ସଂକ୍ଷେପରେ ଆଜିର ତାଜା ଖବର - Tuesday, 10 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଉ ରକ୍ଷା ନାହିଁ ! ଏଥର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଲାଗିବ ଫାଇନ୍

୨୭ ଲକ୍ଷ ୨୪ ହଜାର ୯୯୪ ଗାଡ଼ିରେ HSRP ଲଗାଯାଇ ସାରିଛି । More

ଚାଉଳ-ଉଡ଼ାନ୍ ପରେ ଟାର୍ଗେଟ୍‌ରେ SHG ମହିଳା ! ଋଣ ଛାଡ଼ ଶ୍ରେୟ କେନ୍ଦ୍ରର ବୋଲି କହିଲା ବିଜେପି

ରାଜ୍ୟ ସରକାରଙ୍କ ଶ୍ରେୟ ଉଦ୍ୟମକୁ ବିଜେପିର କାଉଣ୍ଟର । SHGଙ୍କୁ ଛାଡ଼ ହୋଇଥିବା ୧୧% ସୁଧରୁ ରାଜ୍ୟର ଭାଗ ମାତ୍ର ୪%  । More

କଲେଜ ପଢୁଆ ଝିଅକୁ ମାରିଦେଲେ ବାପା-ସାବତ ମା’, ପ୍ରମାଣ ଲୁଚାଇବାକୁ ରାତାରାତି ପୋଡ଼ିଦେଲେ

ବଡ଼ଝିଅର ଏତଲା ପରେ ମଶାଣିରୁ ହା଼ଡ ପାଉଁଶ ଜବତ । ଅଭିଯୁକ୍ତ ବାପାକୁ ଜେରା, ସାବତ ମାଆ ଫେରାର । More

୧୫ ମାସରେ ହକି ଷ୍ଟାଡିୟମ୍ ଶେଷ, ଦୀର୍ଘ ବର୍ଷ ହେଲା ସରୁନି ମେଡିକାଲ କଲେଜ-ରିଂ ରୋଡ୍ କାମ

ସୁନ୍ଦରଗଡ଼ ଜିଲ୍ଲାରେ ୨୦ ବର୍ଷ ହେଲା ସରୁନି ଜନହିତକାରୀ କାମ । More

ବିଶ୍ୱକପ୍ ହକିକୁ ନେଇ ଝୁମୁଛି କଟକ, ସଜେଇ ହୋଇଛି ଭୁବନେଶ୍ୱର

ଝୁମିଲାଣି କଟକ, ସଜେଇ ହୋଇଛି ଭୁବନେଶ୍ୱର। ବିଶ୍ୱକପ୍ ହକିକୁ ନେଇ ମତୁଆଲା ହେଲାଣି ଟ୍ୱିନ୍ ସିଟି। ଆସନ୍ତାକାଲିର ଗ୍ରାଣ୍ଡ ପ୍ରୋଗାମ୍ ପାଇଁ ବାରବାଟୀ ଷ୍ଟାଡିୟମ୍ ପ୍ରସ୍ତୁତ। More

ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି !

ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି । More

କାଲି କଟକରେ ଅଧାଦିନ ସ୍କୁଲ ଛୁଟି : ବନ୍ଦ ରହିବ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିବ More

ଜନ୍ମ ଦେଇନି ବୋଲି ମାରିଦେଲା ମାଆ !

ବିଭିନ୍ନ ସମୟରେ ସାବତ ମାଆ ମୋନାଲିଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ। More

ଯୋଶୀ ମଠ ଭଳି ଓଡିଶାରେ ବିପଦ ଦେଖାଦେବ କି ?

ଉତ୍ତରାଖଣ୍ଡର ଯୋଶୀମଠରେ ଭୂସ୍ଖଳନ ସହ ମାଟି ଦବିବା ପରେ ଏବେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି। More

'ସମ୍ପତ୍ତି ତାଲିକା ଦାଖଲ ନକଲେ ଦରମା ବନ୍ଦ'

୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ। More

ବିପଦରେ ଉତ୍ତରାଖଣ୍ଡର ଯୋଶୀମଠ ଅଞ୍ଚଳ : ୪ ହଜାର ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

୬୦୦ ପରିବାର ଛାଡିଲେଣି ନିଜ ଭିଟାମାଟି । ବିପଦପୂର୍ଣ୍ଣ ବଙ୍ଗଳାରେ ପ୍ରଶାସନ ମାରିଲା ଛକି ଚିହ୍ନ । ସ୍ଥିତି ଉପରେ ନଜର ରଖିଛି NDRF, SDRF ଟିମ୍ । More

ଉଚିତ୍ ପ୍ରାପ୍ୟ ଦାବିରେ ନବୀନ ନିବାସ ଆଗରେ ଧାନ ଢାଳି ଚାଷୀଙ୍କ ହୁଙ୍କାର

ମଣ୍ଡିରେ କଟନିଛଟନୀ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିଛି ଆନ୍ଦୋଳନ। More

ଅଧିକ ଆଲୋକିତ ହେବ ରାତି ଆକାଶ, ମାଳ ମାଳ ଦିଶିବେ ଉଜ୍ଜ୍ୱଳ ବସ୍ତୁ

ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳେ ପୂର୍ବ ଆକାଶରେ ଉଜ୍ଜଳ ଜହ୍ନ ରାତିକୁ ଆଲୋକିତ କରିବ। More

କଏନ୍‌ ନେବାକୁ ଅମଙ୍ଗ ଦୋକାନୀ, କହୁଛନ୍ତି- ଖୁଚୁରା ଆଉ ଚଳୁନି

କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରଖିଲା ସ୍ପଷ୍ଟୀକରଣ। More

ସାଉଦି ମହିଳାଙ୍କ ଠାରେ ଲାଗିଲା ଡେଣା; ଚଲାଇବେ ଟ୍ରେନ୍, ପ୍ଲେନ୍

ମହିଳାଙ୍କ ଉପରେ ଲାଗିଥିବା କଟକଣା ଏବେ ସାଉଦି ସରକାର ଉଠେଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ। ଏହା ଆଣି ଦେଇଛି ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ। More

ଜବତ ହେଲା ଅର୍ଚ୍ଚନାଙ୍କ ଆଲିସାନ୍ କୋଠା

କିଛି ଦିନ ତଳେ ଇଡି ସେହି କୋଠାକୁ ଯାଇ ମାପଚୁପ କରିଥିଲା।  More