ସଂକ୍ଷେପରେ ଆଜିର ତାଜା ଖବର - Thursday, 29 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏୟାରପୋର୍ଟଠୁ ଅଧିକ ଆକର୍ଷଣୀୟ ଦିଶିବ ରେଳ ଷ୍ଟେସନ୍

ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ୍‌ରେ ରହିବ କେଉଁସବୁ ଆଧୁନିକ ସୁବିଧା, ଜାଣନ୍ତୁ More

କାର ପଛରେ ବସିଲେ ବି ବାନ୍ଧିବାକୁ ହେବ ସିଟ୍ ବେଲ୍ଟ: ନହେଲେ ଗଣିବେ ହଜାରେ ଟଙ୍କା ଫାଇନ୍

ପଛ ସିଟ୍ ବେଲ୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ସ୍ୱାଗତ କରିଛି ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକ୍ଚର୍ସ। More

ରାଜଧାନୀରେ ବିଜେଡିର ପାଓ୍ୱାର ସୋ ! ନଡ୍ଡାଙ୍କ ଗସ୍ତବେଳେ ନବୀନଙ୍କ ଅନୁପସ୍ଥିତିରେ ସମ୍ମିଳନୀ 

ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ଅପରାଜିତା । ୨୦ ବର୍ଷର ଶାସନ ପରେ ବି ଡର ଲାଗୁଛି କି ପଚାରିଲେ ଅପରାଜିତା  । More

'ଭ୍ରଷ୍ଟାଚାରରେ ବୁଡ଼ିଥିବା ରାଜ୍ୟ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଆହ୍ୱାନ'

ରକ୍ଷକ-ଭକ୍ଷକ କଥା ଉଠାଇ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ବି ତୀବ୍ର ହମଲା କରିଛନ୍ତି ନଡ୍ଡା। More

ଅଜବ ଦୃଶ୍ୟ ! ବିଜେଡି ସମ୍ମିଳନୀରେ ଉଠ୍‌ବସ୍‌ ହେଲେ ଯୁବ-ଛାତ୍ର ନେତା, ହେଲେ କାହିଁକି ?

ବିଜେଡି କର୍ମୀଙ୍କୁ ଲିଡରସିପ୍ ଜ୍ଞାନ ଦେବାବେଳେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । More

ସରଗରମ ରାଜ୍ୟ ରାଜନୀତି ! ‘୧୧୯୭ ଭଳି ପରିବର୍ତ୍ତନର ପଦଧ୍ୱନୀରେ ଓଡ଼ିଶାବାସୀ’

ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ହେବ । ତାପରେ ଯାଇ ରାଜ୍ୟର ଉନ୍ନତି ହେବ । More

BJP ମିଟିଂରେ BJD କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ କଲେ ଅପରାଜିତା, କହଲେ ଡରୁଛି କି ଦଳ ?

ବିଜେପିକୁ ଏତେ ଭୟ କାହିଁକି ପଚାରିଲେ ଅପରାଜିତା । ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟକ୍ରମ କାହିଁକି ? More

ବଡ଼ ଖବର ! ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌

ମୋକିମ୍‌ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜଲାନ୍ସ କୋର୍ଟ । More

ପଙ୍କ କାଦୁଅରେ ପଚପଚ ରାସ୍ତା : ଚାରିଆଡ଼େ ଖାଲଖମା ଭର୍ତ୍ତି , ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

ବର୍ଷ ବର୍ଷ ବିତି ଗଲାଣି ହୋଇପାରୁନି ମରାମତି More

ଭୁବନେଶ୍ୱରରେ ଜେପି ନଡ୍ଡା : ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଜେପି ନଡ୍ଡା ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । More

ଗାଁ ଭିତରକୁ ମାଡ଼ି ଆସୁଛି ବୈତରଣୀ ନଦୀ, ଭୟଭୀତ ଅବସ୍ଥାରେ ଲୋକେ

ବୈତରଣୀ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁ ବନ୍ଦାଳ ମଢିଆଳି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ଷକୁ ବର୍ଷ ବୈତରଣୀ ନଦୀ ଗାଁ ଭିତରକୁ ମାଡ଼ି ଆସୁଛି। ଦିନେ ଗାଁଠାରୁ କୋଶେ ଦୂରରେ ଥିବା ନଦୀ ଏବେ ବାଡ଼ି ପାଖରେ ପହଞ୍ଚିଲାଣି। More

ଏଣିକି କାର୍‌ ପଛ ସିଟ୍‌ରେ ବସିଲେ ବି ପିନ୍ଧିବେ ସିଟ୍‌ ବେଲ୍ଟ, ନ ହେଲେ ଗଣିବେ ୧,୦୦୦ ଟଙ୍କା ଫାଇନ୍‌

ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ୮ରୁ କମ୍ ସିଟ୍‌ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। More

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ୨୦୨୪ ନିର୍ବାଚନ ପାଇଁ ଫୁଙ୍କିବେ ବିଗୁଲ

୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଜେ.ପି. ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଆସୁଥିବାରୁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।  More

ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ସାଂସଦ ତଥା ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । More

ରକ୍ତାକ୍ତ ସଂଘର୍ଷର ଗାଥା . .ତରଙ୍ଗ ସିନେ ପ୍ରଡକ୍ସନର ନୂଆ ୱେବସିରିଜ ରକ୍ତତୀର୍ଥର ଟିଜର ରିଲିଜ...

ଦ୍ୱିତୀୟ ଜାଲିଓ୍ୱାନାଓ୍ୱାଲାବାଗ୍ କୁହାଯାଉଥିବା ଭଦ୍ରକର ଇରମ୍ ପୀଠରେ ସହିଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି More

ଥମୁନି ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଝମେଲା : ଭିତ୍ତିଭୂମି ନଥାଇ ଡେଡଲାଇନ୍ ଉପରେ ହାଇକୋର୍ଟଙ୍କ ଜବାବ ତଲବ

ସମୟ ବଢ଼ାଇ ହେବକି ନାହିଁ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ More

ଆସନ୍ତାକାଲି ଭୁବନେଶ୍ୱରରେ ପଦ୍ମ-ଶଙ୍ଖ ପାଓ୍ୱାର ସୋ : ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ ନଡ୍ଡା

ସେପଟେ ପ୍ରତିନିଧି ସମ୍ମିଳନୀ କରି ବିଜେଡିର କାଉଣ୍ଟର ପ୍ଲାନ୍,ଉଭୟ ବିଜେପି ଓ ବିଜେଡିକୁ କଂଗ୍ରେସର ନିଶାନା More

ଗ୍ୟାସ୍ ଲିକ୍ ଯୋଗୁଁ ୨୮ କର୍ମଚାରୀ ଗୁରୁତର : ମେଡିକାଲରେ ଭର୍ତ୍ତି

ଅସୁସ୍ଥ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । More