ସଂକ୍ଷେପରେ ଆଜିର ତାଜା ଖବର - Wednesday, 02 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବବି ଲଢ଼ିବେ କି ଯାଜପୁର ଉପନିର୍ବାଚନ ?

‘ଯେତେବେଳେ ପୁଅ ମାଆ ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି । ଆପଣମାନଙ୍କୁ ଦେଖି ଶତ ସିଂହର ବଳ ଆସିଛି, ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ।’ More

ସାରା ଦୁନିଆ ଦେଖିବ 'କଳାବତୀ'ର କରିସ୍ମା ଅପପୁଷ୍ଟି ରୋକିବ, ଶିଶୁ ଖାଦ୍ୟର ସଂଜ୍ଞା ବଦଳାଇବ !

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତ ସ୍ବତନ୍ତ୍ର ଶିଶୁଖାଦ୍ୟ । ମୂଷାଙ୍କ ଠାରେ ଉପାଦେୟ ସାବ୍ୟସ୍ତ ହେଲା 'ନ୍ୟୁଟ୍ରିନେଷ୍ଟ୍' । More

କାହିଁକି ବଦଳିଲା ପିଲାଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ? ଉତ୍ତର ରଖିଲେ ମନ୍ତ୍ରୀ...

କାହିଁକି ବଦଳିଲା ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ? ଏହାର ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।  More

କୋରାପୁଟ ମେଡିକାଲ୍ କଲେଜ-ହସ୍ପିଟାଲରେ ଶୋଚନୀୟ ଅବସ୍ଥା ! ଚିକିତ୍ସା କମ୍, ରେଫର୍ ବେଶୀ

ଅଲଟ୍ରାସାଉଣ୍ଡ, ଆମ୍ବୁଲାନ୍ସ ଓ ପରିମଳରେ ବି ଅବ୍ୟବସ୍ଥା ! ଅଭିଯୋଗକୁ ନେଇ ଜିଲ୍ଲା ପରିଷଦ ବୈଠକରେ ଉଦବେଗ । More

ପୁଞ୍ଜିନିବେଶ ପାଇଁ ନିବେଶକ ସନ୍ଧାନରେ CM, ଦିଲ୍ଲୀରେ କରିବେ ରୋଡ୍ ସୋ’

ଜାନୁଆରୀରେ ହେବ ଉତ୍କର୍ଷ ଓଡ଼ିଶା କନକ୍ଳେଭ୍ । ପ୍ରକଳ୍ପର ରୂପାୟନ ଉପରେ ବିଶେଷଜ୍ଞଙ୍କ ଜୋର୍ । More

ଅସମ୍ଭାଳ ସ୍ଥିତିରେ ବିଜେଡି କନ୍ଦଳ ! ଭୁବନେଶ୍ୱର-ପାରାଦୀପ-ବଡ଼ଚଣାରେ ଦଳ ଫାଳ ଫାଳ

ପଦଯାତ୍ରା ଆରମ୍ଭରୁ ସବୁଠି ଗୋଷ୍ଠୀ କନ୍ଦଳ ତୀବ୍ର । ୨୪ ବିପର୍ଯ୍ୟୟ ପରଠୁ ନେତା ଆଉ ପାଟି ନଖୋଲି ରହିପାରୁନାହାନ୍ତି । More

କେନ୍ଦୁଝରରେ ସ୍ମାର୍ଟ ଶିକ୍ଷାଦାନରେ ଘୋର ଅବ୍ୟବସ୍ଥା; ଅଧା ରହିଗଲା ସ୍ମାର୍ଟ ପାଠପଢ଼ା ସ୍ବପ୍ନ ! 

ଡିଜିଟାଲ୍ କ୍ଲାସରୁମ ପାଇଁ ଆସିଲା ସ୍ମାର୍ଟବୋର୍ଡ, କଂପ୍ୟୁଟର, ଆହୁରି କେତେ କଣ ସରଞ୍ଜାମ। ହେଲେ ବିଡ଼ମ୍ବନା, ମାସ ମାସ ପରେ ବି ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ପାଠପଢ଼ା ଏବେବି ବହୁ ସ୍କୁଲରେ ସ୍ବପ୍ନ ହୋଇ ରହିଛି। More

ମନମୋହନ ସାମଲଙ୍କ ବଡ଼ ବୟାନ; କହିଲେ, ଆଗକୁ ବିଜେପିରେ ମିଶିବେ ବହୁ ବିଜେଡି ନେତା

ମନମୋହନ ସାମଲ ଆହୁରି କହିଛନ୍ତି, ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ । ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡି କହୁ । More

ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା କ’ଣ? ଜାଣନ୍ତୁ ଏହାକୁ କେଉଁଠି ପାଳନ କରାଯାଏ ?

ଶାରଦୀୟ ଉତ୍ସବ ବେଳେ ଜଗନ୍ନାଥଙ୍କ ସହ ମା’ ଦୁର୍ଗା ପୂଜିତ ହୁଅନ୍ତି। ହେଲେ ଆପଣ ଜାଣନ୍ତି କି ବଡ଼ ଦେଉଳରେ କେଉଁଠି ଅଛି ଦୁର୍ଗାମାଧବ ମନ୍ଦିର ? More

ମିଛ କହି ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି: ନବୀନ ପଟ୍ଟନାୟକ

ମିଛ କଥା କହି ନିର୍ବାଚନ ଜିତି ଯାଇ ପାରନ୍ତି କିନ୍ତୁ ହୃଦୟ ନୁହଁ ବୋଲି ନବୀନ କହିବା ସହ ମିଛ କଥା ବିଜେପିର USP ବୋଲି ଆକ୍ଷେପ କରିଛନ୍ତି । More

ରାଜାଙ୍କ ସଂକଳ୍ପ ଗୁଆରେ ଆରମ୍ଭ ହୁଏ ମା’ଙ୍କ ପୂଜା

ରାଜବାଟିରୁ ରାଜାଙ୍କ ସଂକଳ୍ପ ଗୁଆରେ ଆରମ୍ଭ ହୁଏ ମା’ଙ୍କ ପୂଜା । ଦୁଇ ଶକ୍ତି ପୀଠର ଘଟ ପାଣିକୁ ମିଶାଇ ରାଜସିକ ପୂଜା ହୁଏ । ନୀଳଗିରିର ଦୁଇ ପ୍ରମୁଖ ଶକ୍ତିପୀଠ... ମା’ ଭୁଦାର ଚଣ୍ଡୀ... ମା’ କନକ ଦୁର୍ଗା । More

ଶଙ୍ଖ ଭବନରେ ମୁହାଁମୁହିଁ ସ୍ଥିତି; ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି

ଶଙ୍ଖ ଭବନରେ ଥମୁନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି। More

Panchang Today 2nd October 2024: ଆଜିର ପଞ୍ଚାଙ୍ଗ, ମହାଳୟାରେ ଶୁଭ ସମୟ ଦେଖି ଘରେ କରନ୍ତୁ ମାଆଙ୍କ ପୂଜା

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ବୁଧବାର । ପବିତ୍ର ମହାଳୟାରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ଘରେ ପଶି ଚୋରି କଲେ, ତାପରେ ଛୁରୀ ଦେଖାଇ ଦୁଷ୍କର୍ମ କଲେ...!

ସଂପୃକ୍ତ ମହିଳାଙ୍କ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି। More

ଏଣିକି ଆଉ ସବୁଜ ପ୍ୟାଣ୍ଟ-ଚେକ ସାର୍ଟ ନୁହେଁ, ବାଦାମୀ ରଙ୍ଗ !

ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ । More

RI-ଅମିନ ପରୀକ୍ଷା ବିଭ୍ରାଟ: ବ୍ଲାକ୍ ଲିଷ୍ଟେଡ୍ ସଂସ୍ଥା ହାତରେ ପିଲାଙ୍କ ଭାଗ୍ୟ!

ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଖେଳୁଛି କି ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ ବା OSSSC? More

ଲକ୍ଷଣ ଦେଖି ରୋଗର ଚିକିତ୍ସା କହିଦେବ AI, ହେବ ବାୟୋ AI ହବ୍

ଅଧିକ ଆକ୍ୟୁରେଟ୍ ହେବ ଚିକିତ୍ସା ସେବା । କେଉଁ ଲକ୍ଷଣ ପାଇଁ କେଉଁ ଉପଚାର ଅଧିକ ପ୍ରଜୁଯ୍ୟ, ତାହା କହିଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । More

୮୦ ହଜାର ବର୍ଷ ପରେ ଆକାଶରେ ବିରଳ ଦୃଶ୍ୟ

୧୫ ତାରିଖ ସଂଧ୍ୟା ୬.୧୫ରେ ଏହା ପଶ୍ଚିମ ଦିଗବଳୟର ପ୍ରାୟ ୧୬ ଡିଗ୍ରୀ ଉପରେ ଏହା ଦେଖାଯିବ । More