ସଂକ୍ଷେପରେ ଆଜିର ତାଜା ଖବର - Friday, 22 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୁଣ୍ଡ ଉପରେ ଖରାଦିନ; କଟକରେ ଘାରିଲାଣି ପାନୀୟ ଜଳ ସଙ୍କଟ !

ରାସ୍ତା କଡ଼ରେ ପାନୀୟଜଳ ପ୍ରକଳ୍ପ। କେଉଁଠି ଟ୍ୟାପ ଭାଙ୍ଗି ଯାଇଛି ତ କେଉଁଠି ଟ୍ୟାପରେ ପାଣି ଆସୁନି। ଜରାଜୀର୍ଣ୍ଣ ଅବସ୍ଥାରେ ଅଚଳ ଥଣ୍ଡା ପାନୀୟଜଳ ପ୍ରକଳ୍ପ ।  More

ଇଲେକ୍ଟୋରାଲ୍ ବଣ୍ଡ: ବିଜେଡି ପାଇଛି ୯୪୪ କୋଟି, ଆଦିତ୍ୟ ବିର୍ଲା ଗ୍ରୁପ୍‌ ଦେଇଛି ୨୬୦ କୋଟି ଟଙ୍କା

ବିଜେଡିକୁ ସବୁଠୁ ଅଧିକ ନିର୍ବାଚନୀ ଚାନ୍ଦା ଦେଇଛି ଆଦିତ୍ୟ ବିର୍ଲା ଗ୍ରୁପ୍। ଓଡ଼ିଶାରେ କ୍ଷମତାସୀନ ଦଳକୁ ବୁଲେଇ ବଙ୍କେଇ ପହଞ୍ଚାଇଛି ପାଖାପାଖି ୨୬୦ କୋଟି ଟଙ୍କା। More

ବିଜେଡିରେ ଜଳଜଳ ଗୋଷ୍ଠୀ କନ୍ଦଳ, ଶଙ୍ଖ ଭବନରେ ଆଶାୟୀଙ୍କ ହଙ୍ଗାମା

ନବୀନ ନିବାସରେ ଟିକେଟ କସରତ୍ । ଶଙ୍ଖ ଭବନରେ ଆଶାୟୀଙ୍କ ହଙ୍ଗାମା । ବିଜେଡିକୁ ଭାରି ପଡିବେ କି ମାଳ ମାଳ ଆଶାୟୀ ? More

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ଫୁଲଷ୍ଟପ୍, ଏକାଠି ନୁହେଁ ଏକାକୀ ଲଢ଼ିବ ପଦ୍ମ ଦଳ

ମଧ୍ୟାହ୍ନରେ ଆକାଶ ସଫା ହୋଇ ଆସିଲାଣିର ବୟାନ। ଆଉ ଅପରାହ୍ଣ ହେଉ ହେଉ ସୋସିଆଲ୍ ମିଡିଆରେ ପୋଷ୍ଟ, ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ। More

ନୀରବି ଗଲା ଶାଣିତ ସ୍ବର; ଆଉ ଶୁଣିବାକୁ ମିଳିବନି ଦାମ୍ଭିକ ବାଣୀ, ପରପାରିକୁ ଚାଲିଗଲେ ସସସ୍ତଙ୍କ ପ୍ରିୟ ଦାମ ବାବୁ...

ଆଜିଠୁ କିନ୍ତୁ ନୀରବି ଗଲା ସେହି ଶାଣିତ ସ୍ବର...ଆଉ ଶୁଣିବାକୁ ମିଳିବନି ସେହି ଦାମ୍ଭିକ ଦାମ ବାଣୀ । ୮୩ ବର୍ଷ ବୟସରେ ଆଜି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ । More

ରାଜ୍ୟରେ ସବୁ ଆସନରେ ଲଢ଼ିବ ବିଜେଡି, ସୋସିଆଲ ମିଡିଆରେ ସ୍ପଷ୍ଟ କଲେ ବବି ଦାସ

ମେଣ୍ଟ ଚର୍ଚ୍ଚା ଉପରେ ବିଜେପି ପୂର୍ଣ୍ଣଚ୍ଛେଦ ପକାଇବା ପରେ, ବିଜେଡି ବି ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛି । More

ରାଜଧାନୀର ଏକ କର୍ପୋରେଟ୍ ବିଲ୍ଡିଂରେ ଅଗ୍ନିକାଣ୍ଡ, ବ୍ୟାଙ୍କ ଓ ଜୋତା ଷ୍ଟୋରରେ ଲାଗିଛି ନିଆଁ

କିଟ୍ ଛକରେ ଥିବା ଏକ କର୍ପୋରେଟ ବିଲଡିଂରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। More

ବିଜେଡି ଛାଡ଼ିଲେ ୬ ଥରର ସାଂସଦ ଭର୍ତ୍ତୃହରି ମହତାବ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରେସ୍‌ମିଟ୍‌ କରି ସେ କହିଛନ୍ତି ଯେ, ତାଙ୍କ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। More

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ; ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ BJP

ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବ ବିଜେପି। ‘ଏକ୍ସ’ ଜରିଆରେ ସ୍ପଷ୍ଟ କଲେ ମନମୋହନ ସାମଲ। More

ଦାମଙ୍କ ଚଉକିର ପାଖ ଛାଡୁନି ଜ୍ୟାକ୍‌; ଫେରିବା ବାଟକୁ ଚାହିଁ ୪ଦିନ ହେଲା ଖାଉନି..

