ସଂକ୍ଷେପରେ ଆଜିର ତାଜା ଖବର - Sunday, 08 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଆରେ ଆସିବନି ଓଏଏସ୍ ପରୀକ୍ଷାର ପ୍ରଶ୍ନ

୧୯୮୦ ମସିହାରୁ ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଅନୁଷ୍ଠିତ ହେଉଛି। More

ଖଣ୍ଡଗିରିରେ ଦୁଲୁକିବ ଯାତ୍ରାମଞ୍ଚ: ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା

ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ।  More

ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ : ଶଙ୍କରାଚାର୍ଯ୍ୟ ମାଧବ ମଠର ଶିବଲିଙ୍ଗରେ ଫାଟ

ମଠକାନ୍ଥ ବି ଫାଟିବା ପରେ ଶୁଭିଲା ତ୍ରାହି ତ୍ରାହି More

ପୁଣି ଜୋର୍ ଧରିଲା ଶ୍ରେୟ ରାଜନୀତି : ବିଜେପି ବନାମ ବିଜେଡି, ମୋଦି ବନାମ ନବୀନ

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଏକାକୀ ବିଜ୍ଞାପନ ନେଇ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । More

ଚେକଡ୍ୟାମ୍ କାମରେ ମହାଦୁର୍ନୀତି : ପାଣିରେ ପଡିଲା ପ୍ରାୟ ୩୨ ଲକ୍ଷ ଟଙ୍କା

ଚାଷୀଙ୍କ ଜମିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଯଦି ଆଡ଼ିବନ୍ଧ ହେଲା, ତେବେ କାହିଁକି କାମରେ ଆସୁନି ? କାହିଁକି ମରାମତି ହେଉନି ଗାର୍ଡ ୱାଲ? ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ଏହା ଉପରେ ଦୃଷ୍ଟି ଦେବେ କି ? More

ଏକାଠି ଘରକୁ ଫେରୁଥିଲେ ୩ ସାଙ୍ଗ, ଏକାସଙ୍ଗେ ଚାଲିଗଲେ

ଏମିତି ବି ଆସେ ମୃତ୍ୟୁ ! More

Today Panchang 8th Jan 2023: ଆଜି ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ...

ସୌର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ। ଇଂରାଜୀରେ ୮ ତାରିଖ ରବିବାର, ଚନ୍ଦ୍ର – କର୍କଟ  ଅହୋରାତ୍ର ତିଥି-  ପ୍ରତିପଦ ପ୍ରାତଃ ୦୭.୦୭ ଗତେ ୨ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର– ମେଷ ପୁଷ୍କର ଦୋଷ – ୧ପାଦ । ଜାଣନ୍ତୁ, ଆଜି କେଉଁ ସମୟରେ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ମିଳିବ... More

ପୁଣି ଲେଉଟିଲା ଶୀତ ! ୧୦ଂ ତଳେ ୨୦ ସହର, ୫.୬ଂ ସହ ଝାରସୁଗୁଡା ସବୁଠୁ ଥଣ୍ଡା

ସୁନ୍ଦରଗଡ଼ ବଣାଇରେ ମଧ୍ୟ ଶୀତ ଲହରୀ । ପ୍ରବଳ ଶୀତ ସହ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଶୀତର ପ୍ରକୋପ ବଢ଼ୁଥିବାରୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି । More

ହକି ନାଁ କହି ସବୁ ଭାଙ୍ଗିଦେଲେ ! କିଏ ଜୀବିକା ହରାଇଲେ ତ ଆଉ କିଏ ବାସସ୍ଥାନ...

ହକି ନାଁ କହି ସବୁ ଭାଙ୍ଗିଦେଲେ। ନା ହକି ପାଇଁ କିଛି ସୌନ୍ଦର୍ଯ୍ୟକରଣ କଲେ ନା ଲୋକଙ୍କ ରୋଜଗାର ଫେରାଇ ଦେବା ପାଇଁ କୌଣସି ବ୍ୟବସ୍ଥା କଲେ। More

ବଢ଼ିଲା ପ୍ରତାପଙ୍କ ଅଡ଼ୁଆ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ଖୋଲିବ ଫାଇଲ୍

ମାହାଙ୍ଗା ଡବଲ ମର୍ଡର: ପ୍ରୋଟେଷ୍ଟ ପିଟିସନ୍ ଅନୁମତି । ଅନୁମତି ମିଳିବା ନେଇ ଆଇନଜୀବୀ ପ୍ରବୀଣ କାନୁନଗୋଙ୍କ ସୂଚନା । More

ଭୁବନେଶ୍ୱରରେ ପଥୋତ୍ସବ: ଏଥର ଜନପଥ ନୁହେଁ; ଏହି ସ୍ଥାନରେ ଜମୁଛି ନାଚ, ଗୀତର ଆସର...

ଭୁବନେଶ୍ୱରରେ ପଥୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନାଚ ଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି। More

ପଛୁଆବର୍ଗଙ୍କ କଥା ଭୁଲିଗଲେ କି ରାଜ୍ୟ ସରକାର?

ବିଜେପି କହିଛି ଏହା ସରକାରଙ୍କ ଓବିସି ପ୍ରତି ବୈମାତୃକ ମନୋଭାବ। More

ମାଟି ଘରେ ବିଶ୍ୱକପ୍ ତାରକା: ମେଡାଲ, ଟ୍ରଫି ରଖିବାକୁ ଜାଗା ନାହିଁ

୨୦୧୬ ଅଣ୍ଡର-ଏଇଟିନ୍ ଏସିଆ କପ୍‌ରେ ସଞ୍ଜୀପ ସମ୍ଭାଳିଥିଲେ ଭାରତୀୟ ହକି ଟିମ୍‌ର ଅଧିନାୟକ ଦାୟିତ୍ୱ। More

'କାମ ନଥିଲେ ରାତି ଓ ସକାଳିଆ ପଦାକୁ ବାହାରନି'

ଜାଡ଼ ପାଇଁ ଆଜି ଓ କାଲି କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ବି ଜାରି ହୋଇଛି। More

ରାଉରକେଲାକୁ ଉଡ଼ିଲା ବିମାନ ! ସେବା ଆରମ୍ଭରୁ ତେଜିଲା ଶ୍ରେୟ ରାଜନୀତି

ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ବର୍ଷିଲା ବିଜେପି More

ଅନୁଗୁଳ ବନଖଣ୍ଡରେ ନରହନ୍ତା ହାତୀର ଆତଙ୍କ : ୪ଟି ଗାଁରେ ୪ ଜଣଙ୍କୁ ଦଳିଦେଲା ହାତୀ

କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ More