ସଂକ୍ଷେପରେ ଆଜିର ତାଜା ଖବର - Sunday, 06 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଉ ଅପରାଜେୟ ନୁହେଁ ବିଜେଡି, ଭବିଷ୍ୟତ ରାଜ୍ୟ ରାଜନୀତିକୁ ନେଇ ବଢ଼ିଲା କଳ୍ପନାଜଳ୍ପନା

ନବୀନ ମ୍ୟାଜିକର କିଛି ବି ତୋଡ଼ ନାହିଁ। ହେଲେ ଏସବୁ ଭୁଲ୍ ବୋଲି ଆଜି ପ୍ରମାଣ କରିଦେଇଛନ୍ତି ଧାମନଗର ଭୋଟର୍।  More

ଖାଉଥିଲୁ ଖାଇବୁ, ଧମକର ଜବାବ ଦେବୁ: ହେତୁବାଦୀ

ଆଉ ସହିବୁନି ସନାତନ ସଂସ୍କୃତିର ଅପମାନ । ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟିକାରୀଙ୍କୁ ଛାଡ଼ିବୁନି । ଯେଉଁଠି ପରଂପରା ବିରୋଧୀ କାମ ହେବ, ସେଠି ପହଞ୍ଚି ଘଣ୍ଟ ପିଟିବୁ । ଭୁବନେଶ୍ୱରରେ ରାମମନ୍ଦିର ସମ୍ମୁଖରେ ଆଜି ଏମିତି ଢଙ୍ଗରେ ଚେତାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ । More

ଧାମନଗର ଉପନିର୍ବାଚନ: ବିଜେଡିର ଷ୍ଟ୍ରାଟେଜିରେ କେଉଁଠି ରହିଲା ଭୁଲ୍? 

ବିଜେଡି ହାରିବା ପଛର ପ୍ରମୁଖ କାରଣ କଣ? ଆରମ୍ଭ ହୋଇଛି ଏହାର ପୋଷ୍ଟମର୍ଟମ୍। More

ଇଞ୍ଜିନିୟରରୁ ରାଜନେତା; ବାପାଙ୍କ ରାସ୍ତାରେ ଆଗେଇଲା ପୁଅ

ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ବାପା ବିଷ୍ଣୁ ସେଠୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ । ଧାମନଗର ବିଜେପିର ଯୁବ ଚେହେରା । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ବି ପାଲଟିଯାଇଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା । More

ଧାମନଗରରେ ଫେଲ୍ ମାରିଲା ନବୀନଙ୍କ ମ୍ୟାଜିକ୍; ଗଡ଼ ବଜାୟ ରଖିଲା ବିଜେପି

ବିଷ୍ଣୁଙ୍କ ଗଡ଼ରେ ଉଇଁଲେ ସୂର୍ଯ୍ୟ । ବାପାଙ୍କ ଆସନରେ ବସିଲେ ପୁଅ । ଏ ବିଜୟ ସୂର୍ଯ୍ୟବଂଶୀ ସୂରଜଙ୍କର, ଭାରତୀୟ ଜନତା ପାର୍ଟିର, ସାରା ଧାମନଗର ବାସୀଙ୍କର । ବିଜେପି ଜିତିଛି ଧାମନଗର ବାଜି । ଯୁଆଡେ ଦେଖିବ ଫରଫର ଉଡୁଛି ପଦ୍ମ ପତାକା । More

ଧାମନଗର ଉପନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ତାଙ୍କ ପୁଅଙ୍କର ଜିତିବାର ସମ୍ଭାବନା ଥିଲା। More

ଶଙ୍ଖ ଶିବିରରେ ପଦ୍ମ: ବିଜେପି କ୍ୟାମ୍ପରେ ଚାଲିଛି ସେଲିବ୍ରେସନ୍‌, ବିଜେଡି କ୍ୟାମ୍ପରେ ଉଠାଗଲା ଚେୟାର୍‌...

୯ମ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ ଥିବାବେଳେ ଦଳୀୟ କର୍ମୀମାନେ ସେଲିବ୍ରେସନ୍‌ ଆରମ୍ଭ କରି ଦେଇଛନ୍ତି। ବିଜେପିର ପ୍ରଦର୍ଶନକୁ ନେଇ ନେତା ଓ କର୍ମୀ ଖୁସିରେ ମିଠା ବାଣ୍ଟିବା ସହ ପରସ୍ପରକୁ ମିଠା ଖୁଆଉଥିବା ଦେଖିବାକୁ ମିଳିଛି। More

ଆସିଲା ଧାମନଗର ଟ୍ରେଣ୍ଡ୍‌: ବିଜେପି ଆଗୁଆ, କାମ ଦେବନି କି ବିଜେଡିର ମହିଳା କାର୍ଡ ?

ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, ୨ୟ ରାଉଣ୍ଡ ସୁଦ୍ଧା ବିଜେପି ଆଗରେ ରହିଛି। ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୧୩୭୯ ଭୋଟ୍‌ରେ ଆଗୁଆ ଅଛନ୍ତି। More

ଜଣେ ଶିକ୍ଷିତ ଯୁବକଙ୍କ ଦିଗଦର୍ଶନ, ଗାଁ ଦିଶୁଛି ସହର ସହର

ସହରଠୁ ମାଇଲ ମାଇଲ ଦୁର ପାହାଡ଼ ସେପାଖେ ସହର ପରି ଏକ ଛୋଟିଆ ଗାଁ । More

ରେଳ ଧାରଣାରୁ ମିଳିଲା ଯୁବତୀଙ୍କ କଟା ମୁଣ୍ଡ

ରେଳ ଧାରଣାରୁ ମିଳିଲା ଯୁବତୀଙ୍କ କଟା ମୁଣ୍ଡ। କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ଆତ୍ମହତ୍ୟା ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। More

ମଶାଣି ବନ୍ଧୁଙ୍କ ମହାନତା ! ପ୍ରୟାଗରାଜରେ ହେବ ଅପରିଚିତଙ୍କ ଅସ୍ଥି ବିସର୍ଜନ

କିଛି ଭଲ ମଣିଷଙ୍କ ପ୍ରେରଣାଦାୟୀ କାହାଣୀ ଆମ ସମାଜରେ ଭାଇଚାରାର ବାର୍ତ୍ତା ବାଣ୍ଟୁଛି । More

ଆଜି ଆସିବ ଧାମନଗର ରାୟ: ଭୋଟ୍‌ ଗଣତି ପୂର୍ବରୁ ବଢ଼ିଲାଣି ପ୍ରାର୍ଥୀଙ୍କ ହାର୍ଟବିଟ୍‌

ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ କାଉଣ୍ଟିଂ।  ୧୮ ରାଉଣ୍ଡରେ ଗଣତି ସରିବା ପରେ ୫ଟି ବୁଥ୍‌ର ଭିଭିପାଟ୍ ଗଣତି କରାଯିବ।  ଦିନ ୨ଟା ସୁଦ୍ଧା ଫଳାଫଳ ମିଳିଯିବା ଆଶା କରାଯାଉଛି। More

ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ

ଆସନ୍ତାକାଲି ଧାମନଗର ଫଳାଫଳ ଆସିବା ପରେ ପଦ୍ମପୁର ମୁହାଁ ହେବେ ସବୁ ଦଳ। More

ପଞ୍ଚୁକରେ ଅବଢ଼ା ରେଟ୍ ଡବଲ୍, ଚଢ଼ା ଦରରେ ଭକ୍ତଙ୍କୁ ଶୋଷଣ

ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗିିଛି More

ଗୃହଦାହ,ପିଟାମରା, ମରଣାନ୍ତକ ଆକ୍ରମଣ: ଧାମନଗରରେ ନିର୍ବାଚନୀ ପର ହିଂସା

ଶାସକ ଦଳକୁ ଭୋଟ୍ ନଦେବାରୁ ଆତଙ୍କରାଜର ସାଂଘାତିକ ଅଭିଯୋଗ,ରାଜନୈତିକ ହିଂସାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି... More

ଭୁବନେଶ୍ୱରରେ ଚାଲିଥିଲା ରେଭ୍‌ ପାର୍ଟି ! ଚଢ଼ାଉ କରି ୨ଜଣକୁ ଗିରଫ୍‌ କଲା ପୋଲିସ୍‌

ପାର୍ଟିରେ ବହୁ ବଡ଼ବଡ଼ିଆ ଥିବା ଜଣାପଡ଼ିଛି More

ପୋଲିସ ଚାକିରି କରାଇଦେବେ କହି ଦେଢ଼ କୋଟି ଟଙ୍କା ଠକି ନେଲେ

ଦ୍ୱିତୀୟ ତାଲିକା ବାହାରିବ କହି ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିବା ଜଣାପଡିଛି । More