ରାଜ୍ୟ ରାଜନୀତି ପାଇଁ ଦାମଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି। ଦାମଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର। More

‘ଆମେ ଦୁଇ ଧୋତି ପିନ୍ଧା ନେତା ଥିଲୁ, ଲୋକେ ତାଙ୍କୁ ପ୍ରଫୁଲ୍ଲ ଆଉ ମତେ ଦାମ ଡାକୁଥିଲେ’

ଦାମ ରାଉତଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳର ବିଶିଷ୍ଟ ନେତାମାନେ ଶୋକ ପ୍ରକାଶ କରିଛନ୍ତି। More

ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ଡାକ୍ତର ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ସମ୍ବିତ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ ଚାଲିଥିଲା। More

ଜେଲ ଭିତରକୁ କେମିତି ଯାଉଛି ନିଶା ଦ୍ରବ୍ୟ ? କଣ କରୁଛନ୍ତି କର୍ତ୍ତୃପକ୍ଷ ? 

ଝାରପଡା ଜେଲରେ ପୋଲିସର ରେଡ ଆଉ ତା ଭିତରୁ ଗଞ୍ଜେଇ ମିଳିବା ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ଜେଲ ଡିଜି । More

ସିଲକ୍ ସିଟିରେ ପୁଣି ମାତିଲେ ଅପରାଧୀ; ୩ ଦିନରେ ତିନୋଟି କ୍ରାଇମ

ପୁଣି ଥରେ ଅଶାନ୍ତ ହୋଇଉଠିଛି ସିଲ୍କ ସିଟି ବ୍ରହ୍ମପୁର। ସହରରେ ନିୟମିତ ଲୁଟ୍ , ବୋମାମାଡ଼, ବିଚ୍ ରାସ୍ତାରେ ଖଣ୍ଡା ଧରି ଆତଙ୍କରାଜ ଭଳି ଘଟଣା ଘଟୁଛି।  More

ଆୟଠୁ ବଳିପଢୁଛି ଋଣ; ରାଜ୍ୟର ନଂ ୨ ଧନୀ ବିଧାୟିକାଙ୍କ ହୋସ ଉଡାଇଦେବ ଋଣ ଭାର

ଆପଣଙ୍କ ବିଧାୟକଙ୍କ ସଂପତ୍ତି କେତେ ? ବାର୍ଷିକ ଆୟ କେତେ ? ଋଣ ଭାର କେତେ ? ସାଧାରଣ ନିର୍ବାଚନ ପୂର୍ବରୁ ସଦ୍ୟତମ ADR ରିପୋର୍ଟରୁ ସାମ୍ନାକୁ ଆସିଛି ବିଧାୟକମାନଙ୍କ ଆର୍ଥିକ ସ୍ୱାସ୍ଥ୍ୟର ସ୍ଥିତି। More

ସହଜ ନୁହେଁ ଗଞ୍ଜାମ ଗଣିତ; ଟିକଟ କସରତ ଭିତରେ ବଢ଼ିଯିବନି ତ ଅସନ୍ତୋଷ ?

ବିଜେଡିର ଗଞ୍ଜାମ କସରତ। ନବୀନ ନିବାସରେ ହେଲା ସମୀକ୍ଷା, ସୁପ୍ରିମୋ ଦେଲେ ଟିକେଟ୍ ପାଇଁ ଗ୍ରୀନ ସିଗନାଲ୍। ସକାଳ ସାଢେ ଦଶଟାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବୈଠକ। More

ଦିନ ଗଡୁଛି, ଆଶା କମୁଛି; ଏକାକୀ ଲଢ଼ିବାକୁ ଜୋର୍‌ ଲଗାଇଲେଣି BJP-BJD

ସମୟ ଯେତେ ଗଡୁଛି, ସେତେ କମୁଛି ମେଣ୍ଟ ସମ୍ଭାବନା। ଛିଡୁନି ଅଙ୍କ, ମେଣ୍ଟ ଆଶା କ୍ଷୀଣ। ଏପଟେ ଉଭୟ ବିଜେଡି ଓ ବିଜେପି ଚଳାଇଛନ୍ତି ଏକାକୀ ନିର୍ବାଚନୀ କସରତ। ଅଧିକାଂଶ ସିଟରେ ପ୍ରାର୍ଥୀ ଫାଇନାଲ କରିସାରିଲାଣି ବିଜେପି। More