ସଂକ୍ଷେପରେ ଆଜିର ତାଜା ଖବର - Tuesday, 04 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Jatra Artist Piyush Tripathy: ଯାତ୍ରା ସିଂହବାହିନୀ ମାଲିକଙ୍କୁ ପୀୟୂଷ ତ୍ରିପାଠୀଙ୍କ ରୋକଠୋକ୍ ଜବାବ

ପୀୟୂଷ ଆହୁରି ମଧ୍ୟ କହୁଛନ୍ତି, ଯାତ୍ରା ସିଂହବାହିନୀ ମାଲିକ ଯାହା କହୁଛନ୍ତି ସତ କହୁଛନ୍ତି। ହେଲେ ଯେତକ ତାଙ୍କୁ ସୁହାଇବ ସେତକ ହିଁ କହୁଛନ୍ତି। ବଳକା କଥା କହୁନାହାନ୍ତି। ତେବେ ୫୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଆକାଉଣ୍ଟରେ ଦେଲେ ବୋଲି ମାଲିକ ଯାହା କହୁଛନ୍ତି, ବାକି ୨୦ ଲକ୍ଷ କେଉଁଠି ଓ କେମିତି ଦେଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପୀୟୂଷ। More

KIIT Student Death: କମିଶନ କରିବ କିଟ୍‌ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ସରଜମିନ ତଦନ୍ତ

ଅଭିଯୋଗ ନମ୍ବର ୫: ନିର୍ଯାତନା ଅଭିଯୋଗର ସମାଧାନରେ ବିଫଳ ହେବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସଂପୃକ୍ତ ନେଇ ଅଭିଯୋଗ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କୁ ଅନୁରୋଧ ଏତେସବୁ ଗୁରୁତର ଅଭିଯୋଗ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ଜାତୀୟ ମାନବାଧିକାର କମିଶନ। More

Son Killed Parents: ଅନଲାଇନ୍ ଗେମର ଲୋମଟାଙ୍କୁରା ପରିଣତି, ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ

ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। More

Panchayati Raj Day: ଏପ୍ରିଲ୍‌ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ, ଚିହିଁକି ଉଠିଲା ବିଜେଡି

ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ବିଜୁଙ୍କୁ ନେଇ ବିବାଦ ଦେଖାଦେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ନେଇ କ୍ରୀଡ଼ା ବିଭାଗ ବିଜ୍ଞପ୍ତି ପ୍ରକାଶ କଲା। ଏହାପରେ ବିରୋଧ ହେବାରୁ ନିଷ୍ପତ୍ତିରୁ ଓହରିଥିଲେ ସରକାର। More

Olive Ridley: ଗହୀରମଥାରୁ ମୁହଁ ମୋଡ଼ିଲେଣି ଅଲିଭରିଡଲେ

ଗହୀରମଥାରୁ ମୁହଁ ମୋଡ଼ିଲେଣି କି ଅଲିଭରିଡଲେ? ଅଣ୍ଡାଦାନ ସମୟ ଗଡ଼ି ଯାଉଥିବା ବେଳେ ଅଲିଭରିଡଲେ ଚଳିତ ସିଜିନରେ କାହିଁକି ଗହୀରମଥା ଆସୁନାହାନ୍ତି? ଖାଁ ଖାଁ ଏବେ ବିରଳ କଇଁଛଙ୍କ ଅନ୍ତୁଡ଼ିଶାଳ। କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଅଲିଭ ରିଡଲେଙ୍କ ଅନୁପସ୍ଥିତିକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିବା ସହ ଗଣାଇଛନ୍ତି ଅନେକ କାରଣ । More

ATM Heist Mastermind: ଧରାପଡିଲେ ଏଟିଏମ ଲୁଟେରା ମାଷ୍ଟର ମାଇଣ୍ଡ ରାଜୁ ଓ ରୁସ୍ତମ

ରାଜଧାନୀରେ ନିଦ ହଜାଇଥିବା ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସ। ଦୀର୍ଘ ଦେଢମାସର କସରତ ପରେ ଧରାପଡ଼ିଲେ ସମସ୍ତ ୮ ଅପରାଧୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗ୍ୟାଙ୍ଗକୁ ଚଳାଉଥିବା ୨ ମାଷ୍ଟରମାଇଣ୍ଡଙ୍କୁ ବି ରାଜ୍ୟ ବାହାରୁ ଆରେଷ୍ଟ କରିଛି ପୋଲିସ। More

Olive Ridley Turtles Return: ଗହୀରମଥାରୁ କାହିଁକି ମୁହଁ ମୋଡିଲେ ବିରଳ ଅଲିଭରିଡ୍‌ଲେ କଇଁଛ?

୧୯୯୭ ମସିହା ସେପ୍ଟେମ୍ବର ୨୭ ତାରିଖରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ। ତା’ପରେ ବର୍ଷ ତମାମ ଗହୀରମଥା ସମୁଦ୍ର ଉପକୂଳଠାରୁ ୨୦ କି.ମି. ଯାଏଁ ଟ୍ରଲର ସାହାଯ୍ୟରେ ମାଛ ଧରାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। More

Murder: ବାପାକୁ ଦିଗଡ଼ କଲା; ମୁଣ୍ଡ ଧରି ଥାନାରେ ପହଞ୍ଚିଲା

ଗତକାଲି ବିଳମ୍ବ ରାତିରେ ସାନ ପୁଅ ସମ୍ବୁନାଥ ଧାରୁଆ ଅସ୍ତ୍ରରେ ବାଇଧରଙ୍କ ଉପରେ ଆକ୍ରମଣ କରିଥିଲା। ବାପାକୁ ହାଣି ଦିଗଡ କରିଥିଲା। ବାପାକୁ ହାଣୁଥିବା ଦେଖି ମା’ ଦୌଡ଼ି ଆସିଥିଲା। ପୁଅ କବଳରୁ ନିଜ ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। More

Police Encounter: ମହେଶକୁ ଏନକାଉଣ୍ଟର; ବାମ ଗୋଡ଼ରେ ବାଜିଛି ଗୁଳି

ମହେଶ ପୁଲିସକୁ ଦେଖି ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା ଓ ଏଥିସହ ପୁଲିସ ଉପରକୁ ଗୁଳି କରିଥିଲା। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ମହେଶର ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। More

Murder: ପୁଅ ଖେଳିଲା ରକ୍ତର ହୋଲି; ବାପାମା, ଭଉଣୀକୁ ମାରିଦେଲା

ଗତକାଲି ରାତିରେ କୌଣସି କଥାକୁ ନେଇ ବାପାମା’ଙ୍କ ସହ ବଣ୍ଟିର ବଚସା ହୋଇଥିଲା। ପରେ ବଣ୍ଟି ଉତ୍‌କ୍ଷିପ୍ତ ହୋଇ ବାପାମା’ ଓ ଭଉଣୀକୁ ଘରେ ଥିବା ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିଲା। More

Today Panchang 4th Mar 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୫ମୀ ଦିବା ୦୩.୧୬ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ । More

Piyush Tripathy Controversy: ଓଡ଼ିଶା ଯାତ୍ରା ଜଗତରେ ବଡ଼ ହଲଚଲ୍; ବିବାଦ ଘେରରେ ପୀୟୂଷ ତ୍ରିପାଠୀ

ଚୁକ୍ତି ମୁତାବକ ଟଙ୍କା ଓ ଦାମୀ ଗାଡ଼ି ଉପହାର ନେବା ସହ ଜଗନ୍ନାଥଙ୍କ ନାଁରେ ଶପଥ କରି ବି ଯାତ୍ରା ସିଂହବାହିନୀରେ ଯୋଗ ଦେଉନଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢ଼ୀ। ସୋସିଆଲ ମିଡିଆରେ ଯାତ୍ରାପାର୍ଟି ମାଲିକଙ୍କ ଆରୋପ ଓ ପୀୟୂଷଙ୍କ ରୋକଠୋକ୍ ଜବାବ ସହ ଉଭୟଙ୍କ ମଧ୍ୟରେ ବାଦ ବିବାଦ ଏବେ ଓଡ଼ିଶା ଯାତ୍ରା ଜଗତରେ ସୃଷ୍ଟି କରିଛି ବଡ଼ ହଲଚଲ୍। More

Odisha Tourism : ଓଡ଼ିଶାର ଗୁପ୍ତ ପର୍ଯ୍ୟଟନସ୍ଥଳୀ କାହ୍ନାକୁଣ୍ଡକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା; ବିଶିଷ୍ଠ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କହିଲେ...

