ସଂକ୍ଷେପରେ ଆଜିର ତାଜା ଖବର - Friday, 27 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡିଶାରେ ପ୍ରତିଷ୍ଠା ହେବ ‘ନାସନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର କ୍ୟାମ୍ପସ

ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। More

ଏଣିକି ଶିକ୍ଷକଙ୍କୁ ନିଯୁକ୍ତି କରିବେ ଶିକ୍ଷାବିତ

ବୈଠକରେ ଉଚ୍ଚଶିକ୍ଷାର ବିକାଶ ଏବଂ ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। More

ବିଜେଡି ବିପର୍ଯ୍ୟୟର ପୋଷ୍ଟମର୍ଟମ୍, ସୁପ୍ରିମୋଙ୍କ ସାମ୍ନାରେ ନେତାଙ୍କ ସମାନ ଅଭିଯୋଗ

ପୂର୍ବରୁ ପ୍ରଦୀପ ମାଝୀ, ବଦ୍ରୀ ପାତ୍ର, ଅଶ୍ୱିନୀ ପାତ୍ର ଏବଂ ଅବିନାଶ ସମାଲ ମଧ୍ୟ ପରାଜୟର କାରଣ କହି ଦଳର ଭୁଲ ନିଷ୍ପତ୍ତି ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା କୁ ଦାୟୀ କରିଥିଲେ। More

ଆସୁନି ମୋବାଇଲ୍ ସିଗନାଲ୍, ଗଛ ଉପରେ ଚଢ଼ି ନେଟୱର୍କ ସର୍ଚ୍ଚ କରୁଛନ୍ତି ଲୋକ

ଫୋନ୍ କରିବାକୁ କେଉଁଠି ଯିବାକୁ ପଡୁଛି ମାଇଲ୍ ମାଇଲ୍ । ଜରୁରୀ ସେବା ପାଇଁ ବି ଯାଉନି କଲ୍ । More

ହାତୀଙ୍କ ଉତ୍ପାତ, ହଜିଛି ଲୋକଙ୍କ ନିଦ ! ସଞ୍ଜ ନଇଁଲେ ଗାଁ ମୁହାଁ ଗଜରାଜ

ଢେଙ୍କାନାଳ ସଦର ବ୍ଲକ ନାଠୁଆ ଅଞ୍ଚଳରେ ହାତୀ ଉପଦ୍ରବ । ହାତୀଙ୍କ ଗତିବିଧି ଉପରେ ବନ ବିଭାଗର ତୀକ୍ଷଣ ନଜର । More

ଶ୍ରୀମନ୍ଦିର ରୋଷଘର ଘିଅ ସହ ଯାଞ୍ଚ ହେବ ଅବଢ଼ାର ମାନ

ସୁପକାର ସେବକଙ୍କ ମତ ଅମୁଣିଆ ଯାଞ୍ଚ ଠିକ୍ । ମହାପ୍ରସାଦ ମାନ ପରୀକ୍ଷଣକୁ ଦର୍ଶାଇଲେ ଶାସ୍ତ୍ର ବିରୋଧୀ । More

ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ

ପୁରୁଣା ବଜାର ଥାନା ଇଲାକାରେ ଲାଗିଲା ବିଏନଏସଏସ୍ ଧାରା-163 । ସହରରେ ଭଦ୍ରକ ପୋଲିସର ଫ୍ଲାଗ୍ ମାର୍ଚ୍ଚ । More

ନର୍ସିଂ ଆନ୍ଦୋଳନ ବଢ଼ାଇଲାଣି ଚିନ୍ତା ! ସ୍ୱାସ୍ଥ୍ୟସେବା ଠପ୍‌, ରୋଗୀ ହୀନସ୍ତା

ଆଜି ସିରିଞ୍ଜ ଛାଡ୍, କାଲିଠୁ ଅହୋରାତ୍ର ଧାରଣା ଚେତାବନୀ । ନର୍ସ ସଂଘକୁ ଆନ୍ଦୋଳନରୁ ଓହରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍ । More

ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

ବରିଷ୍ଠ IPS ଅଧିକାରୀ ଅରୁଣ ଷଡ଼ଙ୍ଗୀ ହେଲେ ଓଡ଼ିଶା ଲୋକ ସେବା ଆୟୋଗ-OPSCର ଚେୟାରମ୍ୟାନ୍ । More

ଥମିବାର ନାଁ ନେଉନି ନର୍ସ ଆନ୍ଦୋଳନ, ଏସମା ସତ୍ତ୍ୱେ ଚାଲିଛି 'ସିରିଞ୍ଜ ଛାଡ଼'

ରାଜ୍ୟରେ ଚାଲିଛି ନର୍ସ ଆନ୍ଦୋଳନ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି । More

କେଉଁ ଦିନ ମିଳିବ ସୁଭଦ୍ରା ସହାୟତା, ଆଜି ଆସିପାରେ ତାରିଖ

କେଉଁ ଦିନ ମିଳିବ ସୁଭଦ୍ରା ସହାୟତା ଆଜି ଆସିପାରେ ତାରିଖ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ତାରିଖ ଘୋଷଣା କରିପାରନ୍ତି । More

Panchang Today 27th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ରାଜ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା;୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପ୍ରବଳ ବର୍ଷା ନେଇ ଆଜି ସକାଳ ସାଢେ ୮ଟା ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।  More

ନିଜ ଡ୍ୟୁଟି ଛାଡ଼ି ଖଣି ମାଫିଆଙ୍କ କାମରେ ଲାଗିଛି ପୋଲିସ !

ପୋଲିସ ଏଭଳି କାର୍ଯ୍ୟ କରୁଥିଲେ ଗୁରୁତ୍ବର ସହ ନିଆଯିବ ଏବଂ ଏଭଳି କାର୍ଯ୍ୟ କରୁଥିବା ଅଫିସରଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଏଡିଜି। More

​​​​​​​ବଢୁଛି ବିଜେଡିର ଘର କଳି ! ଜଣଙ୍କ ପରେ ଜଣେ ଖୋଲୁଛନ୍ତି ବିପର୍ଯ୍ୟୟର ଗୁମର

ପ୍ରଦୀପ ମାଝୀଙ୍କ ପରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । ସୁପ୍ରିମୋଙ୍କ ସାମ୍ନାରେ ବିପର୍ଯ୍ୟୟ ୫ ଗୁମର ଖୋଲିଲେ ଅବିନାଶ ସାମଲ । More

ମାରିଥିଲା ବେଙ୍ଗାଳୁରୁରେ, ଜୀବନ ହାରିଦେଲା ଭଦ୍ରକରେ

୫୯ ଖଣ୍ଡ କରି ହତ୍ୟା ପରେ ମହାଲକ୍ଷ୍ମୀଙ୍କ କଟା ଶରୀର ରଖିଥିଲା ଫ୍ରିଜରେ । ବଡ଼ଭାଇ ଦ୍ବାରା କେମିତି ହୋଇଥିଲା ମର୍ଡର, ଷ୍ଟୋରୀ କହିଲା ସାନଭାଇ । More

ବର୍ଷା କଲାଣି ନାକେଦମ୍!! କେଉଁଠି ରାସ୍ତା ଦବିଛି ତ କେଉଁଠି ଘରେ ଆଣ୍ଠୁଏ ପାଣି

ଠପ୍ ହୋଇଯାଇଛି ଯାତାୟତ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା । ମୂଷଳଧାରାରେ ଢାଳି ଚାଲିଛି । More

ନଡ୍ଡାଙ୍କ ଟାସ୍କ .. 'ୱାର୍କ ଚାର୍ଟ ବନାଅ .. ଲୋକଙ୍କ ପାଖକୁ ଯାଅ'

ରୁଟିନ୍ ତିଆରି କରି ଲୋକଙ୍କ ସହ ଯୋଡି ହୁଅ । ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ କ୍ରିୟାଶୀଳ ହୁଅ । More