Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Sunday, 27 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କୋରାପୁଟରେ କାମ ଦେଲାନି କି ନବୀନ ଯାଦୁ ?

ଆଜି ଦ୍ୱିତୀୟ ଦିନ ଗଣତିରେ ବି ୬ରୁ ଅଧିକ ସ୍ଥାନରେ ହାତ ଚିହ୍ନରେ ଲଢିଥିବା ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତଦଳର ବହୁ ଟାଣୁଆ ଆଦିବାସୀ ନେତାଙ୍କୁ ବିଜେଡି ନିଜ କ୍ୟାମ୍ପକୁ ନେଇଥିଲେ ବି କାହିଁକି କଂଗ୍ରେସକୁ ଆସ୍ଥା କଲେ ଭୋଟର ତାକୁ ନେଇ ଚାଲିଛି ଚର୍ଚ୍ଚା । More

କ୍ୟାସ ଟ୍ରାନ୍ସଫର୍‌ଠୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ: ବିଜେଡିର ଅପ୍ରତ୍ୟାଶିତ ବିଜୟ ପଛର କାରଣ କି ?

ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ତେବେ ଏଭଳି ଅପ୍ରତ୍ୟାଶିତ ବିଜୟ ପଛରେ କାରଣ କଣ? କେଉଁ କେଉଁ ଫ୍ୟାର ବିଜେଡିକୁ ସୁହାଲଲା? More

ମୁହାଁମୁହିଁ ଜେରା ହେବେ ଭାଇ-ଭଉଣୀ: ଖୋଲିବ ଗୁମର ପେଡି

ରମେଶର କ୍ରାଇମ୍ ପାର୍ଟନର ତା ଭଉଣୀଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ । More

ସଜନା ଚାଷ କରିଛି ସ୍ୱାବଲମ୍ବୀ : ଭଲ ଦୁଇ ପସଲା ରୋଜଗାର କରୁଛନ୍ତି ତପନ ସାହୁ

ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ମାଲିଡିହି ତପନ ସାହୁ । ୨ ଏକର ଜମିରେ ମଧ୍ୟପ୍ରଦେଶରୁ ସଜନା, କାଜୁ, ଆମ୍ବ ଓ ଡାଲିମ୍ବ ଚାରା ଆଣି ଲଗାଇଛନ୍ତି । ଏବେ ୪ ବର୍ଷ ହେବ ସଜନା ଛୁଇଁ ବାହାରୁଥିବା ବେଲେ ବର୍ଷକୁ ଅନ୍ୟାନ୍ୟ ପରିବା ବିକ୍ରି କରି ପାଖାପାଖି ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । More

ରୋଜଗାର ଦେଲା ବିଲାତି ଚାଷ

​​​​​​​କେନ୍ଦୁଝର ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ଆଗ ଅପେକ୍ଷା ଚାଷପ୍ରତି ଲୋକଙ୍କର ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । କରୋନା ମହାମାରୀ ଯୋଗୁଁ ଲୋକେ ବାହାରକୁ ନଯାଇ ନିଜ ଅଞ୍ଚଳରେ ଚାଷବାଷ କରି ପରିବାର ପ୍ରତିପୋଷଣ କରିବାକୁ ମନସ୍ଥିର କରୁଥିବା ଦେଖାଯାଉଛି More

କଂଗ୍ରେସ ନେତା ନରସିଂହ ମିଶ୍ର କହିଲେ- ‘ମୁଁ ଯାହା ଚାହୁଁଥିଲି, ତାହାର ଓଲଟା ହେଲା’

ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ବିଜୟର ଏକ ପ୍ରକାର ସୁନାମି ଚାଲିଥିବା ଦେଖିବାକୁ ମିଳିଛି। ଗୋଟିଏପଟେ ବିରୋଧୀ ଦଳ ସଙ୍କୁଚିତ ହେଉଥିବା ବେଳେ ଅନ୍ୟପଟେ ଶାସକ ଦଳ ନିଜର ଗାଦି ମଜବୁତ୍‌ କରିବାରେ ଲାଗିଛି। More

ଘରେ ବନାନ୍ତୁ ସୁଆଦିଆ ‘ସାହି ମଟନ୍‌ କୋର୍‌ମା’

ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍‌ କୋର୍‌ମା’। More

କାଲିଠୁ ସ୍କୁଲ୍‌ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଆସନ୍ତା କାଲିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବ । ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି More

ପ୍ରଥମ ଦିନରେ ବିଜେଡିର ବାଜିମାତ୍‌: ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି-କଂଗ୍ରେସର ଲଢେଇ

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନରେ ୩୦୬ ଜୋନ୍‌ରେ ଗଣତି ଚାଲିଛି। ପ୍ରଥମ ଦିନ ଗଣତିରେ ବିଜେଡି ଏକ ପ୍ରକାର ବାଜିମାତ୍‌ କରି ନେଇଥିବା ଜଣାପଡ଼ିଛି। ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି। More

ଜାଗର ପାଇଁ ଗାଇଡଲାଇନ୍‌ ଜାରି, କୋଭିଡ୍‌ କଟକଣା ପାଳନ କରିବାକୁ ନିର୍ଦ୍ଦେଶ

ମହାଶିବରାତ୍ରୀ ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡଲାଇନ୍ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ ପ୍ରୋଟକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  More

ପେଟରେ ନଅ ମାସର ଶିଶୁ : ଟ୍ରଲି ଟାଣି, ଜରି ଗୋଟାଇ ପେଟ ପୋଷୁଛନ୍ତି ଅସହାୟ ଲକ୍ଷ୍ମୀ

ପେଟରେ ୯ ମାସର ଛୁଆ । ହାତରେ ଟ୍ରଲି । ଗଳିଗଳିକୁ ବୁଲୁଛନ୍ତି, ଭଙ୍ଗା ଲୁହା, ଟିଣ, ପ୍ଲାଷ୍ଟିକ, କାଗଜ ଆଦି ଗୋଟାଇ ଏଇ ଟ୍ରଲିରେ ନେଇ କବାଡ଼ିଆ ଗୋଦାମରେ ଦେଉଛନ୍ତି। ଆଉ କହୁଛନ୍ତି ଏଥିରୁ ଯେତେ ଟଙ୍କା ମୋର ରୋଜଗାର ହେବ ସେଇଥିଲେ ମୁଁ ମୋ ପିଲାକୁ ଖାଇବାକୁ ଦେବି, ପାଳି ପୋଷି ମଣିଷ କରିବି। More

ୟୁଟ୍ୟୁବ ଦେଖି କମାଲ୍ କରିଦେଲେ ମହେଶ୍ୱର : ଦୁଇ ଚାରିଖଣ୍ଡ ପାଇପରେ ତିଆରି କରିଦେଲେ ପାଣି ଉଠା ମେଶିନ୍

କଠିନ ପରିଶ୍ରମ କରି ୟୁଟୁବ ଭିଡିଓ ଦେଖି ସେ ଦେଶୀ ଯୋଗାଡ଼ କରିଛନ୍ତି । ପାଖ ପଡ଼ୋଶୀଙ୍କ ମୋବାଇଲ ଦେଖି ସେ ଏହି କୌଶଳକୁ ନିଜେ ନିଜ ବିଲରେ ପ୍ରୟୋଗ କରିଛନ୍ତି । ଏହି ଦେଶୀ ଯୋଗାଡଟିକୁ କରିବା ପାଇଁ ମହେଶ୍ୱର ବେଶି କିଛି ଯନ୍ତ୍ରପାତି ଲଗାଇ ନାହାନ୍ତି । ଖାଲି ଗୋଟେ ଟିଣ ଡ୍ରମ ଆଉ କିଛି କିଛି ପ୍ଲାଷ୍ଟିକ ପାଇପ ଲାଗିଛି More

ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ, ସୁର କହିଲେ- ‘ଭୋଟ୍‌ ପାଇଁ ନବୀନ ଲୋକଙ୍କୁ ଟଙ୍କା ଦେଇଛନ୍ତି’

ଏଥର ପଞ୍ଚାୟତ ନିର୍ବାଚନର ଟ୍ରେଣ୍ଡ୍‌କୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ୍‌ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି। More

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଛି ଚାକିରି; ତୁରନ୍ତ ଆବେଦନ କରନ୍ତୁ

ଉତ୍କଳ ବିଶ୍ୱବିଦ୍ୟାଳୟ, ଏହାର ବିଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ଚୟନ ପାଇଁ ୱାକ୍-ଇନ୍-ଇଣ୍ଟରଭ୍ୟୁ କରିବ। ବିଜ୍ଞାପନ ଅନୁଯାୟୀ, ବଟାନୀ, ବାୟୋ-ଟେକ୍ନୋଲୋଜୀ, ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ଏବଂ ଜୁଲୋଜୀ ବିଭାଗ ପାଇଁ ୮ ଜଣ ଅତିଥି ଅଧ୍ୟାପକ ନିୟୋଜିତ ହେବେ। More

୨୦୧୭ ଠୁ ଏଥର ଭଲ ପ୍ରଦର୍ଶନ କରିବ କି ବିଜେଡି ? 

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବିଜେଡି ବାଜି ମାରିଥିଲା। More