କାମାକ୍ଷା ମନ୍ଦିର ଦର୍ଶନ, ରାଜ୍ୟ ଓ ଦେଶର କଲ୍ୟାଣ ପାଇଁ ପ୍ରାର୍ଥନା Photograph: (OTV)
/odishatv-khabar/media/media_files/2026/02/20/priyanka-gandhi-visits-kamakhya-temple-2026-02-20-18-56-37.jpg)
Priyanka Gandhi Visits Kamakhya Temple
ପ୍ରିୟଙ୍କା ମା କାମାକ୍ଷା ଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଏବଂ ଆସାମ ଏବଂ ସମଗ୍ର ଦେଶର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି।
/odishatv-khabar/media/media_files/2026/02/20/priyanka-gandhi-visits-kamakhya-temple-2026-02-20-18-56-56.jpg)
Priyanka Gandhi Visits Kamakhya Temple
ବିଧାନସଭା ନିର୍ବାଚନର ପ୍ରସ୍ତୁତି ପାଇଁ ସେ ରାଜ୍ୟରେ ପହଞ୍ଚିଛନ୍ତି।
/odishatv-khabar/media/media_files/2026/02/20/priyanka-gandhi-visits-kamakhya-temple-2026-02-20-18-57-15.jpg)
Priyanka Gandhi Visits Kamakhya Temple
ଟ୍ୱିଟ୍ କରି ସେ କହିଛନ୍ତି ମା'ଙ୍କ ଆଶୀର୍ବାଦ ଆମର ପ୍ରତ୍ୟେକ ଭାରତୀୟ ଭାଇ ଭଉଣୀଙ୍କ ଉପରେ ରହୁ। ଜୟ ମା କାମାକ୍ଷା।
/odishatv-khabar/media/media_files/2026/02/20/priyanka-gandhi-visits-kamakhya-temple-2026-02-20-18-57-40.jpg)
Priyanka Gandhi Visits Kamakhya Temple
ମନ୍ଦିର ବାହାରେ ସାମ୍ବାଦିକମାନେ ତାଙ୍କୁ ପଚାରିଲେ, "ଆପଣ ଭଗବାନଙ୍କୁ କ'ଣ ମାଗିବାକୁ ଚାହାଁନ୍ତି?"
/odishatv-khabar/media/media_files/2026/02/20/priyanka-gandhi-visits-kamakhya-temple-2026-02-20-18-57-57.jpg)
Priyanka Gandhi Visits Kamakhya Temple
ଏହାର ଉତ୍ତରରେ ସେ କହିଲେ ଯେ ସେ ଭଗବାନଙ୍କୁ କିଛି ମାଗୁ ନାହାଁନ୍ତି।
/odishatv-khabar/media/media_files/2026/02/20/priyanka-gandhi-visits-kamakhya-temple-2026-02-20-18-58-16.jpg)
Priyanka Gandhi Visits Kamakhya Temple
କାମାକ୍ଷା ଦର୍ଶନ କରିବା ପରେ, ପ୍ରିୟଙ୍କା ଗାନ୍ଧୀ ତାଙ୍କ ବେକରେ ମାଙ୍କ ଓନୀ ପିନ୍ଧିଥିଲେ ଆଉ ମାଳା ପକାଇ କପାଳରେ ତିଳକ ଗଲାଇଥିଲେ। ତାଙ୍କ ସହିତ ଲୋକସଭା ସାଂସଦ ଗୌରବ ଗୋଗୋଇ ମଧ୍ୟ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/20/priyanka-gandhi-visits-kamakhya-temple-2026-02-20-18-54-24.jpg)