Advertisment
ଆପଣ ଯଦି ପ୍ରଥମ ଥର ପାଇଁ ଚାକିରି କରିବାକୁ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ବେଶ ଖୁସି ଖବର । ସରକାରଙ୍କ ତରଫରୁ ଆପଣଙ୍କୁ ମିଳିପାରିବ ୧୫୦୦୦ ଟଙ୍କା । ଏ ଯୋଜନା କେବଳ ନୂତନ ଭାବେ ଚାକିରି କରୁଥିବା ବ୍ୟକ୍ତିବିଶେଷ ଓ ଚାକିରି ଦେଉଥିବା କମ୍ପାନୀ ବା ସଂସ୍ଥାମାନଙ୍କ ପାଇଁ । ଏହି ଯୋଜନାର ନାଁ ହେଉଛି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ…
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us