ସଂକ୍ଷେପରେ ଆଜିର ତାଜା ଖବର - Monday, 30 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାହାର ହେବ ଷ୍ଟାଡିୟମ୍ ? ବୁଢିଆଣୀ ଜାଲ ପରି ଛନ୍ଦି ହୋଇଛି ଷ୍ଟାଡିୟମ୍ ମାଲିକାନା ବିବାଦ

ଷ୍ଟାଡ଼ିୟମ୍ କାହାର । ଏନେଇ ବିବାଦ ତେଜିବାରେ ଲାଗିଛି । ଜିଲ୍ଲାସ୍କୁଲ ବଦଳ ସୂତ୍ରରେ ପଡ଼ିଆ ପାଇଥିବା ଦାବି କରୁଥିବା ବେଳେ, ମ୍ୟୁନିସିପାଲିଟି ଜମିର ମାଲିକାନା ନେଇ ଦାବି ଉଠାଇଛି । More

ଓଃ...କି ଅବସ୍ଥା! ଡହ ଡହ ଖରାରେ ଛଟପଟ ଜଗା ଭକ୍ତ, ପାଦ ଯନ୍ତ୍ରଣାରେ ହେଲେ କଲବଲ

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି । More

ଛତୁଆ ବଦଳରେ ଛୁଆଙ୍କୁ ମାଣ୍ତିଆ!! କୁପୋଷଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ପିଲାଙ୍କ ପୁଷ୍ଟି ସାଧନ ଲାଗି ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ । ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । More

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ, ଭିନେ ହୋଇ ଅଲଗା ପରିବାର କରିଥିଲେ ବି ମିଳିବ ଘର

ଏହି ପ୍ରକ୍ରିୟାରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଘର ମିଳିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । More

ସାଇବର କାଫେରେ ଚାକିରି ପାଇଁ ପରୀକ୍ଷା !

ସାଇବର୍ କାଫେରେ RI ପରୀକ୍ଷାକୁ ନେଇ ବିବାଦ । More

Special Story: ପାପର ପେଡ଼ିରୁ ହଟିବ ପରଦା; ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ !

 ବିଜେଡି ସରକାର ସମୟରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି । ସେହି ଘଟଣା ଉପରୁ ପରଦା ହଟାଇବେ ମୋହନ ସରକାର ।  More

Panchang Today 30th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ସ୍କୁଲରେ ବଜ୍ରାଘାତ ପରେ ବଢ଼ିଛି ଚିନ୍ତା; ଶିକ୍ଷକଙ୍କୁ ଘାରିଛି ପିଲାଙ୍କ ସୁରକ୍ଷା ଚିନ୍ତା

ଅନେକ ସମୟରେ ନିମିଷକେ ଚାଲିଯାଉଛି ଲୋକଙ୍କ ଜୀବନ। ବିଶେଷକରି ନିର୍ଜନ ସ୍ଥାନରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥିବାରୁ ଏହାକୁ ନେଇ ଚିନ୍ତା ବଢିଛି। More

ବାନ୍ଧକଳାର ଗାଁ ମାଣିଆବନ୍ଧରେ ଭରପୁର ଉତ୍ସାହ; ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମିଳିଛି ଜାତୀୟ ପୁରସ୍କାର

ଯେତେ ସୌଖୀନ ଏହାର କଳା । ସେତେ ସ୍ବତନ୍ତ୍ର ଏହାର କାରିଗରୀ । କୋଣ ଅନୁକୋଣରେ ବାରି ହୋଇପଡ଼େ ଏଠାକାର ହସ୍ତତନ୍ତ ଶିଳ୍ପୀଙ୍କ କଳା ଚାତୁରୀ।   More

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଛେଳି ଗୁହାଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ 

କେଉଁଠୁ ଛେଳି ଗୁହାଳରେ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ଆଉ କେଉଁଠି ବିପଦସଂକୁଳ ଅବସ୍ଥାରେ ଚାଲିଛି ପାଠପଢ଼ା। ସ୍ଥିତି ଏପରି ଯେ, ପିଲାଙ୍କୁ ସ୍କୁଲ ପଠାଇବାକୁ ଡରୁଛନ୍ତି ଅଭିଭାବକ। More

ଆନ୍ଧ୍ର ସହ ସୀମା ବିବାଦରେ ଓଡ଼ିଶାର ଜିତାପଟ୍ 

ଗଜପତି ଜିଲ୍ଲା କାଶୀନଗରରେ ଏକ ବାଲିଘାଟ ଅଞ୍ଚଳକୁ ନେଇ ଦେଖାଦେଇଥିଲା ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ। ତେବେ ଉଭୟ ରାଜ୍ୟର ପ୍ରଶାସନ ମାପଚୁପ କରିବା ପରେ ସାମ୍ନାକୁ ଆସିଲା- ଦୁଧ୍ କା ଦୁଧ୍, ପାନୀ କା ପାନୀ। More

IPS ସ୍ତରରେ ବଡ଼ ଅଦଳ ବଦଳ; ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର

IPS ସ୍ତରରେ ବଡ଼ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା । More

ସୁଭଦ୍ରା ଦ୍ୱନ୍ଦ୍ୱ ଦୂର, ଦୁର୍ଗାପୂଜା ପୂର୍ବରୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା

ଦୂର ହେଲା ସୁଭଦ୍ରା ସସ୍‌ପେନ୍ସ । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୯ ତାରିଖରେ ଅର୍ଥାତ୍ ଦଶହରା ପୂର୍ବରୁ ମିଳିବ । More