାସ୍ତା ତିଆରିରେ କଲେ ଗାଁ ଲୋକେ

ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ। More

'ହ୍ୟୁମାନଙ୍କ ପରିବାର ଲୋକେ ମୋତେ ସିନ୍ଦୂର ଲଗାଇବାକୁ ଦିଅନ୍ତିନି'

ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା ଶ୍ରୀୟା କହିଛନ୍ତି। More

ସରପଞ୍ଚଙ୍କ ଦାଦାଗିରି: ଚାନ୍ଦା ପାଇଁ ବିଚ୍‌ ରାସ୍ତାରେ ଠିକାଦାରଙ୍କୁ ପିଟିଲେ, ପେଟ୍ରୋଲ ବୋମା ଫିଙ୍ଗିଲେ...

ଚାନ୍ଦା ନଦେବାରୁ ଠିକାଦାରଙ୍କୁ ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଠିକାଦାରଙ୍କ ଉପରକୁ ପେଟ୍ରୋଲ ବୋମା ଫୋପାଡି ଜାଳି ଦେବାକୁ ଉଦ୍ୟମ କରିଥିଲେ।  More

ବିଭିନ୍ନ ଥାନାରେ ବର୍ଷାଙ୍କ ବିରୋଧରେ ମାମଲା, ସତ୍ୟତା ଯାଞ୍ଚ ପାଇଁ ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ ହୋଇଛି । More

ଓଡ଼ିଶାରେ ବିରଳ ଅସ୍ତ୍ରୋପଚାର: ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ, ଯୁବକଙ୍କ ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି...

ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି। କଟକ SCB ମେଡିକାଲ୍‌ରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି। More

ବାଇକ୍‌ରେ ଯାଉଥିଲେ, ସରକାରୀ ଗାଡ଼ି ଆସି ପିଟିଦେଲା...

ସମ୍ବଲପୁରରେ RDCଙ୍କ ସଚିବଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାପରେ ଡ୍ରାଇଭର ଫେରାର ଅଛନ୍ତି।  More

Today Panchang 21st Jan 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ...

ସୌର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର, ଚନ୍ଦ୍ର – ଧନୁ ଦିବା ୦୨.୫୨ ଗତେ ମକର ତିଥି - ଅମାବାସ୍ୟା ରାତ୍ରି ୦୨.୨୩ ଗତେ ପ୍ରତିପଦ ଘାତ ଚନ୍ଦ୍ର – ତୁଳା , କୁମ୍ଭ ଦିବା ୦୨.୫୨ ଗତେ ସିଂହ ଘାତ ବାର-  ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ, ଜାଣନ୍ତୁ, ଆଜିର ଶୁଭ ମୁହୂର୍ତ୍ତ... More

ମଦ ସହ ନିଦ ବଟିକା ଦେଇ ମହିଳା ଡାକ୍ତରଙ୍କୁ ମାରିଦେଲେ !

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି। More

୪ ମାସର ପୁଅକୁ ମାରି ବିଲରେ ଫୋପାଡ଼ିଲା ବାପା, କହିଲା..‘ଆଶ୍ରମରେ ଛାଡ଼ିଦେଇ ଆସିଛି’

ବିଲରେ ପଡ଼ିଥିଲା କୁନି ପୁଅର ମୃତଦେହ । More

ହକି ବିଶ୍ୱକପ୍ ଚିତ୍ରିତ ଟି-ସାର୍ଟ ଓ କ୍ୟାପ୍ ପିନ୍ଧି ଭାରତ-ୱେଲ୍ସ ମ୍ୟାଚ୍ ଦେଖିଲେ ଛାତ୍ରଛାତ୍ରୀ

ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ । More

୨୨ ବର୍ଷ ହେଲା ୫୦ ପରିବାର ଗାଁରୁ ତଡ଼ାଖାଇ ବିତାଉଛନ୍ତି ଯାଯାବର ଜୀବନ

ନିଜ ଘରଦ୍ୱାର ଓ ଜମିବାଡ଼ି ଥାଇ ବି ଗାଁକୁ ଯାଇପାରୁ ନାହାନ୍ତି । More

ନୂଆ ରୂପରେ ଝଲସିବ ଡାକୋଟା, ମାର୍ଚ୍ଚ ୫ରୁ ଆତ୍ମପ୍ରକାଶ କରିବ ବିଜୁଙ୍କ ପ୍ରିୟ ବିମାନ

ମରାମତି ଓ ନବୀକରଣ ପରେ ପ୍ରଦର୍ଶିତ ହେବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୧ରେ ଇନ୍‌ଷ୍ଟଲେସନ୍ ଯୋଜନା । More

ହ୍ୟୁମାନଙ୍କ ଘରେ ଧର୍ମକୁ ନେଇ ଦାମ୍ପତ୍ୟ କଳି, ନା ଦାମ୍ପତ୍ୟ କଳିରେ ପଶିଛି ଧର୍ମ ? 

ଜଗନ୍ନାଥଙ୍କୁ ଘରେ ରଖି ପୂଜା କରୁଥିବାର ଦେଖାଇଲେ ଦୃଶ୍ୟ । ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନଙ୍କ ମାଆ । More