ଅଦ୍ଭୁତ ବିସ୍ମୟ, ଅଜବ ଆଶ୍ଚର୍ଯ୍ୟ । ଯିଏ ଦେଖୁଛି ତାର ପଲକ ପଡ଼ୁନି ଏବଂ ଆଖି ଲେଉଟେଇ ହେଉନି । ସତେ କି ସୌନ୍ଦର୍ଯ୍ୟର ସରଗ ପୁରୀଟିଏ । ପ୍ରକୃତିର ରୋମାଞ୍ଚଭରା ରହସ୍ୟଟିଏ । ଆମେରିକାର ଆରିଜୋନାର ଗ୍ରାଣ୍ଡ କାନିୟନ ଭଳି ଦିଶୁଥିବା ପ୍ରକୃତିର ମାଷ୍ଟରପିସ୍ ଟି ଓଡ଼ିଶାର ସୁନ୍ଦରଗଡ଼ରେ ଅବସ୍ଥିତ । More

Raja Chakra EOW Case: ଇଓଡବ୍ଲୁ ପଞ୍ଝାରେ ବିଜେଡି ନେତା ରାଜା ଚକ୍ର; ସାମ୍ନାକୁ ଆସିବ ପ୍ରଭାବଶାଳୀ ନେତାଙ୍କ ଲିଙ୍କ୍

ବିଜେଡି ସରକାରରେ କେମିତି ଚାଲିଥିଲା ଖଣି ଖାଦାନ ଲୁଟ୍ ? କେମିତି ହେଉଥିଲା କୋଟି କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ? ସାମ୍ନାକୁ ଆସିଲା ଏହାର ଜ୍ୱଳନ୍ତ ଉଦାହରଣ । କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ରେ ୫୦କୋଟି ଟଙ୍କା ଅର୍ଥ ହେରଫେର ନେଇ ତଦନ୍ତ ଘେରକୁ ଆସିଛନ୍ତି ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର । More

IUCN Red List: ବୁଡ଼ିଗଲାଣି ବାରାସିଂଘା ଓ ଅରଣା ମଇଁଷି ବଂଶ; ହଜିଗଲେଣି ଶାଗୁଣା, ବଣି ଓ ଚମ୍ପେଇ ନେଉଳ

ଏକଦା ସୁନାବେଡ଼ାର ଶୋଭା ବଢ଼ାଉଥିଲେ ବାରାସିଂଘା ଆଉ ଅରଣା ମଇଁଷି। ହେଲେ ରାଜ୍ୟରେ ଏବେ ଏ ଦୁଇ ଜୀବଙ୍କୁ ଦେଖିବା ଦୁଃସ୍ୱପ୍ନ। ଡାଇନୋସର୍‌ ଭଳି ଏମାନଙ୍କ ବଂଶ ମଧ୍ୟ ବୁଡ଼ି ଗଲାଣି। More

Organ Donation: ଆଖିରୁ ଅନବରତ ବୋହି ଚାଲୁଛି ଲୁହ... ଛାତିକୁ କୋରି ପକାଉଛି କୋହ...

ରାଉରକେଲାର ଜନ୍ମେଶ ଭୁବନେଶ୍ୱର AIIMSରେ ହଷ୍ଟେଲ୍‌ ୱାର୍ଡେନ୍‌ ଭାବେ ଚାକିରି କରୁଥିବା ବାପା ଅଶୋକ ଲେଙ୍କାଙ୍କ ସହ ରହିଆସୁଥିଲା। ସେଦିନ ଥିଲା ଫେବୃୟାରୀ ୧୧ ତାରିଖ। ଅଶୋକଙ୍କ କହିବା କଥା, ମା’ସହ ଶିବ ମନ୍ଦିରରୁ ଫେରିବା ପରେ ଜନ୍ମେଶକୁ ଗାଧୁଆ ପାଧୁଆ More